ଆଜିର ସମୟରେ ପ୍ରାୟତଃ ପ୍ରତ୍ୟେକ ଯୁବକ ନିଜ ଜୀବନରେ IAS ଅଫିସର ହେବାର ସ୍ୱପ୍ନ ନିଶ୍ଚିତ ଭାବରେ ଦେଖୁଛନ୍ତି
ଏବଂ ଏହି ସ୍ୱପ୍ନକୁ ପୂରା କରିବାପାଇଁ କଠିନ ପରିଶ୍ରମ ଏବଂ ପ୍ରକୃତ ନିଷ୍ଠାର ଆବଶ୍ୟକତା ପଡ଼ିଥାଏ । ଏବଂ ଏଥିସହ UPSC ପରୀକ୍ଷା ଆମଦେଶର ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଇଥାଏ । ଏବଂ ଏହି ପରୀକ୍ଷାକୁ କ୍ଲିୟର୍ କରିବାପାଇଁ ବହୁତ ଭଲ ପ୍ରସ୍ତୁତି ହେବା ଉଚିତ୍ ଏବଂ ପ୍ରତ୍ୟେକ ବିଷୟରେ ଆପଣଙ୍କର ବହୁତ ଭଲ ଜ୍ଞାନ ରହିବା ଉଚିତ୍ ।
ୟୁପିଏସସି ପରୀକ୍ଷାରେ ଲିଖିତ ସହ ସାକ୍ଷାତକାର ମଧ୍ୟ ହୋଇଥାଏ । ଲିଖିତ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରିବା ପ୍ରାୟତଃ ସହଜ ହୋଇଥାଏ କିନ୍ତୁ ସାକ୍ଷାତକାର କ୍ଲିୟର୍ କରିବା ପରୀକ୍ଷାର୍ଥୀ ମାନଙ୍କ ପାଇଁ କେବେ କେବେ ଅତ୍ୟନ୍ତ କଷ୍ଟକର ହୋଇ ଯାଇଥାଏ କାରଣ IAS ସାକ୍ଷାତକାରରେ ପରୀକ୍ଷାର୍ଥୀ ମାନଙ୍କୁ ଏଭଳି ଟ୍ରିକି ପ୍ରଶ୍ନ ପଚରାଯାଏ, ଯାହାର ଉତ୍ତର ଅତ୍ୟନ୍ତ ସହଜ ହୋଇଥାଏ କିନ୍ତୁ ସେହି ପ୍ରଶ୍ନକୁ ଏଭଳି ଭାବରେ ବୁଲାଇ ପଚରାଯାଏ ଯେ ପରୀକ୍ଷାର୍ଥୀ ମାନେ ବିଭ୍ରାନ୍ତ ହୋଇଯାଆନ୍ତି ଏବଂ ଭଲ ଭଲ ପରୀକ୍ଷାର୍ଥୀ ମାନଙ୍କର ମୁଣ୍ଡ ବୁଲେଇ ଦେଇଥାଏ । ଆଜି ଆମେ ଆପଣଙ୍କ ପାଇଁ IAS ସାକ୍ଷାତକାରର ଏଭଳି କିଛି ଟ୍ରିକି ପ୍ରଶ୍ନ ନେଇ ଆସିଛୁ, ଯାହାର ଉତ୍ତର ମଧ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।
୧) ପ୍ରଶ୍ନ:- ତାହା ଏଭଳି କେଉଁ ଜିନିଷ ଅଟେ, ଯାହା ପୁରୁଷ ମାନଙ୍କର ବଢିଥାଏ କିନ୍ତୁ ମହିଳା ମାନଙ୍କର ନୁହେଁ ?
ଉତ୍ତର:- ଦାଢ଼ି ଏବଂ ନିଶ
୨) ପ୍ରଶ୍ନ:- ମାଛିର ମୁହଁରେ କେତୋଟି ଦାନ୍ତ ରହିଥାଏ ?
ଉତ୍ତର:- ମାଛିର ମୁହଁରେ କୌଣସି ଦାନ୍ତ ନଥାଏ । ସେ ନଡ଼ା ଭଳି ପତଳା ଜିଭରେ ଖାଦ୍ୟକୁ ଶୋଷି ନେଇଥାଏ ।
୩) ପ୍ରଶ୍ନ:- ବାଦଶାହା ଆକବର ନମାଜ୍ ପଢିବାପାଇଁ ଜମା ମସଜିଦର ପୂର୍ବଦିଗ ଦ୍ୱାର ବାଟ ଦେଇ ଯାଉଥିଲେ, ତେବେ କେଉଁ ଦ୍ୱାର ଦେଇ ବାହାରୁଥିଲେ ?
ଉତ୍ତର:- ଆକବରଙ୍କ ସମୟରେ ଜମା ମସଜିଦ୍ ନଥିଲା ।
୪) ପ୍ରଶ୍ନ:- ଦୁଇଟି ଯାଆଁଳା ପିଲା ମଇ ମାସରେ ଜନ୍ମ ହେଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନରେ ଆସିଥାଏ, କିପରି ?
ଉତ୍ତର:- ମଇ ଆମେରିକାର ଏକ ସହର ଅଟେ ।
୫) ପ୍ରଶ୍ନ:- ଜଳରେ ପଡିଥିବା ବରଫ ଜଳରେ ସମ୍ପୂର୍ଣ୍ଣ ଭାବରେ ବୁଡୁ ନାହିଁ, କାହିଁକି ?
ଉତ୍ତର:- ବରଫର ଘନତ୍ୱ ଜଳର ଘନତ୍ୱ ଠାରୁ କମ୍ ହୋଇଥିବା କାରଣରୁ
୬) ପ୍ରଶ୍ନ:- କ୍ଷେତ୍ରଫଳ ଦୃଷ୍ଟିରୁ ଦେଖାଗଲେ ଭାରତରେ ସବୁଠାରୁ ବଡ଼ ରାଜ୍ୟ କେଉଁଟି ?
ଉତ୍ତର:- କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନକୁ ଭାରତରେ ସବୁଠାରୁ ବଡ଼ ରାଜ୍ୟ ଭାବରେ ବିବେଚନା କରାଯାଏ ।
୭) ପ୍ରଶ୍ନ:- ଭାରତ ଦେଶରେ ପ୍ରଥମଥର ରେଳ କେବେ ଚାଲିଥିଲା ?
ଉତ୍ତର:- ଭାରତରେ ପ୍ରଥମ ରେଳ ୧୯୫୩ ମସିହାରେ ଚାଲିଥିଲା ।
୮) ପ୍ରଶ୍ନ:- ଚା’ର ଉତ୍ପାଦନ ଏବଂ ଉପଭୋଗରେ ବିଶ୍ୱରେ ପ୍ରଥମ ସ୍ଥାନ କେଉଁ ଦେଶର ଅଟେ ?
ଉତ୍ତର:- ଭାରତ ଦେଶକୁ ଚା’ର ଉତ୍ପାଦନ ଏବଂ ଉପଭୋଗରେ ବିଶ୍ୱରେ ପ୍ରଥମ ଭାବରେ ବିବେଚନା କରାଯାଏ ।
୯) ପ୍ରଶ୍ନ:- ସାରା ବିଶ୍ୱରେ ସିନଥେଟିକ୍ ରବରର ସବୁଠାରୁ ବଡ଼ ଉତ୍ପାଦକ କେଉଁ ଦେଶ ଅଟେ ?
ଉତ୍ତର:- ସଂଯୁକ୍ତରାଷ୍ଟ୍ର ଆମେରିକାକୁ ସାରା ବିଶ୍ୱରେ ସିନଥେଟିକ୍ ରବରର ସବୁଠାରୁ ବଡ଼ ଉତ୍ପାଦକ ଭାବରେ ବିବେଚନା କରାଯାଏ ।
୧୦) ପ୍ରଶ୍ନ:- ସାରା ବିଶ୍ୱରେ ସର୍ବାଧିକ ଚା’ର ଆମଦାନୀ କରୁଥିବା ଦେଶ କେଉଁଟି ଅଟେ ?
ଉତ୍ତର:- ଶ୍ରୀଲଙ୍କାକୁ ସାରା ବିଶ୍ୱର ସର୍ବାଧିକ ଚା’ର ଆମଦାନୀ କରୁଥିବା ଦେଶ କୁହାଯାଏ ।
୧୧) ପ୍ରଶ୍ନ:- ବିଶ୍ୱରେ ତମ୍ବାକୁର ସବୁଠାରୁ ବଡ଼ ଉତ୍ପାଦକ ଦେଶ କେଉଁଟି ଅଟେ ?
ଉତ୍ତର:- ଚୀନକୁ ତମ୍ବାକୁର ସବୁଠାରୁ ବଡ଼ ଉତ୍ପାଦକ ଦେଶ ଭାବରେ ବିବେଚନା କରାଯାଏ ।
୧୨) ପ୍ରଶ୍ନ:- କୋପା କପ୍ କେଉଁ ଖେଳ ସହ ସମ୍ବନ୍ଧୀତ ଅଟେ ?
ଉତ୍ତର:- କୋପା କପ୍ ଫୁଟବଲ୍ ଖେଳ ସହ ସମ୍ବନ୍ଧୀତ ଅଟେ ।
୧୩) ପ୍ରଶ୍ନ:- ଆମ୍ବର ବୋଟାନିକାଲ୍ ନାମ କଣ ଅଟେ ?
ଉତ୍ତର:- ମେଞ୍ଜିଫେରା ଇଣ୍ଡିକା ।
୧୪) ପ୍ରଶ୍ନ:- ଶରୀରର ଏଭଳି କେଉଁ ଅଙ୍ଗ ରହିଛି, ଯାହା ପିଲା ଠାରୁ ଆରମ୍ଭ କରି ବୁଢା ହେବା ପର୍ଯ୍ୟନ୍ତ ବଢେ ନାହିଁ ?
ଉତ୍ତର:- ଆଖିର କର୍ଣ୍ଣିଆ ।