ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ ଥାଏ କି, ଭଲ ପାଠ ପଢି ନିଜ ଜୀବନରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହେବି । ଯଦି ଆମେ ବର୍ତ୍ତମାନ ସମୟ ବିଷୟରେ କଥାବାର୍ତ୍ତା କରିବା ତେବେ ଅଧିକାଂଶ ଲୋକ ଆଈଏସ ଅଧିକାରୀ ହେବାର ସ୍ୱପ୍ନ ଦେଖିଥାନ୍ତି । ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ଯୁବକ ମାନେ ବହୁତ ପ୍ରସ୍ତୁତ କରିଥାନ୍ତି, କିନ୍ତୁ ସଫଳତା ସମସ୍ତଙ୍କୁ ମିଳିନଥାଏ । ୟୂପୀଏସସୀ ପରୀକ୍ଷା ଦେଶର ସବୁଠାରୁ ସମ୍ମାନଜନକ ତଥା କଠିନ ପରୀକ୍ଷା ମାନଙ୍କରେ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ । ଯଦି ଜଣେ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ସେ କୌଣସି ଯୋଦ୍ଧାଠାରୁ କମ୍ ନୁହଁନ୍ତି । ଆଜ୍ଞା ହଁ, ଯଦି ଆପଣ ୟୂପୀଏସସୀ ସାକ୍ଷାତକାରକୁ ପାସ କରି ଦିଅନ୍ତି, ତେବେ ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟନ୍ତି, କାରଣ ଆଈଏସ ସାକ୍ଷାତକାରରେ ଏହିପରି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ପ୍ରାୟତଃ ଶୁଣିବା ପରେ ପ୍ରାର୍ଥୀଙ୍କ ମୁଣ୍ଡ ବୁଲାଇ ଯାଇଥାଏ । ଯଦିଓ ଏହି ପ୍ରଶ୍ନଗୁଡିକ ଶୁଣିବାରେ ସହଜ ଲାଗିଥାଏ, କିନ୍ତୁ ଯେତେବେଳେ ଏହାର ଉତ୍ତର ଦେବାର ସମୟ ଆସିଥାଏ ସେତେବେଳେ ବହୁତ ଭଲ-ଭଲ ଲୋକ ମାନେ ଚିନ୍ତାରେ ପଡ଼ି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଆଈଏସ ସାକ୍ଷାତକାରରେ ପଚରା ଯାଇଥିବା କିଛି ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର ବିଷୟରେ କହିବାକୁ ଯାଉଛୁ, ଯାହା ପରୀକ୍ଷା ପ୍ରସ୍ତୁତି ପାଇଁ ଆପଣଙ୍କୁ ବହୁତ ଉପଯୋଗୀ ହୋଇପାରିବ ।
ଆଈଏସ ସାକ୍ଷାତକାରର ପ୍ରଶ୍ନ ଏବଂ ଉତ୍ତର
ପ୍ରଶ୍ନ- ଲଗାତାର ୧୦ ଦିନ ନଶୋଇ ବଞ୍ଚିପାରିବା କଣ ସମ୍ଭବପର ଅଟେ ?
ଉତ୍ତର- ଆଜ୍ଞା ହଁ, ଏହିପରି ନିଶ୍ଚୟ ହୋଇପାରିବ କାରଣ ସେହି ବ୍ୟକ୍ତି ଦିନରେ ଶୋଇବ ନାହିଁ କିନ୍ତୁ ରାତିରେ ଶୋଇବ ।
ପ୍ରଶ୍ନ- ଏମିତି ଏକ ଜିନିଷର ନାମ କୁହନ୍ତୁ ଯାହା ବାହାରେ ମାଗଣାରେ ଏବଂ ଡାକ୍ତରଖାନାରେ ପଇସା ଦେଇ ପାଇ ପାରିବେ ?
ଉତ୍ତର – ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି “ଅମ୍ଳଜାନ” । ଆପଣ ବାହାରେ ମାଗଣାରେ ଅମ୍ଳଜାନ ନିଅନ୍ତି କିନ୍ତୁ ଡାକ୍ତରଖାନାରେ ଅମ୍ଳଜାନ ପଇସା ଦେଲେ ହିଁ ମିଳିଥାଏ ।

ପ୍ରଶ୍ନ- ଆପଣ ୧୦ ଟଙ୍କାରେ ଏହିପରି କ’ଣ ଜିନିଷ କିଣିବେ, ଯାହା ସମ୍ପୁର୍ଣ୍ଣ କୋଠରୀକୁ ପୂରଣ କରିଦେବ ?
ଉତ୍ତର- ବୋଧହୁଏ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହି ପ୍ରଶ୍ନ ପଢ଼ିବା ପରେ ବହୁତ ଚିନ୍ତିତ ହୋଇ ଯାଇଥିବେ । ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି “ଧୂପକାଠି” । ଯଦି ଆପଣ ୧୦ ଟଙ୍କାରେ ଗୋଟିଏ ଧୂପକାଠି କିଣନ୍ତି, ତେବେ ତାହାର ସୁଗନ୍ଧରେ ସମ୍ପୁର୍ଣ୍ଣ କୋଠରୀ ସହିତ ପୁରା ଘର ମଧ୍ୟ ଭରିଯିବ ।
ପ୍ରଶ୍ନ- ସେହି ଜିନିଷଟିର ନାମ କ’ଣ ଅଟେ ଯାହାକୁ ଆପଣ ଗୋଟିଏ ସମୟରେ କାହାକୁ ଦେଇପାରିବ ଏବଂ ଆପଣଙ୍କ ସହିତ ମଧ୍ୟ ରଖିପାରିବେ ?
ଉତ୍ତର- ଏହି ପ୍ରଶ୍ନ ଶୁଣିବା ପରେ ଆପଣ ନିଶ୍ଚୟ ଚିନ୍ତା କରୁଥିବେ କି ଏହିପରି କଣ ଜିନିଷ ହୋଇପାରେ ଯାହାକୁ ଦିଆଯାଇପାରିବ ଏବଂ ନିଜ ପାଖରେ ମଧ୍ୟ ରଖାଯାଇପାରିବ ? ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ଯାଉଛୁ । ଏହାର ସଠିକ ଉତ୍ତର ହେଉଛି “ମୁଖ ନିସୃତ ଧ୍ଵନି/ଭାଷା” । ଆପଣ ଭାଷାକୁ କାହାକୁ ହେଲେ ମଧ୍ୟ ଦେଇପାରିବେ ଏବଂ ଆପଣଙ୍କ ସହିତ ମଧ୍ୟ ରଖିପାରିବେ ।

ପ୍ରଶ୍ନ- କାଲକୁଲେଟରକୁ ହିନ୍ଦୀରେ କ’ଣ କୁହାଯାଏ?
ଉତ୍ତର- କାଲକୁଲେଟର ଏହିପରି ଏକ ଵସ୍ତୁ ଅଟେ ଯାହାକୁ ସମସ୍ତେ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ମାନେ କେବେ ମଧ୍ୟ ଭାବି ନଥିବେ ଏହାକୁ ହିନ୍ଦୀରେ କ’ଣ କୁହାଯାଏ ? କାଲକୁଲେଟରକୁ ହିନ୍ଦୀରେ ଗଣକ କିମ୍ବା ପରିକଳ୍ପକ ବୋଲି କୁହାଯାଇଥାଏ । ଆପଣଙ୍କୁ କହିରଖୁଛୁ କି ୧୭ ଶତାବ୍ଦୀରୁ କାଲକୁଲେଟର ବ୍ୟବହୃତ ହୋଇ ଆସୁଛି କିନ୍ତୁ ଏହାର ହିନ୍ଦୀ ନାମକୁ କେହି ମଧ୍ୟ ବ୍ୟବହୃତ କରନ୍ତି ନାହିଁ ।
ପ୍ରଶ୍ନ- ଏହିପରି ଏକ କେଉଁ ଜିନିଷ ରହିଛି ଯାହାକୁ ପୁରୁଷମାନେ ଲୁଚାଇ ରଖନ୍ତି ଏବଂ ମହିଳାମାନେ ସମସ୍ତଙ୍କୁ ଦେଖାଇ ରଖଥାନ୍ତି ?
ଉତ୍ତର – ପର୍ସ ।
ପ୍ରଶ୍ନ- ଜଳର ରଙ୍ଗ କାହିଁକି ନଥାଏ ?
ଉତ୍ତର- ଆପଣଙ୍କୁ କହିରଖୁଛୁ କି ଜଳ ଅମ୍ଳଜାନ ଏବଂ ହାଇଡ୍ରୋଜେନର ଅଣୁରେ ଗଠନ ହୋଇଥାଏ, ଯାହା ଶକ୍ତି ଅଶୋଷିତ କରିବାରେ ସକ୍ଷମ ନଥାଏ । ଏହି କାରଣ ହେତୁ ଆଲୋକ ପଡ଼ିବା ପରେ ମଧ୍ୟ ଜଳ ରଙ୍ଗହୀନ ଦେଖାଯାଇଥାଏ ।
ପ୍ରଶ୍ନ-ଜାଣନ୍ତୁ ଭାରତ (India)ର ସଂପୂର୍ଣ୍ଣ ନାମ ?
ଉତ୍ତର-I: Independent
N: National
D: Democratic
I: Intelligent
A: Area
ଆଶ କରୁଛୁ ଅନୁଛେଦରେ ପ୍ରଦତ୍ତ ପ୍ରଶ୍ନଗୁଡିକ ଆପଣଙ୍କୁ ନିଷ୍କୟା ଭଲ ଲାଗିଥିବ ।