କେବଳ ଗୋଟିଏ ଭୁଲ୍ ନିମନ୍ତେ ପୁରାପୁରି ବଦନାମ୍ ହୋଇଗଲେ ଏହି ୫ ଜଣ ଅଭିନେତ୍ରୀ । ବର୍ତ୍ତମାନ କରୁଛନ୍ତି ପଶ୍ଚ୍ୟାତାପ !

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ କାମ କରୁଛନ୍ତି, ଏଥିମଧ୍ୟରୁ କିଛି ଏପରି ମଧ୍ୟ ଅଛନ୍ତି ଯିଏକି ନିଜ ସଫଳତାର ଚରମ ଲକ୍ଷ୍ୟକୁ ଛୁଇଁ ସାରିଛନ୍ତି କିନ୍ତୁ କେବଳ ଗୋଟିଏ ଭୁଲ୍ ପାଇଁ ବଦନାମ୍ ହୋଇଗଲେ ଏବଂ ଧୀରେ ଧୀରେ ତାଙ୍କ କ୍ୟାରିୟରର ଗ୍ରାଫ୍ ତଳକୁ ଖସିବାକୁ ଲାଗିଲା । ଆଜି ଆମେ ଏହି ବିଷୟ ମାଧ୍ୟମରେ ବଲିଉଡର ଏପରି କିଛି ଅଭିନେତ୍ରୀ ବିଷୟରେ ଜଣାଇବାକୁ ଯାଉଛୁ ଯିଏକି ନିଜର ଏକ ଭୁଲ୍ ପାଇଁ ନିଜର କ୍ୟାରିୟରକୁ ପୁରାପୁରି ଭାବରେ ବର୍ବାଦ କରିଦେଲେ । ଆସନ୍ତୁ ଜାଣିବା ସେହି ପାଞ୍ଚଜଣ ଅଭିନେତ୍ରୀ କିଏ ?

ଅମିଷା ପଟେଲ୍

Google

ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଅମିଷା ପଟେଲଙ୍କ ବିଷୟରେ … ! ଅମିଷା ପଟେଲ୍ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ଫିଲ୍ମ “କହୋ ନା ପ୍ୟାର୍ ହେ” ଠାରୁ କରିଥିଲେ । ଏହି ଫିଲ୍ମ ସୁପର୍ ଡୁପର୍ ହିଟ୍ ହୋଇଥିଲା । ଏହି ଫିଲ୍ମରେ ଅମିଷା ପଟେଲଙ୍କ ସହ ହ୍ରୀତିକ୍ ରୋଶନ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମର ସଫଳତା ପରେ ଅମିଷା ପଟେଲଙ୍କ ଧମାକେଦାର ଏଣ୍ଟ୍ରି ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରିକୁ, କିନ୍ତୁ କଣ ଆପଣ ଜାଣିଛନ୍ତି ଅମିଷା ପଟେଲଙ୍କ ମଦ୍ୟପାନର ଖରାପ ଅଭ୍ୟାସ ହୋଇଗଲା । ଯାହାପରେ ସେ ନିଜର ଫିଲ୍ମ କ୍ୟାରିୟରକୁ ପୁରାପୁରି ଭାବରେ ବର୍ବାଦ କରିଦେଲେ । ଆଜିର ସମୟରେ ସେ ବଲିଉଡ ଠାରୁ ଦୂରେଇ ହୋଇ ଅଜଣା ଦୁନିଆରେ ନିଜର ଜୀବନ ବିତାଉଛନ୍ତି ।

ଆଲିଆ ଭଟ୍ଟ

Google

ଆଲିଆ ଭଟ୍ଟ ବଲିଉଡର ଲୋକପ୍ରିୟ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଅଟନ୍ତି । ସେ ନିଜେ ମଧ୍ୟ ଏକ ସଫଳ ଅଭିନେତ୍ରୀ ଅଟନ୍ତି । ସୁନ୍ଦର ଦେଖା ଯାଉଥିବା ଆଲିଆ ଭଟ୍ଟ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ଫିଲ୍ମ ” ଷ୍ଟୁଡେଣ୍ଟ ଅଫ ଦ ଇୟର” ଠାରୁ କରିଥିଲେ । ଆଲିଆ ଭଟ୍ଟଙ୍କ ସେହି ଫିଲ୍ମ ସୁପର ହିଟ୍ ମଧ୍ୟ ହୋଇଥିଲା । ଆଲିଆ ଭଟ୍ଟ ନିଜର ସାଧାରଣ ଜ୍ଞାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହି ସାମାନ୍ୟ ଜ୍ଞାନ ପାଇଁ ତାଙ୍କର ସର୍ବଦା ମଜାକ୍ ହୋଇଥାଏ ।

ରାଖି ସାବନ୍ତ

Google

ରାଖି ସାବନ୍ତଙ୍କୁ ବଲିଉଡର ଡ୍ରାମା କ୍ଵିନ ବୋଲି କୁହାଯାଏ । ଗୋଟିଏ ସମୟ ଏପରି ମଧ୍ୟ ଥିଲା ଯେତେବେଳେ କି ରାଖି ବହୁତ ଫେମସ୍ ଥିଲେ କିନ୍ତୁ ରାଖୀ ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି ଏଥିପାଇଁ ସେ ଅନେକଥର ଲୋକଙ୍କ ଆଗରେ ହାସ୍ୟର ପାତ୍ର ବନି ଯାଇଛନ୍ତି । ହୁଏତ ଆଜି ତାଙ୍କୁ କଣ୍ଟ୍ରଭର୍ଶି କ୍ଵୀନ ମଧ୍ୟ କୁହାଯାଉଛି । ସେ ସର୍ବଦା ନିଜର ଫାଲତୁ କଥା ଏବଂ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

କରିନା କପୁର

Google

କରିନା କପୁର ବଲିଉଡର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ନିଜର ଫିଲ୍ମ କ୍ୟାରିୟରରେ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । କିନ୍ତୁ ଏତେ ସଫଳତା ପ୍ରାପ୍ତି ଅଭିନେତ୍ରୀ ହେବା ପରେ ମଧ୍ୟ ମଦ୍ୟପାନର ଖରାପ ଅଭ୍ୟାସ ତାଙ୍କୁ ବଦନାମ କରି ଦେଇଥିଲା । ବର୍ତ୍ତମାନ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ସେ ଫିଲ୍ମ ଠାରୁ ଦୁରେଇ ଗଲେ ।

ବିଦ୍ୟା ବାଲନ୍

Google

ଟେଲିଭିଜନ ଇଣ୍ଡଷ୍ଟ୍ରିଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବାଲନ୍ ଏକ ଶ୍ରେଷ୍ଠ ଅଭିନେତ୍ରୀ ହିସାବରେ ପରିଚିତ ଅଟନ୍ତି । ସେ ନିଜର ଫିଲ୍ମ କ୍ୟାରିୟରରେ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ସେ ଫିଲ୍ମ “ଡର୍ଟି ପିକ୍ଚର” ଠାରୁ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବିଦ୍ୟାଙ୍କୁ ମଧ୍ୟ ମଦ୍ୟପାନର ଖରାପ ଅଭ୍ୟାସ ଲାଗିଗଲା । ଯେଉଁଥିପାଇଁ ତାଙ୍କୁ ଅନେକ ବଦନାମର ସାମ୍ନା କରିବାକୁ ପଡ଼ିଥିଲା ।

Be the first to comment

Leave a Reply

Your email address will not be published.


*