କୋ ଆକଟ୍ରେସ୍ ଅପୂର୍ବା ସିଂହ, ଦିବ୍ୟଙ୍କା ତ୍ରିପାଠୀଙ୍କ ସ୍ୱଭାବକୁ ନେଇ ଦେଲେ ଏପରି ମନ୍ତବ୍ୟ, କହିଲେ ଶୁଟିଙ୍ଗ ସେଟରେ ଦିବ୍ୟଙ୍କା……..

କୋ ଆକଟ୍ରେସ୍ ଅପୂର୍ବା ସିଂହ, ଦିବ୍ୟଙ୍କା ତ୍ରିପାଠୀଙ୍କ ସ୍ୱଭାବକୁ ନେଇ ଦେଲେ ଏପରି ମନ୍ତବ୍ୟ, କହିଲେ ଶୁଟିଙ୍ଗ ସେଟରେ ଦିବ୍ୟଙ୍କା……..

ଆଜି ଯଦି ଆମେ ଟିଭି ଜଗତର ଅଭିନେତ୍ରୀଙ୍କ ବିଷୟରେ କହିବୁ ତେବେ ସେଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କ ନାମ ବର୍ତ୍ତମାନ ବେଶ ଜଣାଶୁଣା । ଷ୍ଟାରପ୍ଲସର ସିରିଏଲ ‘ୟେ ହେ ମହବତେ’ରେ ନଜର ଆସିବା ପରଠାରୁ ଅଭିନେତ୍ରୀଙ୍କ ଫ୍ୟାନ ଫୋଲିଂଗ ପ୍ରାୟ ବଢ଼ି ଯାଇଛି ଏବଂ ବର୍ତ୍ତମାନ ତାଙ୍କ ନାମ ଟିଭିର ଟୋପ୍ ଅଭିନେତ୍ରୀଙ୍କ ନାମ ମଧ୍ୟରେ ସାମିଲ ଅଛି । ସର୍ବଦା ନିଜର ହସହସ ଚେହେରା ସହିତ ନଜର ଆସୁଥିବା ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ବାସ୍ତବ ଜୀବନରେ ଠିକ୍ ସେପରି ହିଁ ଅଟନ୍ତି ।

କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଦିବ୍ୟଙ୍କାଙ୍କ ଅଫ କ୍ୟାମେରା ସ୍ଵଭାବ ବିଷୟରେ କିଛି କହିବାକୁ ଯାଉଛୁ । ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଦିବ୍ୟଙ୍କା ଙ୍କର ଜଣେ କୋ ଆକଟ୍ରେସଙ୍କ କିଛି ମନ୍ତବ୍ୟ ବିଷୟରେ କହିବାକୁ ଯାଉଛୁ । ତେଣୁ ଚାଲନ୍ତୁ ଆମେ କହିବୁ ଯେ ଦିବ୍ୟଙ୍କାଙ୍କୁ ନେଇ ତାଙ୍କର ମନ୍ତବ୍ୟ କିପରି । ସେ ଆଉ କେହି ନୁହଁନ୍ତି ବରଂ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅପୂର୍ବା ସିଂହ ଅଟନ୍ତି ।

ସର୍ବପ୍ରଥମେ ଆସୁଛି ତାଙ୍କର ଅତି ପ୍ରସିଦ୍ଧ ଟିଭି ସିରିଏଲ ‘ୟେ ହେ ମହୋବ୍ବତେ’ରେ ନଜର ଆସିଥିବା ତାଙ୍କର କୋ ଆକଟ୍ରେସ୍ ଅପୂର୍ବା ସିଂହ ଯିଏ କହିଥିଲେ ଯେ ବାସ୍ତବ ଜୀବନରେ ଦିବ୍ୟଙ୍କା ଜଣେ ବହୁତ ବିନମ୍ର ସ୍ୱଭାବର ଅଟନ୍ତି । ଅପୂର୍ବା ସିଂହ ଏହାବ୍ୟତୀତ ମଧ୍ୟ ଦିବ୍ୟଙ୍କାଙ୍କୁ ନେଇ ଅନେକ ବିଷୟରେ କହିଛନ୍ତି ଏବଂ ସବୁଥିରେ ସେ ତାଙ୍କର ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ଅପୂର୍ବା ଦିବ୍ୟଙ୍କା ବିଷୟରେ କହିଛନ୍ତି ଯେ ଦିବ୍ୟଙ୍କା ସର୍ବଦା ତାଙ୍କ ପାଇଁ ସପୋର୍ଟିଭ ରହନ୍ତି ।

ଅପୂର୍ବା ଆହୁରି ମଧ୍ୟ କହିଛନ୍ତି ଯେ ‘ୟେ ହେ ମହୋବ୍ବତେ’ ସିରିଏଲରେ କାମ କରିବା ତାଙ୍କ କ୍ୟାରିଅର ମଧ୍ୟରେ ସବୁଠାରୁ ଉତ୍ତମ ନିଷ୍ପତ୍ତି ଥିଲା ଏବଂ ନିଜର ଏହି ନିଷ୍ପତ୍ତି ପରେ ତାଙ୍କୁ ଅନେକ ଅନୁଭବକୁ ପାଇବାକୁ ସପୋର୍ଟ ମିଳିଥିଲା । ଦିବ୍ୟଙ୍କା ତ୍ରିପାଠୀଙ୍କ ସହିତ ଅପୂର୍ବା ଏହି ଶୋ’ର ନିର୍ମାତା ଏକତା କପୂରଙ୍କ ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ଏକ୍ତା କପୂରଙ୍କ ସହିତ କାମ କରି ସେ ଏହି ଇଣ୍ଡଷ୍ଟ୍ରି ବିଷୟରେ ଅନେକ କଥା ଶିଖିବାକୁ ପାଇଛନ୍ତି ଏବଂ ସବୁ କଳାକାର ଏହା ଚାହାଁନ୍ତି ଯେ ତାଙ୍କୁ ସବୁ କ୍ଷେତ୍ରରେ କିଛି ନୂଆଁ ଶିଖିବାକୁ ମିଳୁ । ଏବଂ ଏକ୍ତା ଅପୂର୍ବାଙ୍କୁ ସୁଯୋଗ ମଧ୍ୟ ଦେଇଥିଲେ ।

ଅପୂର୍ବା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଇଁ ଦିବ୍ୟଙ୍କା ତ୍ରିପାଠୀ ଏବଂ ଅନିତା ହସନନ୍ଦାନୀଙ୍କ ଭଳି ବଡ଼ ଏବଂ ଲୋକପ୍ରିୟ ଅଭିନେତ୍ରୀଙ୍କ ସହିତ କାମ କରିବା ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ୍ୟ ଥିଲା ଏବଂ ସେହି ଦୁଇଜଣ ଅଭିନେତ୍ରୀ କେବେ ମଧ୍ୟ ଏହା ଅନୁଭୂତ ହେବାକୁ ଦେଇ ନାହାଁନ୍ତି ଯେ ସେ ଜଣେ ୟଙ୍ଗ ଅଭିନେତ୍ରୀ ଅଟନ୍ତି ବୋଲି । ଏବଂ କେବଳ ଏତିକି ନୁହେଁ ଅପୂର୍ବା କହିଛନ୍ତି ଯେ ଦିବ୍ୟଙ୍କା ଅପୂର୍ବା ଙ୍କ ପାଖକୁ ଯାଇ ତାଙ୍କ ସହ କଥା ମଧ୍ୟ ହୋଇଥିଲେ ଏବଂ ଯାହାଦ୍ୱାରା ଅପୂର୍ବାଙ୍କୁ ଆରାମ ଅନୁଭୂତି ହୋଇଥିଲା ।

ତେଣୁ ଏହା ଥିଲା କିଛି କଥା ଯାହାକୁ ଅଭିନେତ୍ରୀ ଅପୂର୍ବା ସିଂହ ଦିବ୍ୟଙ୍କାଙ୍କ ବିଷୟରେ କହିଥିଲେ ଏବଂ ତାଙ୍କର ଏହି ପ୍ରକାରର ଶବ୍ଦରୁ ଏହା ଲାଗୁଛି ଯେ ଦିବ୍ୟଙ୍କା ସମସ୍ତଙ୍କ ପାଇଁ ସପୋର୍ଟଇଭ ସ୍ୱଭାବର ଅଟନ୍ତି । ତାସହିତ ସେ ନିଜେ ଯେତିକି ସଫଳ ଅଟନ୍ତି ସେତିକି ଅନ୍ୟ ଲୋକଙ୍କୁ ନିଜ ସହ ସାଥିରେ ନେବାର ଚିନ୍ତାଧାରା ମଧ୍ୟ ରଖନ୍ତି ।

ଯଦି ବର୍ତ୍ତମାନ କଥା କହିବୁ ତେବେ ଦିବ୍ୟଙ୍କାଙ୍କ ନାମ ଅନେକ ବଡ଼ ବଡ଼ ସିରିଏଲରେ ରହିଛି ଏବଂ ଆଜି ତାଙ୍କର ଫ୍ୟାନ୍ ଫୋଲିଂ ମଧ୍ୟ ଖୁବ୍ ଅଧିକ ଅଟେ ।

Leave a Reply

Your email address will not be published. Required fields are marked *