ଲକ୍ଡ଼ାଉନ୍ ଏନଫୋର୍ସମେଣ୍ଟ ସମୟରେ ମହିଳା ଜଣକ ବୁଲୁଥିଲେ, ପୋଲିସ ଅଟକାଇବା ପରେ ମହିଳା ଜଣକ କାର୍ଯ୍ୟରତ ପୋଲିସର ପୋଷାକକୁ ଚଟିଥିଲେ । ଦେଖନ୍ତୁ ଏହି ଭିଡିଓ…

ଲକ୍ଡ଼ାଉନ୍ ଏନଫୋର୍ସମେଣ୍ଟ ସମୟରେ ମହିଳା ଜଣକ ବୁଲୁଥିଲେ, ପୋଲିସ ଅଟକାଇବା ପରେ ମହିଳା ଜଣକ କାର୍ଯ୍ୟରତ ପୋଲିସର ପୋଷାକକୁ ଚଟିଥିଲେ । ଦେଖନ୍ତୁ ଏହି ଭିଡିଓ…

ବର୍ତ୍ତମାନ ସମଗ୍ର ଭାରତରେ ୨୧ ଦିନର ଲକ୍ଡ଼ାଉନ୍ ଚାଲୁଛି । ଏହାର ଅର୍ଥ ଆମେ ନିଜ ଘରେ ଏହି ୨୧ ଦିନ ରହିବା ଆବଶ୍ୟକ ଅଟେ । ଏହି ଲକ୍ଡ଼ାଉନ୍ ସମୟରେ ବାହାରେ ବୁଲିବା ପୁରାପୁରି ଭାବେ ମନା କରାଯାଇଛି । ଏହି ୨୧ ଦିନ ଆମକୁ ପାଳନ କରିବା ନିହାତି ଭାବରେ ଆବଶ୍ୟକ ଅଟେ । ଏହା ସରକାରଙ୍କର ନିଷ୍ପତ୍ତି ଅଟେ । ଯଦି ଏହାକୁ ଆପଣ ନ ମାନନ୍ତି; ତେବେ ଆପଣଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋରନା ଭାଇରସ୍ ଯାହା ଏବେ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଦେଇଛି । ଏହି ରୋଗ ଛୁଇଁବା କିମ୍ବା ଏହି ରୋଗରେ ସଂକ୍ରମିତ ଥିବା ଲୋକଙ୍କ ସହିତ ମିଳାମିଶା କରିବା ଦ୍ଵାରା ବ୍ୟାପିଥାଏ । ଯଦି ଏହି ଭାଇରସ୍ ଜଣଙ୍କୁ ହୁଏ, ତେବେ ଏହା ନିଆଁ ଭଳି ଚାରିଆଡେ ବ୍ୟାପି ଯିବ । ଏହି କାରଣ ଯୋଗୁଁ ଲୋକମାନଙ୍କର ମଙ୍ଗଳ ପାଇଁ ସରକାର ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି । ଯାହାଫଳରେ ଆମେ ସମସ୍ତେ ଘରେ ରହିବା ଏବଂ ଏହି ଭାଇରସ୍ କବଳରୁ ମୁକ୍ତି ପାଇପାରିବା । ହେଲେ କିଛି ଏମିତି ଲୋକ ଅଛନ୍ତି; ଯେଉଁମାନେ ସରକାରଙ୍କର ଏହି ନିଷ୍ପତିକୁ ଅବମାନନା କରୁଛନ୍ତି ଓ ଦେଶର ନିୟମ ଆର୍ଥତ ସରକାରଙ୍କ ଏହି ଲକ୍ଡ଼ାଉନ୍ ନିୟମକୁ ଉଲଘଂନ କରି ବାହାରେ ବୁଲୁଛନ୍ତି । ସେମାନେ ଏହି ଲକ୍ଡ଼ାଉନ୍ ଘୋଷଣା ପରେ ମଧ୍ୟ ବାହାରେ ବୁଲୁଛନ୍ତି ।

ଆପଣ ଏହି କିଛି ଦିନ ଭିତରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ, ଯାହାକି ଲୋକମାନେ ସରକାରଙ୍କ ଏହି ଲକ୍ଡ଼ାଉନ୍ ନିୟମକୁ ପାଳନ ନ କରି ବାହାରେ ବୁଲୁଛନ୍ତି । ଏହା ସହିତ ପୋଲିସ କେତେକ ସ୍ଥଳରେ ଲୋକମାନଙ୍କୁ ବୁଝାଉଥିବା ଦୃଶ୍ୟ ନଜର ମଧ୍ୟ ସମ୍ମୁଖକୁ ଆସିଥିବା ବେଳେ ଅନ୍ୟ କେତେକେ ସ୍ଥଳରେ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ ମଧ୍ୟ କରୁଛି । ଲୋକଙ୍କୁ ବୁଝାଇବା ଲାଠି ଚାର୍ଜ କରିବାର କାରଣ ସରକାରଙ୍କ ଏହି ଲକ୍ଡ଼ାଉନ୍ ନିୟମକୁ ମାନନ୍ତୁ ଏବଂ ନିଜକୁ ଓ ନିଜ ପରିବାରର ମଙ୍ଗଳ ପାଇଁ ଘର ଭିତରେ ହିଁ ରୁହନ୍ତୁ । କାରୋନାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ରହିବା ହିଁ ଏକ ମାତ୍ର ଉପାୟ । କୋରନା ବ୍ୟାପିବା ପୂର୍ବରୁ ଏହିପରି କାର୍ଯ୍ୟାନୁଷ୍ଠାନ ଜରୁରୀ ଅଟେ । କିନ୍ତୁ ପଶ୍ଚିମ ବଙ୍ଗଳାରେ ଏହି କଥାକୁ ନେଇ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ବର୍ତ୍ତମାନ ମଧ୍ୟ ସେହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଏହି ଭିଡିଓରେ ଲକ୍ଡ଼ାଉନ୍ ସମୟରେ ପୋଲିସ ବାହାରେ ବୁଲୁଥିବା ଏକ ଝିଅକୁ ଅଟକଇଛି । ହେଲେ ଝିଅଟି ଏହି କଥାର ଧ୍ୟାନ ଦେଉନାହିଁ ।

Google

ପୋଲିସ ଯେତେବେଳେ ଝିଅଟିକୁ ଅଟାଇଛି, ଝିଅଟି ରାଗରେ ଜର୍ଜରିତ ହୋଇଯାଉଛି, ଯାହା ଦ୍ୱାରା ଝିଅଟି କାର୍ଯ୍ୟରତ ପୋଲିସର ପୋଷାକକୁ ନିଜ ଜିଭରେ ଚଟିଥିବାର ନଜର ଆସୁଛି । ଝିଅଟିର ଏହି କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥିପାଇଁ ଏହି ଘଟଣାରେ ଅଧିକା କହିବା ଠିକ୍ ହେବ ନାହିଁ । ହେଲେ ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଏହି ଝିଅଟି ପୋଲିସ ସହ କିପରି ଅଭଦ୍ରଙ୍କ ପରି ବ୍ୟବହାର କରୁଛି । ଏହା ଏକ ଲଜ୍ଜ୍ୟାଜନକ ଘଟଣା ଅଟେ । ଆପଣଙ୍କୁ କୋରନା ଭାଇରସ୍ ହେଉ କି ନ ହେଉ ହେଲେ ଏପରି କରିବା ଭୁଲ୍ ଅଟେ ।

ଏହି ଭିଡିଓ ବହୁତ ମାତ୍ରାରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପ୍ରତି ଝିଅ ଏହି କାମକୁ ନିନ୍ଦା କରୁଛନ୍ତି । ଏହା ଏକ କାର୍ଯ୍ୟଭାର ନାଗରିକର କର୍ତ୍ତବ୍ୟ ନୁହେଁ । ଏହି ଭିଡିଓରେ ଦେଖା ଦେଉଛି ଯେ, ସେ ଝିଅ ପୋଲିସ ଉପରେ ଧକ୍କା ଦେବାର ଆରୋପ ଲଗାଉଛି, ହେଲେ ପୋଲିସ ସେ ଝିଅ ସହିତ ଠିକରେ କଥା ମଧ୍ୟ ହୋଇପାରୁନାହିଁ । ତାହା ପରେ ଝିଅ କହୁଛି, ଯଦି ତାକୁ କିଛି ହୋଇଗଲା ତ ତାର ପରିବାର ଚଳେଇବା ପାଇଁ କେହି ନାହାଁନ୍ତି । ତେବେ ପ୍ରଥମେ ଏହି ଭିଡିଓ ଆପଣ ନିଶ୍ଚିତ ଭାବରେ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *