ବୋଲିଉଡ଼ର ଏହି ଅଭିନେତ୍ରୀଙ୍କ ପ୍ରେମ ସତ୍ତ୍ୱେ ବି ମିଳିପାରିନଥିଲେ ସ୍ୱାମୀ ସୁଖ ! ବିବାହିତ ପୁରୁଷଙ୍କ ସହିତ ମଧ୍ୟ ରହିଥିଲା ସମ୍ବନ୍ଧ…

ବୋଲିଉଡ଼ର ଏହି ଅଭିନେତ୍ରୀଙ୍କ ପ୍ରେମ ସତ୍ତ୍ୱେ ବି ମିଳିପାରିନଥିଲେ ସ୍ୱାମୀ ସୁଖ ! ବିବାହିତ ପୁରୁଷଙ୍କ ସହିତ ମଧ୍ୟ ରହିଥିଲା ସମ୍ବନ୍ଧ…

ବୋଲିଉଡ଼ ଇଣ୍ଡଷ୍ଟ୍ରିର ଦୁନିଆକୁ ଯେତେବେଳେ ମନୁଷ୍ୟ ଦେଖିଥାଏ ତା’ର ମନରେ ମଧ୍ୟ ଏହି ଇଚ୍ଛା ଆସିଥାଏ ଯେ ସେ ଏହା ସହିତ ଜଡ଼ିତ ହେଉବୋଲି । କିନ୍ତୁ ଯାହା ବାହାରୁ ଦେଖା ଯାଇଥାଏ ପ୍ରକୃତରେ ଭିତରୁ ତାହା ହୋଇନଥାଏ । ବୋଲିଉଡ଼ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଲୋକଙ୍କ ପାଖରେ ପଇସା, ସମ୍ପତ୍ତି ସବୁକିଛି ରହିଛି । ହୋଇପାରେ ବୋଲିଉଡ଼ ଦୁନିଆ ବାହାରୁ ଦେଖିବାକୁ ସୁନ୍ଦର ହୋଇପାରେ ପରନ୍ତୁ ତାହା ଭିତରୁ ସେତିକି ଖରାପ ହୋଇଥାଏ । ବୋଲିଉଡ଼ରେ ଏମିତି ଅନେକ ଖେଳଖେଳା ଯାଇଥାଏ, ଯେଉଁଠି ଲୋକେ ପରସ୍ପରକୁ ସବୁବେଳେ କାହାକୁ ନିରାଶ କରିବାକୁ ଚେଷ୍ଟା କରିଥାନ୍ତି । ଆପଣ ମାନେମଧ୍ୟ ଏହିପରି ଅନେକ ଖବର ବିଷୟରେ ଶୁଣିଥିବେ । ଯେଉଁଠି ବୋଲିଉଡ଼ର ଷ୍ଟାରମାନେ ପରସ୍ପର ଉପରେ କିଛି ନା କିଛି ପ୍ରକାରର ଆରୋପ ଲଗାଉଥିବାର ନଜର ଆସିଥାନ୍ତି ।

ବୋଲିଉଡ଼ର ପ୍ରତିଦିନ କିଛି ନା କିଛି ଏପରି ଖବର ଶୁଣିବାକୁ ମିଳିଥାଏ ଯେ କାହାକୁ ପ୍ରେମ ହୋଇଛି ତ କାହାର ବ୍ରେକଅପ ହୋଇଛି । ଆଜି ଆମେ ଆପଣଙ୍କୁ କିଛି ଏପରି ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ ସୂଚନା ଦେବାକୁ ଯାଉଛି, ଯେଉଁମାନେ ପ୍ରେମ କରିଛନ୍ତି କିନ୍ତୁ ଜୀବନସାରା ତାଙ୍କୁ ସ୍ୱାମୀ ସୁଖମିଳି ପାରିନଥିଲା । ପ୍ରେମରେ ଧୋକା ମିଳିବାପରେ ଏହି ଅଭିନେତ୍ରୀ ମାନେ ଜୀବନସାରା କୁଆଁରୀ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ତବ୍ବୁ :-

ହିନ୍ଦୀ ଫିଲ୍ମର ଲୋକପ୍ରିୟ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଗୋଟିଏ ନାମ ତବ୍ବୁଙ୍କ ନାମ ମଧ୍ୟ ସାମିଲ ରହିଛି । ସେ ମୁଖ୍ୟତଃ ହିନ୍ଦୀ ଫିଲ୍ମରେ ଅଭିନୟ କରନ୍ତି । ଆପଣଙ୍କୁ କହିରଖୁଛୁ ଯେ ତବ୍ବୁଙ୍କ ବୟସ ୫୦ ବର୍ଷରୁ ଅଧିକ ଅଟେ କିନ୍ତୁ ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଅଭିନେତ୍ରୀ ତବ୍ବୁ ବକ୍ସ ଅଫିସରେ ଅନେକ ସଫଳ ଫିଲ୍ମ ଦେଇଛନ୍ତି । ସେ ନିଜ ସମୟରେ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେଥିଲେ । ସେ ବୋଲିଉଡ଼ର ଅନେକ ଲୋକପ୍ରିୟ ଅଭିନେତାଙ୍କ ସହିତ କାମକରିଛନ୍ତି ଏବଂ ଏବେସୁଦ୍ଧା ଅନେକ ଅଭିନେତାଙ୍କ ନାମ ସହିତ ତାଙ୍କ ନାମ ଯୋଡ଼ି ସାରିଛି । ଅଭିନେତ୍ରୀ ତବ୍ବୁଙ୍କ ନାମ ସାଜିଦ ନାଡ଼ିୟାଡ଼ୱାଲା ଏବଂ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ମଧ୍ୟ ଜଡ଼ିତ ହୋଇସାରିଛି । ଖବର ଅନୁସାରେ ଏପରି କୁହାଯାଇଥାଏ ଯେ ତବ୍ବୁ ସାଜିଦ ନାଡ଼ିୟାଡ଼ୱାଲାଙ୍କ ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା । କିନ୍ତୁ ବୋଧହୁଏ ଭାଗ୍ୟର ଖେଳ କିଛି ଅଲଗାଥିଲା । ଜୀବନ କିଛି ଏପରି ସ୍ଥିତିରେ ତାଙ୍କୁ ଆଣିଥିଲେ ଯେଉଁଠି ସେ କୁଆଁରୀ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ନଗମା :-

ହିନ୍ଦୀ ଫିଲ୍ମର ଟୋପ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ନାମ ହେଉଛି ନଗମା ଯିଏକି ଅନେକ ଫିଲ୍ମରେ କାମ କରିଛନ୍ତି । ଅଭିନେତ୍ରୀ ନଗମା ଯେତେବି ହିଟ ଫିଲ୍ମ ଦେଇଥାନ୍ତୁ ନା କାହିଁକି, କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନ ସୁଖାଗ୍ରସ୍ତ ରହିଥିଲା । ଆପଣଙ୍କୁ କହିରଖୁଛୁ ଯେ ନଗମାଙ୍କ ନାମ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଏବଂ ଅନେକ ବୋଲିଉଡ଼ ଅଭିନେତାଙ୍କ ନାମ ସହିତ ଯୋଡ଼ି ସାରିଛି । ତାଙ୍କ ନାମରେ ଏପରି ଚର୍ଚ୍ଚା ଖୁବସାଧାରଣ ଥିଲା ମାତ୍ର ସେ ତଥାପି ବିବାହ କରି ନାହାଁନ୍ତି ।

ଦିବ୍ୟା ଦତ୍ତା :-

ହିନ୍ଦୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଦତ୍ତା ହୁଏତ ବୋଲିଉଡ଼ର ଲିଡ଼ ଅଭିନେତ୍ରୀ ନୁହଁନ୍ତି, ତଥାପି ତାଙ୍କ ଅଭିନୟର ଅନେକ ଫ୍ୟାନ ଅଛନ୍ତି । ଦିବ୍ୟା ଦତ୍ତା ନିଜର ଅଭିନୟ ପାଇଁ ବୋଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତ । ଦିବ୍ୟା ଦତ୍ତା ହିନ୍ଦୀ ଫିଲ୍ମ ବ୍ୟତୀତ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମକରିଛନ୍ତି । ତାଙ୍କ ବୟସ ୪୩ ବର୍ଷ ହୋଇ ଗଲାଣି । ଦିବ୍ୟା ଦତ୍ତା ନାମ ଅନେକ ବଡ଼ ବଡ଼ ଷ୍ଟାରଙ୍କ ନାମ ସହିତ ଲୋଭ ଅଫେୟାରର ଚର୍ଚ୍ଚାକୁ ଆସିଥିଲା ଯେଉଁ କାରଣରୁ ସେ ଏବେ ପର୍ଯ୍ୟନ୍ତ କୁଆଁରୀ ରହିଛନ୍ତି ।

ଅନୁ ଅଗ୍ରୱାଲ :-

ଆପଣ ମାନେ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନୁ ଅଗ୍ରୱାଲଙ୍କ ବିଷୟରେ ଜାଣିଥିବେ । ସେ ରାହୁଲ ରାୟଙ୍କ ସହିତ ବ୍ଲକବଷ୍ଟର ଫିଲ୍ମ ‘ଆଶିକି’ରେ କାମ କରିଥିଲେ । ଏହି ଫିଲ୍ମରୁ ହିଁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ବୟସ ୫୧ ବର୍ଷର ହୋଇସାରିଛି । ଆପଣଙ୍କୁ କହିରଖୁଛୁ ଯେ ଗୋଟିଏ ଦୁର୍ଘଟଣା କାରଣରୁ ବୋଲିଉଡ଼ ଇଣ୍ଡଷ୍ଟ୍ରିରେ ସେ ସଫଳ ଅଭିନେତ୍ରୀ ରୂପରେ ନିଜର ପରିଚୟ ସୃଷ୍ଟି କରିବା ଦିଗରେ ସଫଳ ହୋଇ ପାରିନାହାଁନ୍ତି । ଅଭିନେତ୍ରୀ ଅନୁ ଅଗ୍ରୱାଲଙ୍କ ଅଫେୟାରର ଅନେକ ଚର୍ଚ୍ଚା ମଧ୍ୟ ରହିଥିଲା । ଯେଉଁ କାରଣରୁ ସେ ଏବେ ପର୍ଯ୍ୟନ୍ତ କୁଆଁରୀ ରହିଛନ୍ତି ।

Leave a Reply

Your email address will not be published. Required fields are marked *