ଅଜିତଙ୍କ ଠାରୁ ରୀନା ରାୟଙ୍କ ପର୍ଯ୍ୟନ୍ତ : ହିନ୍ଦୁ ନୁହଁନ୍ତି ଏହି ପାଞ୍ଚ ଫିଲ୍ମ ଷ୍ଟାର, ଜାଣନ୍ତୁ ସେମାନଙ୍କ ପ୍ରକୃତ ନାମ :-

ଅନେକ ବଲିଉଡ଼ କଳାକାର ହୁଏତ ନିଜର ଚରିତ୍ର ନାମରେ ଲୋକପ୍ରିୟ ହୋଇଯାଆନ୍ତି ନହେଲେ ଫିଲ୍ମରେ ଦେଇଥିବା ନିଜ ନାମ କାରଣରୁ ଲୋକପ୍ରିୟ ହୋଇଯାଆନ୍ତି । ବଲିଉଡ଼ରେ ଅନେକ ଏପରି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମ ପାଇଁ ନିଜର ନାମ ବଦଳାଇ ଦେଇଛନ୍ତି । କିଛି କଳାକାର ତ ଏପରି ଅଛନ୍ତି ଯେଉଁ ମାନଙ୍କର ବଦଳି ଯାଇଥିବା ନାମରୁ କେହିବି କହି ପାରିବେନି ଯେ ସେ କେଉଁ ଧର୍ମର ବୋଲି । ଆସନ୍ତୁ ସେହି କଳାକାରଙ୍କ ବିଷୟରେ ଜାଣିବା । ଯେଉଁମାନଙ୍କ ନାମରୁ ଆଦୋୖ ଜଣା ଯାଉନାହିଁ ଯେ ସେମାନେ ମୁସଲମାନ ଅଟନ୍ତି ବୋଲି ।

google

ଅଜିତ :-

ଅଜିତଙ୍କ ପ୍ରକୃତ ନାମ ହାମିଦ ଖାନ ଅଟେ । ସେହି ସମୟରେ ଖଳନାୟକ ଭାବରେ ଅଭିନୟ କରୁଥିବା ହାମିଦ ଖାନ ଅଲୀ ନିଜର ଷ୍ଟେଜ ନାମ ଅଜିତ ଦ୍ଵାରା ପ୍ରସିଦ୍ଧ ହୋଇଯାଇଥିଲେ ।

google

ମଧୁବାଲା :-

ନିଜର ସୌନ୍ଦର୍ଯ୍ୟ ଏବଂ କଳା ଦ୍ଵାରା ଦର୍ଶକଙ୍କୁ ମୋହିତ କରୁଥିବା ମଧୁବାଲାଙ୍କ ପ୍ରକୃତ ନାମ ମୁମତାଜ ଜହାଁ ଦେହଲବୀ ଅଟେ । କହିରଖୁଛୁ ଯେ ତାଙ୍କର ପ୍ରଥମ ଫିଲ୍ମ ‘ ବସନ୍ତି’ ଥିଲା । ଦେବୀକା ରାଣୀ ବସନ୍ତ ତାଙ୍କ ଅଭିନୟ ଦ୍ଵାରା ପ୍ରଭାବିତ ହୋଇ ତାଙ୍କ ନାମ ମଧୁବାଲା ରଖିଥିଲେ ।

ରୀନା ରାୟ :-

ରୀନା ରାୟଙ୍କ ପ୍ରକୃତ ନାମ ସାୟରା ଅଲୀ ଅଟେ ।

ଜୋନୀ ୱାକର :-

ଜୋନୀ ୱାକରଙ୍କ ପ୍ରକୃତ ନାମ ବହରୁଦ୍ଦିନ ଜମାଲୁଦ୍ଦିନ କାଜୀ ଥିଲା ।

ମାନ୍ୟତା ଦତ୍ତ :-

ମାନ୍ୟତା ଦତ୍ତଙ୍କ ପ୍ରକୃତ ନାମ ଦିଲନାଜ ଶେଖ ଅଟେ । ମାନ୍ୟତାଙ୍କୁ ପ୍ରକାଶ ଝା ନାମ ବଦଳାଇ ମାନ୍ୟତା ରଖିବାକୁ କହିଥିଲେ ।

ନେହା :-

ଅଭିନେତ୍ରୀ ନେହା ମନୋଜ ବାଜପେୟୀଙ୍କ ପତ୍ନୀ ଅଟନ୍ତି । ନେହାଙ୍କ ପ୍ରଥମ ଫିଲ୍ମ ‘କରୀବ’ ରେ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପରା ତାଙ୍କୁ ନେହା ନାମ ଦେଇଥିଲେ ଯାହାକି ସେହି ଫିଲ୍ମରେ ତାଙ୍କ ଚରିତ୍ରର ନାମ ଥିଲା ।

google

ମୀନା କୁମାରୀ :-

ଭାରତୀୟ ସିନେମାର ଟ୍ରେଜେଡି କ୍ୱିନ ମୀନା କୁମାରୀଙ୍କ ପ୍ରକୃତ ନାମ ମେହଜବୀନ ବାନୋ ଥିଲା ।

google

ଦିଲ୍ଲୀପ କୁମାର :-

ବୋଲିଉଡ଼ର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାର ଶୁଣିବାରେ ଜଣେ ହିନ୍ଦୁ ଲାଗୁଛନ୍ତି କିନ୍ତୁ ପ୍ରକୃତରେ ଦିଲ୍ଲୀପ କୁମାରଙ୍କ ନାମ ମୋହମ୍ମଦ ୟୁସୁଫ ଖାନ ଅଟେ । କେବଳ ଫିଲ୍ମ ପାଇଁ ସେ ନିଜ ନାମକୁ ବଦଳାଇ ଦିଲ୍ଲୀପ କୁମାର ରଖିଥିଲେ ।

Be the first to comment

Leave a Reply

Your email address will not be published.


*