ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରାଜଲକ୍ଷ୍ମୀ ସୌନ୍ଦର୍ଯ୍ୟରେ କୌଣସି ବୋଲିଉଡ଼ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି, ଦେଖନ୍ତୁ ଫୋଟ…

ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରାଜଲକ୍ଷ୍ମୀ ସୌନ୍ଦର୍ଯ୍ୟରେ କୌଣସି ବୋଲିଉଡ଼ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି, ଦେଖନ୍ତୁ ଫୋଟ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବା କିଏ ଜାଣିନାହିଁ । ଲାଲୁ ଗତ କିଛି ବର୍ଷ ଧରି ଚାରା ଘୋଟାଲାରେ ବନ୍ଦୀ ଅଛନ୍ତି । ଲାଲୁଙ୍କ ପରେ ତାଙ୍କ ଝିଅ ତେଜସ୍ୱୀ ଏବଂ ତେଜ ପ୍ରତାପ ତାଙ୍କର ରାଜନୀତିକ ଉତ୍ତରାଧିକାର ସମ୍ଭାଳୁଛନ୍ତି । ତାଙ୍କ ଭଳି ତାଙ୍କ ଝିଅ ତେଜସ୍ଵୀ ଏବଂ ତେଜ ପ୍ରତାପ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହନ୍ତି ।

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ମାନଙ୍କ ଭଳି ତାଙ୍କ ଝିଅ ମାନେ ମଧ୍ୟ କମ୍ ନୁହଁନ୍ତି ଯେଉଁମାନେ କି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ସେମାନେ ନିଜର ବୟାନ ପାଇଁ ନୁହେଁ ବରଂ ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହନ୍ତି । ଲାଲୁ ପ୍ରସାଦ ଯାଦବଙ୍କର ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୭ ଜଣ ଝିଅ ଅଛନ୍ତି ।

ଲାଲୁଙ୍କର ସବୁଠାରୁ ସାନ ଝିଅ ଯିଏକି କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି କିନ୍ତୁ ସମସ୍ତେ ବିବାହିତ ଅଟନ୍ତି । ସମସ୍ତେ ନିଜ ନିଜ ପରିବାର ସହିତ ଖୁସିରେ ଅଛନ୍ତି । କାହାରି ସ୍ୱାମୀ ନେତା ତ କେହି ବିଜେନସମ୍ୟାନ୍ ।

ଲାଲୁ ପ୍ରସାଦ ଯାଦବଙ୍କର ବଡ଼ ଝିଅର ନାମ ମୀଶା ଭାରତୀ । ଦ୍ୱିତୀୟ ଝିଅ ରୋହିଣୀ ଦେବୀ । ତୃତୀୟ ଝିଅ ଚନ୍ଦା ଦେବୀ । ଚତୁର୍ଥ ଝିଅ ରାଗିଣୀ ଯାଦବ । ପଞ୍ଚମ ଝିଅ ହେମା ଯାଦବ । ଷଷ୍ଠ ଝିଅର ନାମ ଅନୁଷ୍କା ରାଓ ଏବଂ ସବୁଠାରୁ ସାନ ଝିଅ ହେଉଛନ୍ତି ରାଜଲକ୍ଷ୍ମୀ ଯାଦବ ।

ରାଜଲକ୍ଷ୍ମୀ ପ୍ରାୟତଃ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି । ରାଜଲକ୍ଷ୍ମୀ ଖୁବ ସୁନ୍ଦର ଅଟନ୍ତି । ଏହା କହିବା ଭୁଲ୍ ହେବନାହିଁ ଯେ ରାଜଲକ୍ଷ୍ମୀ ସୌନ୍ଦର୍ଯ୍ୟ ମାମଲାରେ କୌଣସି ବୋଲିଉଡ଼ ହିରୋଇନ ଠାରୁ ମଧ୍ୟ କମ୍ ନୁହଁନ୍ତି ।

୨୦୧୫ ମସିହାରେ ରାଜଲକ୍ଷ୍ମୀଙ୍କ ବିବାହ ସପା ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ନାତି ତେଜ ଯାଦବଙ୍କ ସହିତ ହୋଇଥିଲା । ଏହି ବିବାହ ସବୁଠାରୁ ଚର୍ଚ୍ଚିତ ଏବଂ ସବୁଠାରୁ ସୁନ୍ଦର ରାଜନୀତିକ ବିବାହ ମଧ୍ୟରୁ ଗୋଟିଏ ଅଟେ ।

ଏହି ବିବାହ ଦିଲ୍ଲୀର ଅଶୋକା ହୋଟେଲରେ ହୋଇଥିଲା । ରାଜଲକ୍ଷ୍ମୀଙ୍କୁ ବିବାହ କରିବା ପାଇଁ ତେଜ ୨ ଚାର୍ଟର ପ୍ଲାନ୍ ସହିତ ବରଯାତ୍ରୀ ନେଇ ଯାଇଥିଲେ ।

ଏହି ବିବାହରେ ବୋଲିଉଡ଼ ଷ୍ଟାର ମାନଙ୍କ ଠାରୁ ଆରମ୍ଭ କରି ରାଜନୀତିର ଲୋକ ମାନେ ମଧ୍ୟ ସାମିଲ ଥିଲେ । ଯେଉଁଥିରେ ଜୟା ବଚ୍ଚନ, ନରେନ୍ଦ୍ର ମୋଦୀ ଏବଂ ମନମୋହନ ସିଂହଙ୍କ ନାମ ମଧ୍ୟ ସାମିଲ ଥିଲା ।

ଏକ ସାକ୍ଷାତକାରରେ ତେଜ ନିଜର ପତ୍ନୀ ରାଜଲକ୍ଷ୍ମୀଙ୍କ ଗୁଣ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ତେଜ କହିଥିଲେ ଯେ ରାଜଲକ୍ଷ୍ମୀ ଖୁବ୍ ଶାନ୍ତ ସ୍ୱଭାବର ଥିଲେ । ତାଙ୍କର ସରଳତା କାରଣରୁ ବିଶ୍ୱାସଯୋଗ୍ୟ ଅଟନ୍ତି ।

ତାଙ୍କ ଆସିବା ପରେ ତାଙ୍କୁ ଅନେକ କିଛି ପରମ୍ପରା ସମ୍ବନ୍ଧରେ ଜାଣିବାକୁ ମିଳିଥିଲା । ରାଜଲକ୍ଷ୍ମୀ ସବୁ ମାମଲାରେ ସ୍ୱାମୀଙ୍କ ସାଥ ଦେଇଥାନ୍ତି । ସବୁଠାରୁ ବଡ଼ କଥା ଏହିକି ଯେ ରାଜଲକ୍ଷ୍ମୀ ପ୍ରତ୍ୟେକ ପରିସ୍ଥିତିକୁ ସହଜରେ ସମାଧାନ କରି ପାରନ୍ତି ଏବଂ ସେଥିରୁ ବର୍ତ୍ତୀ ପାରନ୍ତି । ସେ ୱେଷ୍ଟର୍ନ ହେବା ସହିତ ପାରମ୍ପରିକ ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *