ବଲିଉଡ଼ର ଏହି ପ୍ରସିଦ୍ଧ ଅଭିନେତା ନିଜ ହୃଦୟ ଦେଇ ବସିଲେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟାଙ୍କୁ କହିଲେ କରିବା ପାଇଁ ଚାହାଁନ୍ତି ବିବାହ !

ବଲିଉଡ଼ର ଏହି ପ୍ରସିଦ୍ଧ ଅଭିନେତା ନିଜ ହୃଦୟ ଦେଇ ବସିଲେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟାଙ୍କୁ କହିଲେ କରିବା ପାଇଁ ଚାହାଁନ୍ତି ବିବାହ !

ବଲିଉଡ଼ର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ ଏବଂ ବଲିଉଡ଼ ଜଗତରେ ବଚ୍ଚନ ପରିବାର ପ୍ରତିଦିନ ଖବରରେ ଛାଇ ରୁହନ୍ତି । ସେପଟେ ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଚଳଚ୍ଚିତ୍ର ଜଗତରୁ ସମ୍ପର୍କ ରଖନ୍ତି ଏବଂ ସେପଟେ ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କ ଅଭିନୟ ଜଗତ ସହିତ କୌଣସି ସମ୍ପର୍କ ନାହିଁ କିନ୍ତୁ ଶ୍ୱେତା ବଚ୍ଚନ ପୁରା ପରିବାର ପ୍ରତିଦିନ ଖବରରେ ରହେ ଏବଂ ନିକଟରେ ଶ୍ୱେତା ବଚ୍ଚନଙ୍କ ଝିଅ ନବ୍ୟା ନବେଲି ନନ୍ଦା ମଧ୍ୟ ଖବରରେ ଆସି ଯାଇଛନ୍ତି ଏବଂ ଏହା ସତ ଯେ ନବ୍ୟା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ବହୁତ ଦୂରେଇ ଅଛନ୍ତି କିନ୍ତୁ ଅଧିକାଂଶ ସମୟରେ ସେ ଖବରରେ ଛାଇ ରୁହନ୍ତି ।

ସୁଚାଇଦେଉଛୁ ଯେ ନବ୍ୟା ନବେଲି ନନ୍ଦା ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି ଏବଂ ପ୍ରତିଦିନ ନିଜ ସୁନ୍ଦର ଫଟୋ ସେୟାର କରନ୍ତି ଏବଂ ଫ୍ୟାନ୍ସ ମାନେ ତାଙ୍କ ଫଟୋକୁ ଖୁବ୍ ପସନ୍ଦ କରନ୍ତି । ଜଣାଇଦେଉଛୁ ଯେ ବର୍ତ୍ତମାନ ନବ୍ୟା ନିଜ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଏବଂ ନବ୍ୟାଙ୍କ ନାମ ବଲିଉଡ଼ ଅଭିନେତା ଜାବେଦ ଜାଫରୀଙ୍କ ପୁଅ ମିଜାନଙ୍କ ସହିତ ଯୋଡ଼ା ଯାଉଛି ଏବଂ ନବ୍ୟା ମିଜାନ ଜାଫରୀଙ୍କ ସହିତ ସମ୍ପର୍କରେ ଅଛନ୍ତି ଏବଂ ଏପରି ଖବର ମିଡ଼ିଆ ସାମନାକୁ ଆସୁଅଛି ଓ ଏହି ଖବରରେ କେତେ ସତ୍ୟତା ରହିଛି ଏହା ବିଷୟରେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ ।

ସୂଚନାଥାଉକି ଏକ ୱେବସାଇଟର ଇଣ୍ଟରଭ୍ୟୁରେ ମିଜାନଙ୍କୁ ଅନେକଗୁଡ଼ିଏ ପ୍ରଶ୍ନ କରାଯାଇଥିଲା ଏବଂ ଏହି ଇଣ୍ଟରଭ୍ୟୁରେ ମିଜାନଙ୍କ ଠାରୁ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କିଛି ପ୍ରଶ୍ନ କରାଗଲା ଓ ତାଙ୍କୁ ଏହା ପଚାରଗଲା ଯେ ସେ ସାରା ଅଲି ଖାନ୍, ନବ୍ୟା ନବେଲି ନନ୍ଦା ଓ ଅନନ୍ୟା ପାଣ୍ଡେ ଏହି ତିନୋଟି ଅଭିନେତ୍ରୀ ମଧ୍ୟରୁ ସେ କାହାକୁ ବାହା ହେବା ପାଇଁ ଚାହଁନ୍ତି ଏହା ଉତ୍ତରରେ ମିଜାନ କହିଲା ନବ୍ୟା ନବେଲି ନନ୍ଦା ।

ଜଣାଇଦେଉଛୁ ଯେ ଏହି ଇଣ୍ଟରଭିୟୁରେ ନବ୍ୟାଙ୍କ ନାମ ନେଇ ମିଜାନ କହିଥିଲେ ଯେ ସେ ନବ୍ୟାଙ୍କ ସହିତ ବିବାହ କରିବା ପାଇଁ ଚାହଁନ୍ତି ଏବଂ ଏଥିସହ ମିଜାନ ନିଜର ଏହି ଇଣ୍ଟରଭ୍ୟୁରେ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ନବ୍ୟାଙ୍କ ସହିତ ବର୍ତ୍ତମାନ କୌଣସି ସମ୍ପର୍କରେ ନାହାଁନ୍ତି ।

ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ଯୁବକ ଯୁବତୀ ପରସ୍ପରଙ୍କୁ ଦେଖା କରନ୍ତି ତା ଅର୍ଥ ଏହା ନୁହେଁ ଯେ ସେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ତାଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ମଧ୍ୟ ଥାଇ ପାରେ ଏବଂ ଯଦି ମୁଁ ଓ ନବ୍ୟା ପରସ୍ପର ସହିତ କେଉଁଠି ନଜର ଆସୁ ତେବେ ଏହାର ଅର୍ଥ ଏହି ନୁହେଁ କି ଆମେ ଦୁହେଁ ପରସ୍ପରକୁ ଡେଟ୍ କରୁଛୁ ।

ତାଙ୍କ ଅନୁଯାୟୀ ତାଙ୍କ ଓ ନବ୍ୟାଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ରହିଛି ଏବଂ ଦୁହେଁ ଅଧିକାଂଶ ସମୟରେ ଏକାଠି ଦେଖାଯାଆନ୍ତି । ସୁଚାଇଦେଉଛୁ ଯେ ମିଜାନ ଓ ନବ୍ୟା ଦୁହେଁ ନ୍ୟୁୟର୍କରେ ଶିକ୍ଷା ପ୍ରାପ୍ତ କରିଛନ୍ତି ଏବଂ ୨୦୧୯ରେ ଏ ଦୁହେଁ ଏକାଠି ଅନେକ ଥର ନଜର ଆସିଲେ ଏବଂ ଏମାନଙ୍କ ସମ୍ପର୍କ ଖୁବ୍ ଚର୍ଚ୍ଚାରେ ଅଛି ଏବଂ ଜଣାଇଦେଉଛୁ ଯେ ମିଜାନ ଗତ ବର୍ଷ ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେ ଚଳଚ୍ଚିତ୍ର ମଲାଲରେ ନଜର ଆସିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *