୧୭ ବର୍ଷର ନାବାଳକ ଅନଶ୍ ଗୁଲାଟି ଘରୁ ନିଖୋଜ ଅଛନ୍ତି ! ଯେଉଁ ବ୍ୟକ୍ତି ତାଙ୍କ ଠିକଣା କହିପାରିବେ ତାଙ୍କୁ ୫,୦୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ ।

୧୭ ବର୍ଷର ନାବାଳକ ଅନଶ୍ ଗୁଲାଟି ଘରୁ ନିଖୋଜ ଅଛନ୍ତି ! ଯେଉଁ ବ୍ୟକ୍ତି ତାଙ୍କ ଠିକଣା କହିପାରିବେ ତାଙ୍କୁ ୫,୦୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ ।

ଏକ ୧୭ ବର୍ଷିୟ ଯୁବକଙ୍କ ନାମ ଅନଶ୍ ଗୁଲାଟି ଓ ପିତା ରିତେଶ୍ ଗୁଲାଟି । ୧୭ ବର୍ଷୀୟ ଯୁବକ ନିଜ ଘରରୁ ଗତ ୧୧ ଅକ୍ଟୋବର ୨୦୧୯ ବର୍ଷ ଠାରୁ ନିଖୋଜ ଅଛନ୍ତି । ଯୁବକଙ୍କୁ ଆଣିବା ଲୋକଙ୍କୁ ୫,୦୦,୦୦୦ ଲକ୍ଷ ଟଙ୍କାର ପରସ୍କାର ଦିଆଯିବ । ଏଥିସହିତ ତାଙ୍କୁ ଯିବାଆସିବାର ସବୁ ଖର୍ଚ୍ଚ ବହନ କରାଯିବ ।

୧୭ ବର୍ଷିୟ ଅନଶ୍ ଗୁଲାଟିଙ୍କ ଉଚ୍ଚତା ୫ଫୁଟ ୫ଇଞ୍ଚି । ଚେହେରା ଲମ୍ବା ଏବଂ ତାଙ୍କ ରଙ୍ଗ ଗୋରା ଅଟେ । ଯେଉଁ ସମୟରେ ଅନଶ୍ ନିଖୋଜ ହୋଇଥିଲେ, ସେ ହାଲୁକା ଫିରୋଜ୍ ରଙ୍ଗର ଫୁଲ୍ ହାତର ଟି-ସାର୍ଟ ପିନ୍ଧିଥିଲେ । ଏହାସହିତ ସେ ନୀଳ ରଙ୍ଗର ଜିନ୍ସ ଏବଂ ବାଦାମୀ ରଙ୍ଗର ଚପଲ ପିନ୍ଧିଥିଲେ । ଅନଶ ଗୁଲାଟିଙ୍କୁ ସମସ୍ତେ ଖୋଜାଖୋଜି କରୁଛନ୍ତି । ଯଦି ଆପଣଙ୍କୁ ଯେକୌଣସି ସ୍ଥାନରୁ ଅନଶଙ୍କ ଖବର ପାଆନ୍ତି ତେବେ ତାଙ୍କ ପିତା ରିତେଶ୍ ଗୁଲାଟିଙ୍କୁ ଶୀଘ୍ର ଏହି ନମ୍ବରରେ ଯୋଗାଯୋଗ କରନ୍ତୁ (୯୮୧୨୫୨୧୩୧୪, ୯୪୬୬୦୨୫୯୩୫) ।

ଅନଶଙ୍କୁ ଶେଷଥର ପାଇଁ ରିବାଡ଼ି ହରିୟାଣାର ତାଙ୍କ ଘର ପାଖରେ ଦେଖାଯାଇଥିଲା । ଏହି ଯୁବକ ତାଙ୍କ ଘରେ ଟିଉସନ୍ ଯାଉଛି କହିକି ବହାରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୂଚନା ମିଳିନାହିଁ । ଏହାର ପିତା ଏବଂ ପରିବାର ଏହାକୁ ଦୁଇ ବର୍ଷ ଧରି ନିରନ୍ତର ଖୋଜୁଛନ୍ତି । ଆପଣଙ୍କ ମଧ୍ୟରୁ କେହି ଯେକୌଣସି ସ୍ଥାନରୁ ଅନଶଙ୍କୁ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ତାଙ୍କ ପରିବାର ସହିତ ଯୋଗାଯୋଗ କରନ୍ତୁ । ସୂଚନାଦାତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବ ।

ରୁମ୍ ନମ୍ବର ୬ ରେଡ୍ କ୍ରସ୍ ଭବନ, ଆମ୍ବେଦକର ଚୋକ, ଜିଲ୍ଲା ସାଲ ସରକ୍ଷଣ ଇକାଇ କାର୍ଯ୍ୟାଳୟ ନମ୍ବର ୦୧୨୭୪-୨୨୧୮୫୨ ସେହି ଜିଲ୍ଲା ସାଲ୍ ସରକ୍ଷଣ ଅଧିକାରି ଶ୍ରୀମତୀ ଦୀପିକା ଯାଦବଙ୍କ ଫୋନ୍ ନମ୍ବର ୯୯୯୨୦୮୦୫୧୨ରେ ଯୋଗାଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *