ଅଭିଷେକ ବଚ୍ଚନ, ମିଡିଆ ବାଲାଙ୍କ ଗୋଡହାତ ଧରି ଡିଲେଟ୍ କରିଥିଲେ ଐଶ୍ଵର୍ଯ୍ୟାଙ୍କ ଏହି ଫୋଟୋକୁ ! କହିଥିଲେ ଦୟା କରି…

ଅଭିଷେକ ବଚ୍ଚନ, ମିଡିଆ ବାଲାଙ୍କ ଗୋଡହାତ ଧରି ଡିଲେଟ୍ କରିଥିଲେ ଐଶ୍ଵର୍ଯ୍ୟାଙ୍କ ଏହି ଫୋଟୋକୁ ! କହିଥିଲେ ଦୟା କରି…

ବଲିଉଡରେ ପ୍ରତ୍ୟେକ ସମୟରେ ଏମିତି କିଛି ନା କିଛି ହୋଇଥାଏ, ଯେଉଁଥି କାରଣରୁ ସୋସିଆଲ ମିଡ଼ିଆରେ ବଲିଉଡ କଳାକାରଙ୍କ ଜୀବନରେ ହଲଚଲ୍ ସୃଷ୍ଟି ହୋଇଯାଇଥାଏ ଏବଂ ଏହି ହଲଚଲ୍ କାରଣରୁ ଅନେକଥର ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥାଏ; ଯାହାଦ୍ଵାରା ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ଏହିଥର ଏମିତି ହିଁ କିଛି ହୋଇଥିଲା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ । ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କିଛି ଫୋଟୋ ସଂପୂର୍ଣ୍ଣ ରୂପେ ଖରାପ ହୋଇଥିବା ଯୋଗୁଁ ତାହା ଭାଇରାଲ ହୋଇଯାଇଥିଲା, ଯେଉଁଥିପାଇଁ ସେ ଟ୍ରୋଲ ମଧ୍ୟ ହୋଇଥିଲେ ଏବଂ ଲୋକଙ୍କ ମଧ୍ୟରେ ତାଙ୍କର ମଜାକ ଉଡାଇଥିଲେ । ବାସ୍ତବରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏହି ଫଟୋକୁ ଫୋଟୋଗ୍ରାଫର ଜଣେ କ୍ୟାମେରାରେ ଉଠାଇ ଥିଲେ, ଯେଉଁଥିପାଇଁ ଅଭିଷେକ ବଚ୍ଚନଙ୍କୁ କହିବାକୁ ପଡ଼ିଥିଲା ଦୟା କରି ଏହି ଫୋଟୋକୁ ଡିଲେଟ କରନ୍ତୁ ।

newstrend.news

ବାସ୍ତବରେ ଏମିତି କିଛି ହୋଇଥିଲା, ଅଭିଷେକ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ପାର୍ଟିରେ ସାମିଲ ହେବା ପାଇଁ ଯାଉଥିବା ବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚଙ୍କ ସହ ଏମିତି କିଛି ହୋଇଥାଳ । ଏହି ପାର୍ଟି ମୋନିଷ ମୋଲହତ୍ରାଙ୍କ ଘରେ ଥିଲା । ଆପଣଙ୍କୁ ଜଣାଇ ଦେଉଛୁ ତାଙ୍କ ସହ କରଣ ଜହର ମଧ୍ୟ ଥିଲେ । ମୋନିଷ ମୋଲହତ୍ରାଙ୍କ ଦ୍ଵାରା ଆୟୋଜିତ ହୋଇଥିବା ପାର୍ଟି ଶେଷ ହେବା ପରେ ଯେମିତି ଏହି ସବୁ ଷ୍ଟାର ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ, ସେହି ସମୟରେ ଫୋଟୋ ଫୋଟୋଗ୍ରାଫରମାନେ ସମସ୍ତଙ୍କ ଫୋଟୋ ଉଠେଇଥିଲେ । ଠିକ ସେହି ସମୟରେ ଅନ୍ୟ ଏକ ଫୋଟୋଗ୍ରାଫର ଐଶ୍ୱର୍ଯ୍ୟାଙ୍କ ଫୋଟୋ ନେବା ପାଇଁ ଚେଷ୍ଟା କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ପାର୍ଟିର ଏହି ଅବସରରେ ଐଶ୍ୱର୍ଯ୍ୟା ଶୋର୍ଟ ଡେନିଶ ଡ୍ରେସ ପିନ୍ଧିଥିଲା । ଯେଉଁଥିପାଇଁ ଐଶ୍ୱର୍ଯ୍ୟା କାରରେ ବସିବା ସମୟରେ କିଛି ଏମିତି ଫୋଟୋ କ୍ଲିକ ହୋଇଯାଇଥିଲା, ଯାହାକି ଅଭିଷେକଙ୍କ ନଜରରେ ଆସିବା ପରେ ତାଙ୍କୁ କହିବାକୁ ପଡ଼ିଥିଲା କି ପ୍ଲିଜ ଏହାକୁ ଡିଲେଟ କରିଦିଅ ।

ଫୋଟୋକୁ ଦେଖି କ୍ରୋଧିତ ହୋଇଯାଇଥିଲେ ଅଭିଷେକ :

newstrend.news

ଯେତେବେଳେ ଅଭିଷେକ ନିଜର ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଏହି ଫୋଟୋ ଦେଖିଥିଲେ, ସେତେବେଳେ ସେ କ୍ରୋଧିତ ହୋଇଯାଇଥିଲେ । ଯଦିଓ ଯେଉଁ ଫୋଟୋ ଉଠା ଯାଇଥିଲା ତାହା ନର୍ମାଲ ଥିଲା କିନ୍ତୁ ଏପରି ମଧ୍ୟ କିଛି ଫୋଟୋ ଥିଲା; ଯାହାକି ଅଭିଷେକ ବଚ୍ଚନଙ୍କୁ ଆଦୌ ପସନ୍ଦ ନଥିଲା । ଏହାପରେ ଅଭିଷେକ କ୍ରୋଧିତ ହୋଇଯାଇଥିଲେ ଏବଂ ସେହି ଫୋଟୋଗ୍ରାଫରସ୍ ଙ୍କୁ ଅନୁରୋଧ କରି ଡିଲେଟ କରାଇଦେଇଥିଲେ । ସତରେ କହିବାକୁ ଗଲେ ଯେଉଁ ଏଙ୍ଗେଲରୁ ଐଶ୍ୱର୍ଯ୍ୟାଙ୍କ ଫୋଟୋ ନିଆଯାଇଥିଲା; ତାହା ଠିକ ନଥିଲା । କାହିଁକି ନା ତାଙ୍କ ଡ୍ରେସ ଛୋଟ ଥିଲା । କିନ୍ତୁ ସେଠାରେ ଏପରି ଅନେକ ଫୋଟୋଗ୍ରାଫର ଥିଲେ; ଯେଉଁମାନଙ୍କୁ ପାଖରେ ଏହି କିଛି ଫୋଟୋ ରହିଯାଇଥିଲା, ଯାହା ପରେ ଲିକ୍ ହୋଇଯାଇଥିଲା ।

ମିଡିଆଙ୍କୁ ମଧ୍ୟ ଧ୍ୟାନ ରଖିବା ଉଚିତ :

newstrend.news

ବେଳେ ବେଳେ ଏମିତି ଅତି ସାଧାରଣ ଭୁଲ ପାଇଁ ଅଭିନେତ୍ରୀମାନଙ୍କୁ, “Oops moment” ର ଶିକାର ହେବାକୁ ପଡିଥାଏ । ସେହି ଉପ୍ସ ମୁମେଣ୍ଟକୁ ଅଭିଷେକ ଡିଲେଟ କରାଈଥିଲେ । କିନ୍ତୁ ଏପରି କିଛି ଷ୍ଟାର ମଧ୍ୟ ଅଛନ୍ତି; ଯାହାର ଏହି ଉପ୍ସ ଏବଂ ଅକ୍ବର୍ଡ ମୁମେଣ୍ଟ ଉଠି ଯାଈଥାଏ । ମିଡିଆଙ୍କୁ ମଧ୍ୟ ଧ୍ୟାନ ରଖିବା ଉଚିତ ଯେ, ଖବର କରିବା ପାଇଁ ଏପରି ଫୋଟୋ ନିଅନ୍ତୁ ନାହିଁ । ଭୁଲରେ ଯଦି କ୍ଲିକ ହୋଇଗଲା; ତେବେ ତାକୁ ଡିଲେଟ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *