ଟିଭିର ଏହି ୪ ଜଣ ସୁନ୍ଦରୀ ଅଭିନେତ୍ରୀଙ୍କର ଭଉଣୀ ସେମାନଙ୍କ ଠାରୁ ମଧ୍ୟ ବହୁଗୁଣର ସୁନ୍ଦରୀ ଅଟନ୍ତି, ଦେଖନ୍ତୁ ଫୋଟ ।

ଆମର ଟିଭି ଜଗତରେ ଜଣଙ୍କ ଠାରୁ ଜଣେ ବଢି ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କୁ ନିଜର ଦିୱାନା କରି ଦେଇଛନ୍ତି ଏବଂ ଆଜି ଆମେ ଆପଣଙ୍କୁ ଟିଭିର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କର ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି । ତେବେ ଆସନ୍ତୁ ଟିଭିର ସେହି ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କ ବିଷୟରେ ଜାଣିବା

* ଦିବ୍ୟାଙ୍କା ତ୍ରିପାଠୀ:-

ଟିଭି ଜଗତର ସବୁଠାରୁ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ପାଇଁ ଆଜିର ସମୟରେ କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ ଏବଂ ଦିବ୍ୟାଙ୍କା ତ୍ରିପାଠୀ ଟିଭିରେ ଏପର୍ଯ୍ୟନ୍ତ ଅନେକ ସିରିଏଲରେ କାମ କରି ସାରିଛନ୍ତି । ଦିବ୍ୟାଙ୍କା ତାଙ୍କର ସୌନ୍ଦର୍ଯ୍ୟ ଏବଂ ଭଲ ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି । ବର୍ତ୍ତମାନର ସମୟରେ ଦିବ୍ୟାଙ୍କାଙ୍କର ପ୍ରଶଂସକ ମାନଙ୍କର ସଂଖ୍ୟା କମ୍ ନୁହେଁ ଏବଂ ସେ ଘରେ ଘରେ ପରିଚିତ ଅଟନ୍ତି । ଏଥିସହିତ ଦିବ୍ୟାଙ୍କାଙ୍କର ଭଉଣୀଙ୍କ ନାମ ପ୍ରିୟଙ୍କା ତ୍ରିପାଠୀ ଅଟେ । ଏବଂ ଦିବ୍ୟାଙ୍କାଙ୍କ ଭଳି ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ତାଙ୍କ ଭଉଣୀ ଦିବ୍ୟାଙ୍କା ଭଳି ଅଧିକ ଲାଇମଲାଇଟରେ ରୁହନ୍ତି ନାହିଁ ଏବଂ ଏଥିପାଇଁ ଲୋକମାନଙ୍କୁ ତାଙ୍କ ବିଷୟରେ ଅଧିକ କିଛି ସୂଚନା ନାହିଁ ।

* ମେଘନା ମଲିକ୍:-

ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ମେଘନା ମଲିକ୍, ଯିଏକି ଟିଭିର ପ୍ରସିଦ୍ଧ ଶୋ “ଇସ୍ ଦେଶ ନା ଆନା ଲାଡୋ’ରେ ଆମ୍ମା ଜୀଙ୍କର ଚରିତ୍ରରେ ଅତ୍ୟନ୍ତ ସୁନ୍ଦରତାର ସହିତ ଅଭିନୟ କରିଥିଲେ ଏବଂ ଏହି ଚରିତ୍ର ପାଇଁ ମେଘନା ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି । ମେଘନା ଟିଭିର ଅନେକ ପ୍ରସିଦ୍ଧ ଶୋ’ରେ କାମ କରିଛନ୍ତି ଏବଂ ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କୁ ନିଜର ଦିୱାନା କରିଦେଇଛନ୍ତି । କହିରଖୁଛୁ ଯେ ମେଘନା ଟିଭି ଶୋ ବ୍ୟତୀତ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଏଥିସହିତ ମେଘନାଙ୍କର ଜଣେ ଭଉଣୀ ଅଛନ୍ତି, ଯାହାଙ୍କର ନାମ ମିମାଂସା ମଲିକ ଅଟେ । ଏବଂ ସେ ମଧ୍ୟ ନିଜ ଭଉଣୀ ମେଘନାଙ୍କ ଭଳି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ମିମାଂସାଙ୍କୁ ଏପର୍ଯ୍ୟନ୍ତ ସେତିକି ଲୋକପ୍ରିୟତା ମିଳିନାହିଁ, ଯେତିକି ତାଙ୍କ ଭଉଣୀ ମେଘନା ହାସଲ କରିସାରିଛନ୍ତି ।

* ସାରା ଖାନ୍:-

ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ସାରା ଖାନଙ୍କୁ ଆଜିର ଦିନରେ କିଏ ଅବା ଜାଣିନି ଏବଂ କହି ରଖୁଛୁ ସାରାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା ଟିଭି ଶୋ’ ‘ସପନା ବାବୁଲ କା ବିଦାଇ’ରେ ସାଧନାର ଚରିତ୍ରରେ ମିଳିଥିଲା ଏବଂ ତାଙ୍କୁ ଏହି ଶୋ’ ପାଇଁ ଘରେ ଘରେ ଜାଣିବାକୁ ମିଳିଥିଲା ଏବଂ ସେ ତାଙ୍କ ଶୈଳୀ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଦେଇଛନ୍ତି । ସାରା ଖାନଙ୍କ ଏକ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଆୟରା ଖାନ୍ ଅଟେ ଏବଂ ଆୟରା ଖାନ୍ ମଧ୍ୟ ନିଜ ଭଉଣୀ ସାରାଙ୍କ ଭଳି ସୁନ୍ଦର ଅଟନ୍ତି କିନ୍ତୁ ଆୟରା ଅଭିନୟ ଦୁନିଆ ଠାରୁ ବହୁ ଦୂରରେ ଅଛନ୍ତି ଏବଂ ଏହି କାରଣରୁ ଲୋକମାନେ ତାଙ୍କ ବିଷୟରେ ଅଧିକ ଜାଣନ୍ତି ନାହିଁ ।

* ରୋଶନି ଚୋପ୍ରା:-

ଟିଭି ଅଭିନେତା ରୋଶନି ଚୋପ୍ରା ମଧ୍ୟ ଟିଭି ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦରତା ଏବଂ ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କହିଦଉଛୁ କି ରୋଶନି ଟିଭିର ଅନେକ ଶୋ’ରେ ନଜର ଆସିସାରିଛନ୍ତି ଏହା ସହିତ ରୋଶନି ଅନେକ ରିଆଲିଟି ସୋରେ କାମ କରିଛନ୍ତି । ରୋଶନି ଏକ ଅଭିନେତ୍ରୀ ହେବା ସହ ଏକ ମଡେଲ ମଧ୍ୟ ଅଟନ୍ତି ଏବଂ ସେ ଜଣେ ଦକ୍ଷ ଆଙ୍କର ମଧ୍ୟ ଅଟନ୍ତି । କହିଦଉଛୁ ଯେ ଟିଭି ବ୍ୟତୀତ ରୋଶନି ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି ଏବଂ ରୋଶନି ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଭଲ ନାମ ଅର୍ଜନ କରିସାରିଛନ୍ତି । ରୋଶନିଙ୍କ ଏକ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଦିୟା ଚୋପ୍ରା ଅଟେ ଏବଂ ଦିୟା ରୋଶିନିଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି କିନ୍ତୁ ଦିୟା ଲାଇମଲାଇଟ ଠାରୁ ନିଜକୁ ଦୂରରେ ରଖିଛନ୍ତି ।

Be the first to comment

Leave a Reply

Your email address will not be published.


*