ବାଳିକା ବଧୂର କୁନି ଆନନ୍ଦୀ ବହୁତ ହଟ୍ ହୋଇଯାଇଛନ୍ତି ! ସୋସିଆଲ ମିଡିଆରେ ସେର୍ କଲେ ଆକର୍ଷଣିଅ ଫୋଟୋ ….

ବାଳିକା ବଧୂର କୁନି ଆନନ୍ଦୀ ବହୁତ ହଟ୍ ହୋଇଯାଇଛନ୍ତି ! ସୋସିଆଲ ମିଡିଆରେ ସେର୍ କଲେ ଆକର୍ଷଣିଅ ଫୋଟୋ ….

ଟିଭି ସିରିଏଲ “ବାଳିକା ବଧୂ”ରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଅଭିକା ଗୌର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି । ଅଭିନେତ୍ରୀ ନିଜର ହଟ୍ ଫୋଟ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ନିକଟରେ ଅଭିକା ଇନଷ୍ଟାଗ୍ରାମରେ କିଛି ଫୋଟ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ବିକିନୀ ଶୈଳୀକୁ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ଅଭିକାଙ୍କର ପ୍ରଶଂସକ ମାନେ ତାଙ୍କର ଏହି ରୂପ ଦେଖି ଦିୱାନା ହୋଇ ଯାଇଛନ୍ତି ।

ସେ ଟୁ ପିସବ୍ଲୁ ବିକିନୀରେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି । ଜଳାଶୟ ନିକଟରେ ଆରାମରେ ଶୋଇଥିବା ଅଭିକାଙ୍କର ଏହି ଫୋଟ ପ୍ରଶଂସକ ମାନଙ୍କର ଧ୍ୟାନ ଆକର୍ଷଣ କରୁଅଛି । ତେବେ ଏହି ଫୋଟର କ୍ୟାପ୍ସନରେ ଅଭିକା କୌଣସି କଥାଲେଖି ନାହାଁନ୍ତି,କେବଳ ସୂର୍ଯ୍ୟମୁଖୀ ଫୁଲର ଇମୋଜି ଦେଇଛନ୍ତି । ନିକଟରେ ଅଭିକା ନିଜର ଓଜନ କମ୍ କରିଛନ୍ତି, ଯାହାର ଖୋଲାସା ସେ ନିଜେ ସୋସିଆଲ ମିଡିଆରେ ନିଜତ ପୋଷ୍ଟ ସେୟାର କରି କହିଥିଲେ । କିଛି ସମୟ ପୂର୍ବ ପର୍ଯ୍ୟନ୍ତ ସେ ଅନୁଭବ କରୁଥିଲେ କି ସେ ସଠିକ ଆକାରରେ ନାହାଁନ୍ତି ଏବଂ ସେ ଏଥିପାଇଁ ବହୁ ମାତ୍ରାରେ ପରିଶ୍ରମ କରିଥିଲେ । କହିରଖୁଛୁ ଯେ, ଅଭିକା ପ୍ରାୟତଃ ୧୩ କିଲୋ ପର୍ଯ୍ୟନ୍ତ ଓଜନ କମ୍ କରିଛନ୍ତି ।

କିଛି ସମୟ ପୂର୍ବରୁ ଅଭିକା ନିଜ ପ୍ରେମ ଜୀବନ ବିଷୟରେ ମଧ୍ୟ ଖୋଲାସା କରିଥିଲେ । ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ପ୍ରେମ ବିଷୟରେ ସେ ପ୍ରକାଶ କରିଥିଲେ । ଅଭିକା ବର୍ତ୍ତମାନ ସମୟରେ ରୋଡିଜ ଫେମ ମିଲିନ୍ଦ ଚନ୍ଦୱାନୀଙ୍କୁ ଡେଟ କରୁଛନ୍ତି ।

ମିଲିନ୍ଦ ଚନ୍ଦୱାନୀଙ୍କ ସହ ଅଭିନେତ୍ରୀ କିଛି ଫୋଟ ସେୟାର କରିଥିଲେ, ଯେଉଁଥିରେ ଦୁହିଁଙ୍କର କ୍ୟାମେଷ୍ଟ୍ରି ବହୁତ ସୁନ୍ଦର ଦେଖା ଯାଉଥିଲେ । ଅଭିକା ଦୁଇ ଫୋଟ ସହ ଏକ ଲମ୍ବା ପୋଷ୍ଟ ଲେଖି ହୃଦୟର କଥା ପ୍ରକାଶ କରିଥିଲେ ।

ଗୋଟିଏ ଫୋଟରେ ସେ ମିଲିନ୍ଦ ଚନ୍ଦୱାନୀଙ୍କ ହାତ ଧରି ସମୁଦ୍ର ଲହରୀରେ ଦେଖା ଯାଇଥିଲେ ଏବଂ ଆଉ ଏକ ଫୋଟରେ ସେ ମିଲିନ୍ଦଙ୍କ କୋଳରେ ଥିଲେ ।

ସେ ଲେଖିଥିଲେ ଯେ, ମୋ ପ୍ରାର୍ଥନା ସ୍ୱୀକାର ହୋଇଛି । ମୋତେ ମୋ ଜୀବନର ପ୍ରେମ ମିଳିଯାଇଛି । ମୁଁ ତାଙ୍କର ଏବଂ ସେ ମୋର ଚିର ଦିନ ପାଇଁ ଅଟନ୍ତି । ହୃଦୟର ଗଭୀରତାରୁ କହୁଛି ଯେ, ମୁଁ ତୁମକୁ ବହୁତ ଭଲ ପାଏ । ମୋତେ ପୂର୍ଣ୍ଣ କରିବାପାଇଁ ଧନ୍ୟବାଦ ।

ଆପଣଙ୍କୁ କହିରଖୁଛୁ ଯେ, ୧୨ ବର୍ଷ ବୟସରେ ଅଭିକା ‘ବାଳିକା ବଧୂ’ ସିରିଏଲ ମାଧ୍ୟମରେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହି ଶୋ’ପରେ ଅଭିକାଙ୍କୁ ତାଙ୍କ ପ୍ରକୃତ ନାମରେ ନୁହେଁ ବରଂ ସିରିଏଲ ନାମରେ ଅର୍ଥାତ ଆନନ୍ଦୀ ନାମରେ ଲୋକମାନେ ଜାଣିବାକୁ ଲାଗିଥିଲେ । ‘ବାଳିକା ବଧୂ’ ଶୋ’ରେ ଅଭିକା ତିନିବର୍ଷ ପର୍ଯ୍ୟନ୍ତ କାମ କରିଥିଲେ ।

ଏହାପରେ ନୂତନ ଶୋ ‘ସସୁରାଲ ସିମର କା’ରେ ଅଭିକାଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ’ରେ ମଧ୍ୟ ଅଭିକା ବୋହୂ ଭୂମିକାରେ ଦେଖା ଯାଇଥିଲେ । ସମସ୍ତେ ତାଙ୍କୁ ଏହି ଶୈଳୀରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅଭିକା ମାତ୍ର ୧୬ ବର୍ଷ ବୟସରେ ଏଭଳି ଭୂମିକାରେ ଅଭିନୟ କରିଥିଲେ । ଏହି ସିରିଏଲରେ ଅଭିକାଙ୍କର ପ୍ରେମ କାହାଣୀ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲା ।

Leave a Reply

Your email address will not be published. Required fields are marked *