୨୦୨୦ ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ ୨୦୨୧ ! ଭାରତରେ ଏହିପରି ଖରାପ ଘଟଣା ଘଟିବାର ସଙ୍କେତ ରହିଛି…

୨୦୨୦ ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ ୨୦୨୧ ! ଭାରତରେ ଏହିପରି ଖରାପ ଘଟଣା ଘଟିବାର ସଙ୍କେତ ରହିଛି…

୨୦୨୦ ଭାରତ ପାଇଁ ଅତ୍ୟନ୍ତ ଖରାପ ରହିଥିଲା । କୋରନା ଭୂତାଣୁ ଏବଂ କିଛି ଅନ୍ୟ ଘଟଣା ଗୁଡ଼ିକ ଦେଶର ପରିସ୍ଥିତିକୁ ଖରାପ କରି ଦେଇଛି । ଅର୍ଥବ୍ୟବସ୍ଥା ଦୁର୍ବଳ ହେବା ଠାରୁ ଆରମ୍ଭ କରି ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ହରାଇବା ପର୍ଯ୍ୟନ୍ତ ଘଟଣା ଏହିବର୍ଷ ଘଟିଛି । ତେଣୁ ଏହି କାରଣରୁ ସବୁ ଲୋକ ଏହା ଆଶା ରଖୁଛନ୍ତି ଯେ ଏହି ନୂଆ ବର୍ଷଟି ଯେପରି ଭଲରେ କଟିବ । କିନ୍ତୁ କଣ ପ୍ରକୃତରେ ଏପରି ହେବ ? କଣ ୨୦୨୧ ଭାରତ ପାଇଁ ଖୁସି ନେଇ ଆସିବ ? ନା ଏହି ବର୍ଷ ସମସ୍ତଙ୍କ ପାଇଁ ଦୁଃଖ ନେଇ ଆସିବ । ଆସନ୍ତୁ ଜାଣିବା କ’ଣ ହେବ ।

୨୦୨୧ ନୂତନ ବର୍ଷର ପ୍ରାରମ୍ଭରେ ହିଁ ଶନି ସ୍ୱୟଂର ରାଶି ମକରରେ ବସିବାର ନଜର ଆସିଛି । ଅନ୍ୟ ପକ୍ଷରେ ମଙ୍ଗଳ ସ୍ୱୟଂର ରାଶି ମେଷରେ ଅତ୍ୟନ୍ତ କଠୋରତା ବିରାଜମାନ କରିବ । ପୁଣି ଶୁକ୍ର ବିଛା ରେ, ସୂର୍ଯ୍ୟ ଓ ବୁଧ ଧନୁରେ ନିଜର ସ୍ଥାପନା କରିବେ । ଏହିସବୁ ଗ୍ରହ ଯୋଗକୁ ଦେଖାଗଲେ ଭାରତରେ ୨୦୨୧ରେ ମଧ୍ୟ ଅର୍ଥବ୍ୟବସ୍ଥାକୁ ନେଇ ସଙ୍କଟ ବଢ଼ୁଥିବାର ଦେଖାଯିବ । ସେତେବେଳେ ଶେୟର ବଜାର ଖୁବ ଟୋପରେ ଚାଲିବ କିନ୍ତୁ ଯେତେବେଳେ ପ୍ରଲୋଭନ ବଢ଼ିବ ସେତେବେଳେ ପତନ ହେବାରେ ଲାଗିବ । ଅର୍ଥାତ ଏହି ସମୟରେ ମଧ୍ୟ କିଛି ଲୋକଙ୍କର କ୍ଷତି ହେବ ।

୨୦୨୧ରେ ଦେଶର କୌଣସି ପ୍ରମୁଖ ମଣିଷର ସ୍ୱାସ୍ଥ୍ୟ କିମ୍ବା ଜୀବନ ଉପରେ ଖରାପ ପ୍ରଭାବ ପଡ଼ିବ । ଏହାଦ୍ବାରା ଦେଶର ସମସ୍ୟା ଆହୁରି ଅଧିକ ବଢ଼ିଯିବ । ଏହି ବର୍ଷ A, M, R ଏବଂ S ନାମରୁ ଆରମ୍ଭ ହେଉଥିବା ପ୍ରସିଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କ୍ୟାରିଅରକୁ ନେଇ ଅତି ଦୁଃଖଦ ଖବର ମିଳିବ । ଏହି ନାମର ପ୍ରଖ୍ୟାତ ଲୋକଙ୍କର ସର୍ବନାଶ ନିଶ୍ଚିତ ଅଟେ ।

ଏହି ବର୍ଷ ଦେଶର ସରକାର କ୍ରୁର ଏବଂ ନିଷ୍ଠୁର ରୂପରେ ଦେଖାଯିବେ । ଦେଶରେ ଛୋଟ ବଡ଼ ବିବାଦ, ଝଗଡ଼ା ଏବଂ ଆନ୍ଦୋଳନ ଦ୍ୱାରା ହଲଚଲ ସୃଷ୍ଟି ହେବ । କେବଳ ଦେଶ ନୁହେଁ ବିଦେଶ ଠାରୁ ମଧ୍ୟ ଭାରତ ପ୍ରତି ସମସ୍ୟା ବଢ଼ିଯିବ । ଏହି ବର୍ଷ ମିଛକୁ ସତ୍ୟ ଭାବରେ ଉପସ୍ଥାପନ କରାଯିବ । ମାନନୀୟ ଲୋକ ମିଥ୍ୟା ଭାଷଣ ଦେଉଥିବାର ନଜର ଆସିବେ ।

ଏହି ବର୍ଷ ଗୋଟିଏ ପରେ ଗୋଟିଏ ଅଶୁଭ ଖବର ଆସିପାରେ । ଦେଶର ଯେତେବି ବଡ଼ ଲୋକ ଅଛନ୍ତି ତାଙ୍କ ଅବସ୍ଥା ମଧ୍ୟ ଏହି ବର୍ଷ ଖରାପ ରହିବ । କିଛି ବଡ଼ ଅଗ୍ନିକାଣ୍ଡ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରାକୃତିକ ଆପଦ ମଧ୍ୟ ଆସିପାରେ । ଦେଶରେ କ୍ରାଇମ ହାର ଦ୍ରୁତ ବେଗରେ ବଢ଼ିବାକୁ ଲାଗିବ । ଅନେକ ବିଲ୍ଡିଂଗ୍ସ ଖଜୁରୀ ପତ୍ର ବୋହିଯିବ । ଜନତା ଦ୍ୱାରା କାନୁନ ଏବଂ ଆନ୍ଦୋଳନର ପକ୍ଷପାତୀ ବ୍ୟବହାରର ଅଭିଯୋଗ ଯାଇପାରେ । ୨୦୨୧ରେ ଦର ମଧ୍ୟ ବଢ଼ିପାରେ । ଏହାଦ୍ଵାରା ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଲୋକ ଖୁବ କଷ୍ଟରେ ନିଜର ପ୍ରତିପୋଷଣ କରିବେ ।

Leave a Reply

Your email address will not be published. Required fields are marked *