ବଲିଉଡ଼ର ଏହି ଲୋକପ୍ରିୟ ନାୟିକାଙ୍କ ଝିଅ ଅଟନ୍ତି ପ୍ରସିଦ୍ଧ ଅଭିନେତ୍ରୀ ! ନାମ ଜାଣିଲେ କରିବେ ନାହିଁ ବିଶ୍ୱାସ…

ବଲିଉଡ଼ର ଏହି ଲୋକପ୍ରିୟ ନାୟିକାଙ୍କ ଝିଅ ଅଟନ୍ତି ପ୍ରସିଦ୍ଧ ଅଭିନେତ୍ରୀ ! ନାମ ଜାଣିଲେ କରିବେ ନାହିଁ ବିଶ୍ୱାସ…

ଆମ ବଲିଉଡ଼ ଏପରି ଏକ ମଞ୍ଚ ଅଟେ ଯେଉଁଠି ଲକ୍ଷ ଲକ୍ଷ ଲୋକ ନିଜ ଭାଗ୍ୟ ପରୀକ୍ଷା କରନ୍ତି ସେଥି ମଧ୍ୟରୁ କିଛି ସଫଳତା ହାସଲ କରନ୍ତି ତ ଆଉ କିଛି ସୁପରଷ୍ଟାର ହୋଇଯାନ୍ତି ଓ କିଛି ଅସଫଳ ରହିଯାନ୍ତି । ବଲିଉଡ଼ରେ କିଛି କଳାକାର ନାମ ଅର୍ଜନ କରିବା ପାଇଁ ଖୁବ୍ କଠିନ ପରିଶ୍ରମ କରନ୍ତି ଏବଂ ଏହା ସମସ୍ତେ ଜାଣନ୍ତି ଯେ ଯେଉଁ ଅଭିନେତା କିମ୍ବା ଅଭିନେତ୍ରୀ ଆଜି ବଲିଉଡ଼ରେ ସୁପରଷ୍ଟାର୍ ହୋଇଛନ୍ତି ସେମାନେ କେତେ ପରିଶ୍ରମ କରି ଏହି ସଫଳତା ହାସଲ କରିଥିବେ । ସେପଟେ ଅନେକଗୁଡ଼ିଏ ଅଭିନେତ୍ରୀଙ୍କୁ ନେଇ ବଲିଉଡ଼ରେ ପ୍ରତିଦିନ ଖୁଲାସା ହୁଏ ଯାହାକୁ ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ରହିଯାନ୍ତି ।

ଆଜି ଆମେ ଆପଣଙ୍କୁ ବଲିଉଡ଼ର ଏକ ଅଭିନେତ୍ରୀଙ୍କ ବିଷୟରେ ସୁଚାଇବାକୁ ଯାଉଛୁ ଯିଏ ନିଜ କ୍ୟାରିୟରର ଶୁଭାରମ୍ଭ ଛୋଟ ପରଦାରୁ କରିଥିଲେ । ଟିଭି ନାଟକରୁ ଶୁଭାରମ୍ଭ କରିବା ପରେ ସେ ବଲିଉଡ଼ରେ ନିଜର ପରିଚୟ ସୃଷ୍ଟି କଲେ । ଯେଉଁଠାକୁ ପହଞ୍ଚିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହି ଅଭିନେତ୍ରୀଙ୍କ ନାମ ଅଟେ “ରିମା ଲାଗୁ” । ଛୋଟ ପରଦାରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ରିମା ଲାଗୁ ଆଉ ପଛକୁ ଚାହିଁ ଦେଖିଲେ ନାହିଁ । ରିମା ଲାଗୁ ହିନ୍ଦୀ ବ୍ୟତୀତ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ରିମା ଲାଗୁ ସଲମାନ୍ ଖାଁଙ୍କ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ତାଙ୍କ ମାଁ’ଙ୍କ ଭୂମିକାରେ ଅଭିନୟ କରିଛନ୍ତି । ରିମା ଚଳଚ୍ଚିତ୍ର ‘ମେନେ ପ୍ୟାର କିୟା’, ‘ଆଶିକି, ‘ସାଜନ, ‘ହମ ଆପକେ ହେ କୋନ, ‘ବାସ୍ତବ’, ‘କୁଛ କୁଛ ହୋତା ହେ’, ଏବଂ ‘ହମ ସାଥ ସାଥ ହେ’ ଭଳି ଅନେକଗୁଡ଼ିଏ ମାଁ ଚରିତ୍ରରେ ଅଭିନୟ କରିଥିଲେ । ଟିଭିରେ ଧାରାବାହିକ ‘ତୁ ତୁ ମେ ମେ’ରେ ସେ ଶାଶୁ ଚରିତ୍ରରେ ଅଭିନୟ କରିଥିଲେ । ଶାଶୁ ବୋହୂଙ୍କ ଝଗଡାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ ।

ବଲିଉଡ଼ ଚଳଚ୍ଚିତ୍ରରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଁ’ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ‘ରିମା ଲାଗୁ’ଙ୍କ ଗୋଟିଏ ଝିଅ ଅଛନ୍ତି ଯାହାର ନାମ ‘ମୃଣ୍ମୟୀ ଲାଗୁ’ ଅଟେ । ବର୍ତ୍ତମାନ ସେ ଶୋ’ରେ ନକରାତ୍ମକ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ଶୋ’ରେ ରିମା ବର୍ତ୍ତମାନ ପର୍ଯ୍ୟନ୍ତ ଦୟାବନ୍ତି ମେହତା ନାମକ ଚରିତ୍ରରେ ଅଭିନୟ କରୁଥିଲେ ଯାହାକି ଶୋ’ରେ ଏକ ନକରାତ୍ମକ ଚରିତ୍ର ଥିଲା ।

ଯଦିଓ ତାଙ୍କର ହଠାତ୍ ମୃତ୍ୟୁ ହୋଇଗଲା ପରେ ମେକର୍ସ ରିମାଙ୍କ ଝିଅ କୁ ତାଙ୍କ ଚରିତ୍ରକୁ ରିପ୍ଲେସ୍ କରିବା ନିଷ୍ପତ୍ତି ନେଲେ । ଜଣାଇଦେଉଛୁ ଯେ ୧୮ମେ ୨୦୧୭କୁ ରିମା ଲାଗୁଙ୍କ ହୃଦ୍ଘାତ୍ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା । ସେ ନିଜର ଅଭିନୟରୁ କୋଟି କୋଟି ଲୋକଙ୍କୁ ନିଜ ଦିୱାନା କରିଥିଲେ ଏବଂ ସଫଳତାର ପାହାଚ ଚଢ଼ିବାକୁ ଲାଗିଲେ । ତାଙ୍କ ଝିଅ ମଧ୍ୟ ବର୍ତ୍ତମାନ ବଲିଉଡ଼ରେ ଧମାଲ୍ କରୁଛନ୍ତି ।

ଆପଣଙ୍କୁ ଜଣାଇଦେଉଛୁ ଯେ ମୃଣ୍ମୟୀ ମଧ୍ୟ ନିଜ ମାଁ’ ଭଳି ଅଭିନୟ କ୍ଷେତ୍ରରେ କାମ କରୁଛନ୍ତି । ଏପରି ଲାଗେ ଯେ ଖୁବଶୀଘ୍ର ସେ ନିଜ ମାଁ’ଙ୍କ ସ୍ଥାନରେ ନଜର ଆସିପାରନ୍ତି । ଆଜି ସେ ଆମମଧ୍ୟରେ ନାହାନ୍ତି ସତ କିନ୍ତୁ ନିଜର ସୁନ୍ଦର ଅଭିନୟକୁ ନେଇ ସେ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ଏକ ଉଦାହରଣ ଅଟନ୍ତି ।

ଏଥିସହିତ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ବଲିଉଡ଼ରେ ଡେବ୍ୟୁ କରି ସାରିଛନ୍ତି ଯାହାକୁ ଆପଣ ଛୋଟ ବଡ଼ ଅଭିନେତ୍ରୀ ବୋଲି ଭାବୁଥିଲେ । ସେ ଅଭିନେତ୍ରୀ ରିମା ଲାଗୁଙ୍କ ଝିଅ ଅଟନ୍ତି । ମୃଣ୍ମୟୀଙ୍କ ଲୋକମାନେ ଛୋଟ ବଡ଼ ଅଭିନେତ୍ରୀ ବୋଲି ଭାବୁଥିଲେ । ସେହି ଅଭିନେତ୍ରୀ ରିମା ଲାଗୁଙ୍କ ଝିଅ ଅଟନ୍ତି । ମୃଣ୍ମୟୀଙ୍କୁ ଲୋକେ ଏକ ଛୋଟ ଅଭିନେତ୍ରୀ ବୋଲି ଭାବୁଥିଲେ କିନ୍ତୁ ସେମାନେ ଜାଣିନଥିଲେ ଯେ ସେ ବଲିଉଡ଼ର ଏତେ ବଡ଼ କଳାକାରଙ୍କ ଝିଅ ଅଟନ୍ତି ।

Leave a Reply

Your email address will not be published. Required fields are marked *