ଆଜିକାର ଏହି ବର୍ତ୍ତମାନ ଯୁଗ ବିଷୟରେ ଆଲୋଚନା କରିବା ତେବେ ଆମଦେଶର ଅଧିକାଂଶ ଛାତ୍ରଙ୍କ ସ୍ଵପ୍ନ ଏହା ହୋଇଥାଏ କି ସେମାନେ ଶିକ୍ଷା ଲାଭ କରି ଆଇଏଏସ ଅଫିସର ହୁଅନ୍ତୁ ଏବଂ ଆଜିକାର ସମୟରେ ବିଦ୍ୟାର୍ଥୀମାନେ ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି ଏବଂ ସେପଟେ ଆଇଏଏସ ପରୀକ୍ଷା ଆମ ଦେଶର ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରେ ଅଟେ ଏବଂ ଏହା ତିନୋଟି ପର୍ଯ୍ୟାୟରେ ପୂରଣ ହୁଏ । ଯେଉଁଥିରେ ଦୁଇଟି ଲିଖିତ ପରୀକ୍ଷା ଅଟେ ଓ ଗୋଟିଏ ପର୍ଯ୍ୟାୟ ହେଉଛି ଇଣ୍ଟରଭିୟୁ । ଏବଂ ଇଣ୍ଟରଭିୟୁରେ ପ୍ରାର୍ଥୀଙ୍କ ପ୍ରତିଭାକୁ ପରଖି ଦେଖାଯାଏ ଏବଂ ଏଥିସହିତ ତାହାର ଆତ୍ମବିଶ୍ଵାସକୁ ମଧ୍ୟ ପରୀକ୍ଷା ଦେଖାଯାଏ ।
ଯେଉଁଥିରେ ପ୍ରାର୍ଥୀଙ୍କୁ ଖୁବ୍ରା କଠିନ ପ୍ରଶ୍ନସବୁ ପଚାରାଯାଏ ଏବଂ ଏହାର ଉତ୍ତର ସେହି ପ୍ରଶ୍ନ ମଧ୍ୟରେ ଲୁଚି ରହିଥାଏ କିନ୍ତୁ ପ୍ରାର୍ଥୀଙ୍କୁ ଦୁବିଧାରେ ପକାଇବା ପାଇଁ ପ୍ରଶ୍ନ ଗୁଡ଼ିକୁ ଓଲଟ ପାଲଟ କରି ପଚାରାଯାଏ । ଆଜି ଆମେ ଆପଣଙ୍କ ପାଇଁ ପୁଣିଥରେ ଆଇଏଏସ ଇଣ୍ଟରଭିୟୁରେ ପଚାରାଯାଇଥିବା କିଛି ପ୍ରଶ୍ନ ଓ ଉତ୍ତର ନେଇ ଆପଣଙ୍କ ନିକଟକୁ ଆସିଅଛୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡ଼ିକ ବିଷୟରେ :-
୧. ପ୍ରଶ୍ନ : ଜଣେ ପ୍ରାର୍ଥୀଙ୍କୁ ପଚାରଗଲା ଯେ ଯଦି ଆପଣଙ୍କୁ ତିନୋଟି କୋଠରୀ ଦିଆଯାଇଛି, ପ୍ରଥମ କୋଠରୀରେ ନିଆଁ ଥିଲା, ଦ୍ୱିତୀୟ କୋଠରୀରେ ହତିଆର ଥିଲା ଏବଂ ତୃତୀୟ କୋଠରୀରେ ଏକ ସିଂହ ଥିଲା ଯିଏକି ତିନି ବର୍ଷରୁ ଭୋକିଲା ଥିଲା ତେବେ ଆପଣ କୁଆଡେ ଯିବେ ?
ଉତ୍ତର : ତୃତୀୟ କୋଠରୀ କାରଣ ତିନି ବର୍ଷ ଭୋକିଲା ରହିବା ଫଳରେ ସିଂହ ବର୍ତ୍ତମାନ ପର୍ଯ୍ୟନ୍ତ ମରି ଯାଇଥିବ ।
୨. ପ୍ରଶ୍ନ : ଏପରି କେଉଁ ଜିନିଷ ଅଛି ଯାହା ଯୁବ ସମୟରେ ସବୁଜ ଓ ବୃଦ୍ଧ ଅବସ୍ଥାରେ ନାଲି ଦେଖାଯାଏ ?
ଉତ୍ତର : ଲଙ୍କା ଯୁବ ସମୟରେ ସବୁଜ ଓ ବୃଦ୍ଧ ଅବସ୍ଥାରେ ନାଲି ରଙ୍ଗର ଦେଖାଯାଏ ।
୩. ପ୍ରଶ୍ନ : ଏପରି କେଉଁ ଜିନିଷ ରହିଛି ଯାହାକୁ ବ୍ୟକ୍ତି ଲୁଚାଇ ଚାଲେ ଓ ମହିଳା ଦେଖାଇ ଚାଲେ ?
ଉତ୍ତର : ପର୍ସକୁ ବ୍ୟକ୍ତି ଲୁଚାଇ ଚାଲେ ଓ ମହିଳା ଦେଖାଇ ଚାଲେ ।
୪. ପ୍ରଶ୍ନ : କଣ ଆମେ seven କୁ even କରିପାରିବା ?
ଉତ୍ତର : ହଁ ଆମେ sevenରୁ s ଉଠାଇ ଏହାକୁ even କରିପାରିବା ।
୫. ପ୍ରଶ୍ନ : here ଓ thereରେ କଣ ପାର୍ଥକ୍ୟ ରହିଛି ?
ଉତ୍ତର : ଏହି ଦୁଇଟି ଶବ୍ଦ ମଧ୍ୟରେ କେବଳ Tର ପାର୍ଥକ୍ୟ ରହିଛି ।
୬. ପ୍ରଶ୍ନ: ୧୯୧୯ରେ କ’ଣ ଶେଷ ହୋଇଯାଇଥିଲା ।
ଉତ୍ତର : ୧୯୧୯ରେ ୧୯୧୮ ଶେଷ ହୋଇ ଯାଇଥିଲା ।
୭. ପ୍ରଶ୍ନ: ଜଣେ ପ୍ରାର୍ଥୀ ସମ୍ମୁଖରେ କଫିର୍ କପ୍ ଅଣାଗଲା ଓ କଫି କପକୁ ପ୍ରାର୍ଥୀଙ୍କ ସମ୍ମୁଖରେ ରଖାଗଲା ଏବଂ ପଚାରଗଲା ଯେ what is before u ?
ଉତ୍ତର : ପ୍ରାର୍ଥୀ ଏହାର ଉତ୍ତର ଦେଇ କହିଲେ T । ଏଥିପାଇଁ କାରଣ ସେ ପଚାରିଲେ ଯେ what is before u ? ଅର୍ଥାତ u ପୂର୍ବରୁ କଣ ଆସେ । U ପୂର୍ବରୁ t ଆସେ ଏଥିପାଇଁ ପ୍ରାର୍ଥୀ ଉତ୍ତର T ବୋଲି କହିଲେ ।
୮. ପ୍ରଶ୍ନ : ଏପରି କେଉଁ ବସ୍ତୁ ରହିଛି ଯାହା ଏକାପରି ଦେଖାଯାଏ, ଏକାଠି ଚାଲେ ଓ ଯଦି ତନ୍ମଧ୍ୟରୁ ଗୋଟିଏ ହଜିଯାଏ ଏବେ ଅନ୍ୟଟି କାମରେ ଲାଗେ ନାହିଁ ?
ଉତ୍ତର : ଏହାର ଉତ୍ତର ହେଉଛି ଜୋତା । ଯାହାକି ଦୁଇଟି ଏକାଭଳି ଦେଖାଯାନ୍ତି ଏବଂ ଯଦି ଗୋଟିଏ ହଜିଯାଏ ତେବେ ଆଉ ଗୋଟେ କିଛି କାମରେ ଆସେ ନାହିଁ ।
୯. ପ୍ରଶ୍ନ : ଏପରି କେଉଁ ବସ୍ତୁ ଅଛି ଯାହାକୁ ଆମେ ପିନ୍ଧି ପାରିବା ଓ ଖାଇ ପାରିବା ?
ଉତ୍ତର : ଲବଙ୍ଗକୁ ସ୍ତ୍ରୀ ଲୋକମାନେ ନାକରେ ପିନ୍ଧନ୍ତି ଓ ଲବଙ୍ଗକୁ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ ।
୧୦. ପ୍ରଶ୍ନ : ଏପରି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିବା ପରେ ମଧ୍ୟ ତାହା ଗରମ ରହେ ?
ଉତ୍ତର : ଗରମ ମସଲାକୁ ଫ୍ରିଜରେ ରଖିବା ଫଳରେ ମଧ୍ୟ ତାହା ଗରମ ମସଲା ହିଁ ରହିବ ଏବଂ ତାହା କେବେ ଥଣ୍ଡା ମସଲା ହେବ ନାହିଁ ।
୧୧. ଓକିଲଙ୍କ ପୁଅର ଦୁର୍ଘଟଣା ହୋଇଯାଇଛି ହସ୍ପିଟାଲରେ ତାକୁ ଦେଖି ଡାକ୍ତର କହିଲେ ଏ ତ ମୋର ପୁଅ ଅଟେ ?
ଉତ୍ତର : ଏହି ପ୍ରଶ୍ନର ଉତ୍ତର ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି ତୁରନ୍ତ ବୁଝିପାରିବ, ବାସ୍ତବରେ ସେ ଡାକ୍ତର ପୁଅର ମାଁ ଅଟେ ।