ପରିଶ୍ରା କରିବା ସମୟରେ କଦାପି କରନ୍ତୁ ନାହିଁ ଏହି ଭୁଲ୍ ! ନଚେତ ଏହାର କୁପରିମାଣ ଭୋଗିବା ପାଇଁ ପଡିପାରେ…

ପରିଶ୍ରା କରିବା ସମୟରେ କଦାପି କରନ୍ତୁ ନାହିଁ ଏହି ଭୁଲ୍ ! ନଚେତ ଏହାର କୁପରିମାଣ ଭୋଗିବା ପାଇଁ ପଡିପାରେ…

ବ୍ୟକ୍ତି ଯେତେବେଳେ ପରିସ୍ରା କରିଥାଏ ଏହି ସମୟରେ ଅନେକ ବ୍ୟକ୍ତି ଏହିଭଳି କିଛି ଭୁଲ କରି ଦିଅନ୍ତି ଏବଂ ସେହି ବ୍ୟକ୍ତିମାନେ ଜାଣିନଥାନ୍ତି ଭୁଲରେ ଏହି ଭୁଲ ଗୁଡିକ ବ୍ୟକ୍ତିର ଶରୀରରେ କୁପ୍ରଭାବ ପକାଇଥାଏ । ଯଦି ପରିଶ୍ରା କରିବା ସମୟରେ ଛୋଟ ଛୋଟ ଭୁଲ କରାଯାଇଥାଏ ତେବେ ଏହାର କୁପ୍ରଭାବ ଆମମାନଙ୍କ ଶରୀରରେ ପଡିଥାଏ । ଯଦି ସକାଳୁ ଉଠିବା ପରେ ପରିଶ୍ରା ଏବଂ ନିତ୍ୟକର୍ମ କରିଦିଆଯାଏ ଏହା ଶରୀର ପାଇଁ ହିତକାରକ ଅଟେ । ବିଜ୍ଞାନ ମଧ୍ୟ ପୃଷ୍ଟି କରିଛି ପରିଶ୍ରା କରିବା ସମୟରେ କରୁଥିବା ଛୋଟ ଭୁଲ ଗୁଡିକ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ସବୁକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ପରିସ୍ରା ସମୟରେ କରୁଥିବା ଭୁଲ ଗୁଡିକ ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବେ ପରିଶ୍ରା ସମୟରେ କରୁଥିବା ଛୋଟ ଛୋଟ ଭୁଲ ଗୁଡିକ ବିଷୟରେ ।

ଖରାପ ଟୟଲେଟର ବ୍ୟବହାର ।

ଭୁଲରେ ମଧ୍ୟ ଆପଣ ପରିଶ୍ରା ସମୟରେ ଖରାପ ସ୍ଥାନର ବ୍ୟବହାର କରନ୍ତୁ ନାହିଁ । ଖାସ କରି ଏହି ବିଷୟର ଧ୍ୟାନ ମହିଳା ମାନେ ରଖିବା ଉଚିତ୍ । କୌଣସି କାରଣରୁ ଆପଣ ସାର୍ବଜନୀନ ଟୟଲେଟର ବ୍ୟବହାର କରନ୍ତି ତେବେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ । ପରିଶ୍ରା କରିବା ପୂର୍ବରୁ ଏବଂ ପରେ ଠିକ୍ ରୂପେ ପାଣି ପକାନ୍ତୁ । ଯଦି ଆପଣ ଅପରିଷ୍କାର ସ୍ଥାନରେ ପରିସ୍ରା କରନ୍ତି ତେବେ ଆପଣଙ୍କୁ ପରିସ୍ରା ସଂକ୍ରମଣ ହୋଇପାରେ ଏବଂ ଏହା ଭବିଷ୍ୟତରେ ଅନେକ ସମସ୍ୟା ଉତ୍ପନ କରିଥାଏ ।

ପରିସ୍ରା ଆସିଲେ ରୋକନ୍ତୁ ନାହିଁ ।

ପ୍ରାୟତଃ ଲୋକଙ୍କ ଅଭ୍ୟାସ ରହିଛି ପରିଶ୍ରା ଆସିଲେ ସେମାନେ ବହୁ ସମୟ ପର୍ଯ୍ୟନ୍ତ ରୋକି ଦେଇଥାନ୍ତି ଯେତେବେଳେ ସେମାନେ ଅନିୟତ୍ରୀତ ହୋଇପଡନ୍ତି ସେହି ସମୟରେ ହିଁ ସେମାନେ ପରିଶ୍ରା କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ଛୋଟ ଛୋଟ ଭୁଲ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେଣୁ କଦାପି ବହୁ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ରୋକିବା ଉଚିତ୍ ନୁହେଁ ଏହା ଦ୍ୱାରା ଏହାର କୁପ୍ରଭାବ ଆପଣଙ୍କ କିଡ୍ନୀ ଉପରେ ପଡିଥାଏ । ବାରମ୍ବାର ଏହି ଭୁଲ କରିବା ଦ୍ୱାରା ଏହାର କୁପ୍ରଭାବ କିଡ୍ନୀ ଉପରେ ପଡ଼ିଥାଏ ।

ପରିସ୍ରାରେ ଅଧିକ ଫେଣ ଦେଖାଦେଲେ ।

ଯେତେବେଳେ ପରିସ୍ରା କରନ୍ତି ଏବଂ ଆପଣଙ୍କୁ ଜଣା ପଡିଥାଏ ସାମାନ୍ୟରୁ ଅଧିକ ଫେଣ ସୃଷ୍ଟି ହୋଇଥାଏ ଏବଂ ଏହା ଆପଣଙ୍କ ସହ ବାରମ୍ବାର ହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ପରିସ୍ରାରେ ଅଧିକ ଫେଣ ଆସିବା ଅର୍ଥ ହେଉଛି ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇପରେ । କିଡ୍ନୀ ଖରାପ ହେବା କିମ୍ବା ପରିସ୍ରା ସଂକ୍ରମଣର ସମ୍ଭାବନା ହୋଇପାରେ ।

ପରିଶ୍ରା ଦୂର୍ଗନ୍ଧ ହେବା ।

ଯଦି ଆପଣଙ୍କ ପରିଶ୍ରା ଅତ୍ୟଧିକ ଗନ୍ଧଯୁକ୍ତ ହେଲେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସମୟ ପୂର୍ବରୁ ଏହାର ଚିକିତ୍ସା କରାଇ ନିଅନ୍ତୁ ।

ପାଣି କମ୍ ପିଇବା ।

ଜଣେ ସାମାନ୍ୟ ବ୍ୟକ୍ତି ପ୍ରତିଦିନ 4ଲିଟର ପାଣି ପିଇବା ଉଚିତ୍ । ଯାହାଫଳରେ ଶରୀର ଠିକ୍ ରୂପେ ପରିଷ୍କାର ହୋଇଯାଇଥାଏ ଯାହାଫଳରେ ଆପଣ ଅନେକ ଗୁଡିଏ ଗମ୍ଭୀର ରୋଗରୁ ମୁକ୍ତି ପାଇ ପାରନ୍ତି ।

Leave a Reply

Your email address will not be published. Required fields are marked *