‘ଶ୍ରୀକୃଷ୍ଣ ସିରିଏଲ୍’ର ରୁକ୍ମଣୀ ଏବେ ଏପରି ଦେଖା ଯାଉଛନ୍ତି ! ଆପଣ ମଧ୍ୟ ଦେଖିକି ଚିହ୍ନିପାରିବେ ନାହିଁ…

‘ଶ୍ରୀକୃଷ୍ଣ ସିରିଏଲ୍’ର ରୁକ୍ମଣୀ ଏବେ ଏପରି ଦେଖା ଯାଉଛନ୍ତି ! ଆପଣ ମଧ୍ୟ ଦେଖିକି ଚିହ୍ନିପାରିବେ ନାହିଁ…

ଆପଣମାନେ ନ୍ୟାସନାଲ୍ ଟିଭିରେ ଆସୁଥିବା ଶ୍ରୀକୃଷ୍ଣ ସିରିଏଲ୍ ନିଶ୍ଚୟ ଦେଖିଥିବେ । ଏହାକୁ ଆମେମାନେ ବି ନିଜ ପିଲା ବେଳେ ଦେଖିଥିଲୁ କାରଣ ଆମେ ବହୁତ ଛୋଟ ଥିଲୁ ଆଉ ଏହି ସିରିଏଲ୍ ଆମକୁ ବହୁତ ପସନ୍ଦ ଆସୁଥିଲା । ଆପଣଙ୍କୁ କହିରଖୁଛୁ କି ଆଜି ବି ଲୋକମାନେ ଏହି ସିରିଏଲକୁ ଦେଖିବା ବହୁତ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ଏହି ସିରିଏଲରେ ଅଭିନୟ କରିଥିବା କିଛି ଲୋକ ତଥା ତାଙ୍କର ଚରିତ୍ର ବାବଦରେ କହିବାକୁ ଯାଉଛୁ ।

ଆପଣଙ୍କୁ କହିରଖୁଛୁ କି ଏହି ରାମାନନ୍ଦ ସାଗରଙ୍କର ‘ଶ୍ରୀକୃଷ୍ଣ ସିରିଏଲ୍’ରେ ଶ୍ରୀକୃଷ୍ଣଙ୍କର ଭୂମିକା ଅଭିନୟ କରିଥିଲେ ଶ୍ରୀମାନ୍ ଡି ବାନାର୍ଜୀ।ସେ ଆଜି ବି ଲୋକ ମାନଙ୍କ ଭିତରେ ଶ୍ରୀକୃଷ୍ଣ ଭାବେ ଲୋକପ୍ରିୟ ଅଟନ୍ତି । ଆଉ ସେଥିରେ ରୁକ୍ମଣୀର ଅଭିନୟ କରିଥିଲେ ଅଭିନେତ୍ରୀ ପିଙ୍କି ପାରିଖ୍ । ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କି ରୁକ୍ମଣୀ ଅଭିନୟ କରିଥିବା ପିଙ୍କି ପାରିଖ୍ ଏବେ କେଉଁଠାରେ ଅଛନ୍ତି ଆଉ ସେ କଣ କରୁଛନ୍ତି ।

ପିଙ୍କି ପାରିଖ୍ ସେହି ସିରିଏଲରେ ରୁକ୍ମଣୀର ଅଭିନୟ ବହୁତ ଭଲ ଭାବରେ କରି ଥିଲେ ଆଉ ତାଙ୍କୁ ଲୋକମାନେ ଏହି ଅଭିନୟରେ ବହୁତ ପସନ୍ଦ ବି କରିଥିଲେ । ଆପଣଙ୍କୁ କହିରଖୁଛୁ କି ସେ ଗୁଜୁରାଟରେ ଜନ୍ମ ହେଇ ଥିଲେ ଆଉ ନିଜର ଅଭିନୟ କ୍ୟାରିଅରର ଆରମ୍ଭ ୧୯୯୪ରେ ଆସିଥିବା ଲୋକପ୍ରିୟ ସିରିଏଲ୍ ଶ୍ରୀକୃଷ୍ଣରୁ କରି ଥିଲେ । ତା’ପରେ ସେ ଗୁଜୁରାତି ଫିଲ୍ମ ମାନଙ୍କରେ କାମ କରିବାକୁ ଲାଗିଲେ ।

ସେହି ପିଙ୍କି ପାରିଖ ଯେତେବେଳେ ସେହି ସିରିଏଲରେ ରୁକ୍ମଣୀର ଭୂମିକା ନିଭାଉଥିଲେ ତ ସେ ବହୁତ ସ୍ଲିମ୍ ତ୍ରିମ୍ ଥିଲେ ଆଉ ତାଙ୍କୁ ଦେଖିବାରେ ବହୁତ ଭଲ ଲାଗୁଥିଲା । ମାତ୍ର ଆଜିକାଲି ସେ ବହୁତ ମୋଟା ହେଇ ଯାଇଛନ୍ତି ଆଉ ତାଙ୍କୁ ଦେଖି ଚିହ୍ନିବା ବହୁତ କଷ୍ଟ ଅଟେ । ତାଙ୍କର ଓଜନ ଏବେ ବହୁତ ବଢି ଯାଇଛି ଯାହା କି ଆପଣଙ୍କୁ ତାଙ୍କର ଏବେକାର ଫୋଟ ଦେଖି ଜାଣି ହେଇଯିବ ।

ତାଙ୍କୁ ଶେଷଥର ପାଇଁ ଗୁଜୁରାତି ଫିଲ୍ମ ମୋଣ୍ଟୁ କି ବିଟୁରେ ଦେଖା ଯାଇଥିଲା । ମାତ୍ର ସେହି ଫିଲ୍ମ ପରେ ସେ ନିଜର ବୈବାହିକ ଜୀବନରେ ବ୍ୟସ୍ତ ରହିଗଲେ ଯାହା କି ଆଜି ତାଙ୍କ ଫିଲ୍ମ କ୍ୟାରିୟର୍ ପାଇଁ ଏକ ପ୍ରଶ୍ନଦାୟୀ ଅଟେ । ସେଥିପାଇଁ ସେ ଆଜିକାଲି ଆଉ ସିନେମା ଜଗତରେ ଦେଖା ଯାଉ ନାହାଁନ୍ତି । ତାଙ୍କ ଜୀବନର ସେକେଣ୍ଡ ଇନିଂଗ୍ସ ଏବେ ବହୁତ ଉତ୍ତମ ଭାବେ ଚାଲିଛି ଆଉ ସେଥିପାଇଁ ତାଙ୍କର ସେହି ପତଳା ଶରୀର ଆଜି ଆଉ ତାଙ୍କ ପାଖରେ ନାହିଁ । ଯେ କେହି ବି ତାଙ୍କୁ ଦେଖିଲେ ନିଜର ପ୍ରଥମ ନଜରରେ ତାଙ୍କୁ ଜାଣି ପାରିବ ନାହିଁ । ତେଣୁ ଆପଣଙ୍କୁ କେଉଁ ବ୍ୟକ୍ତିର ଅଭିନୟ ସବୁଠାରୁ ଭଲ ଲାଗୁଥିଲା ତାହା ଆପଣ କହିବେ ।

Leave a Reply

Your email address will not be published. Required fields are marked *