ସଠିକ୍ ସମୟ ଏବଂ ଆଙ୍ଗଲ୍ ଇତିହାସର ଏହି ୩୦ଟି ଫୋଟକୁ ସବୁଦିନ ପାଇଁ ସ୍ମରଣୀୟ କରିଦେଇଛି !

ଫୋଟ ବହୁତ କିଛି କହିଥାଏ । ଏହାର ଆମ ଜୀବନ ସହିତ ଗଭୀର ଭାବରେ ସମ୍ପର୍କ ରହିଥାଏ, କାରଣ ଏହି ଦୁନିଆଁର ଯେଉଁ ଜିନିଷ ଗୁଡିକୁ ଆମେ କେବେ ମଧ୍ୟ ଭୁଲି ପାରୁନାହୁଁ, ସେଗୁଡିକ ସ୍ମୃତି ହୋଇଥାଏ ଏବଂ ସ୍ମୃତିକୁ ତାଜା ରଖିବାପାଇଁ ଫୋଟ ହିଁ କାମରେ ଆସିଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଫୋଟ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ ପୁଣିଥରେ ପୁରୁଣା ସ୍ମୃତି ଆଡକୁ ନେଇଯିବ ।

ଚାଲନ୍ତୁ ଆପଣ ମଧ୍ୟ ଦେଖନ୍ତୁ ଇତିହାସର ଏଭଳି କିଛି ୩୦ଟି ଅଣଦେଖା ଫୋଟ:-

୧) ହଜାର ହଜାର ସୈନିକଙ୍କ ମଧ୍ୟରେ ଠିଆ ହୋଇଥିବା ଜଣେ ମହିଳା ।

୨) ୧୯୨୪ ମସିହାରେ ପୁରୁଷ ବେଶରେ ମୋସ୍କିକନ କଳାକାର ଫ୍ରିଡ଼ା କାହଲୋ ।

୩) ଫ୍ରାନ୍ସ ଯାତ୍ରା ପରେ ଜଣେ ସାଇକେଲ ଚାଳକଙ୍କର ପାଦ ଏଭଳି କିଛି ହୋଇ ଯାଇଥିଲା ।

୪) ୧୯୪୭ ମସିହାରେ ଆମେରିକୀୟ ବୁକକିପର ଏଭିଲିନ ମାଇକେଲ ଯେବେ ଦ ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

୫) ପୀସାର ‘ଦ ଲିନିଙ୍ଗ ଟାୱାର’ର ସୁନ୍ଦର ଇଣ୍ଟେରିୟର ।

୬) ଏନିଟି କେଲରମେନ ସେହି ମହିଳା ଥିଲେ, ଯିଏ ପ୍ରଥମ ଥର ପାଇଁ ସ୍ୱିମିଙ୍ଗ ସୁଟ୍ ପିନ୍ଧିଥିଲେ ।

୭) ୯/୧୧ ଆକ୍ରମଣ ପରେ ଜୀବନ ବଞ୍ଚାଇବା ପାଇଁ ଟାୱାରରୁ ଖସୁଥିବା କିଛି ଲୋକ ।

୮) ୧୯୨୦ ମସିହାରେ ଯାହାର ସ୍ୱିମିଙ୍ଗ ସୁଟ୍ କମ୍ ହେଉଥିଲା, ତାହା ଉପରେ ଜୋରିମାନା ଲଗାଯାଉଥିଲା ।

୯) ଷ୍ଟେଜ ପଛରୁ ଥିଏଟର ଏଭଳି ଦେଖା ଯାଉଥିଲା ।

୧୦) ୧୯୩୨ ମସିହାରେ, ପ୍ୟାରିସର ଲେ ମୋନୋକଲ ଠାରେ ଏକ ସମଲିଙ୍ଗୀ ଦମ୍ପତି ।

୧୧) ଅଷ୍ଟାଦଶ ଶତାଦ୍ଦୀରେ ଗୋଟିଏ ବ୍ୟାଙ୍କର ଆଲମାରୀ ଏଭଳି ଥିଲା ।

୧୨) ଡୋରଥି କାଉଣ୍ଟ ପ୍ରଥମ ଅଶ୍ବେତ ଛାତ୍ର ଥିଲେ, ତାଙ୍କୁ ସ୍କୁଲରେ ଅତ୍ୟନ୍ତ ହଇରାଣ କରାଯାଉଥିଲା, ଯେଉଁ କାରଣରୁ ସେ ସ୍କୁଲ ଛାଡି ଦେଇଥିଲେ ।

୧୩) ବିଜିଙ୍ଗର ଏକ ଟ୍ରାଫିକ ନିୟନ୍ତ୍ରଣ ରୁମର ଦୃଶ୍ୟ ।

୧୪) ନିକୋଲା ଟେସଲା ନିଜ ପରୀକ୍ଷାଗାରରେ ବସିଛନ୍ତି ।

୧୫) ବୋଲିଂ ବଲର ଆଭ୍ୟନ୍ତରୀଣ ଦୃଶ୍ୟ ।

୧୬) ହୋଟେଲ ମାଳିକା ଜେମ୍ସ ବ୍ରୋକଙ୍କର ସ୍ୱିମିଙ୍ଗ ପୁଲରେ ପହଁରୁଥିବା ଅଶ୍ବେତ ଲୋକଙ୍କ ଉପରେ ବ୍ଲିଚିଂ ପାଉଡର ପକାଉଥିବାର ଦୃଶ୍ୟ ।

୧୭) ୧୯୫୬ ମସିହାରେ ଓଲବାମାରେ କୋଲରଡ଼ ଏଣ୍ଟ୍ରାସ୍ ।

୧୮) ୧୯୬୭ ମସିହାରେ, କସମୋନାଣ୍ଟ ଭ୍ଲାଦିମିର କୋମାରଭଙ୍କର ଅବଶେଷ ।

୧୯) ଉତ୍ତର କୋରିଆରେ ଯେକୌଣସି ଭଙ୍ଗା ଜିନିଷର ଫୋଟ ନେବା ବେଆଇନ ଅଟେ ।

୨୦) ଜୁନ୍ ୧୯୩୯ ରେ ପ୍ରସିଦ୍ଧ ବଦମାଶ ଇୟୁଗେନ ୱେଡ଼ମ୍ୟାନଙ୍କୁ ଶେଷଥରଙ୍କୁ ଶେଷଥର ଗୁଇଲୋଟିନରେ ଉପସ୍ଥାପନ କରୁଥିବା ସମୟରେ ।

୨୧ ) ଦେଖନ୍ତୁ ନିଦରଲ୍ୟାଣ୍ଡର ସଡ଼କରେ ଇଟା କିପରି ବିଛାଯାଏ ।

୨୨) ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଜର ସବୁକିଛି ହରାଇ ସାରିଥିବା ଏହି ପରିବାର ନିଜର ଚାରୋଟି ଛୋଟ ପିଲାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା ।

୨୩) ଟପ୍ ଅଫ ଏଭରେଷ୍ଟ ।

୨୪) ୧୯୬୫ ମସିହାରେ କେପଟାଉନରେ ଯେତେବେଳେ ଦୁଇଟି ଝିଅ ମିନି ସ୍କଟ୍ ପିନ୍ଧିଥିବାର ଦେଖାଯାଇଥିଲେ ।

୨୫) ୧୯୬୭ ମସିହାରେ ବୋଷ୍ଟନ ମାରାଥନ ସମୟରେ କ୍ୟାଥେରାଇନ ସ୍ୱିଜର ଦୌଡୁଥିବାର ଦେଖା ଯାଇଥିଲେ ।

୨୬) ୧୯୦୭ ମସିହାରେ ପ୍ରଥମ ମହିଳା ଟାଟୁ କଳାକାର ମୋଦ୍ ୱାଗନାର ।

୨୭) ଫର୍ମୁଲା ୧ ଦୌଡ଼ରେ ଭାଗ ନେଇଥିବା ପ୍ରଥମ ମହିଳା ଦୌଡାଳୀ ମାରଲା ଟେରେସା ଡି ଫିଲିପ୍ସ ।

୨୮) ୧୯୦୬ ମସିହାରେ ବ୍ରିଟିଶ ମହିଳା ମାନଙ୍କୁ ଭୋଟ ଦେବାର ଅନୁମତି ନଥିଲା, ଏଥିପାଇଁ ଏହି ମହିଳା ମାନେ ଏହାର ବିରୋଧ କରିଥିଲେ ।

୨୯) ପ୍ରସିଦ୍ଧ ହଲିଉଡ଼ ଅଭିନେତ୍ରୀ ହେଡି ଲାମରଙ୍କର ଏହି ସ୍ୱତନ୍ତ୍ର ଶୈଳୀ ।

୩୦) ୧୯୫୭ ମସିହାରେ ସୁପ୍ରିମକୋର୍ଟ ଅଫ ୟୁନାଇଟେଡ଼ ଷ୍ଟେଟ ବିଦ୍ୟାଳୟରେ ରଙ୍ଗଭେଦକୁ ବେଆଇନ କରିଦେଇଥିଲେ ।

Be the first to comment

Leave a Reply

Your email address will not be published.


*