ଯେତେବେଳେ ଅମିତାଭ ବଚ୍ଚନଙ୍କୁ ଚୁମ୍ବନ ଦେଉଥିବାର ଦେଖା ଯାଇଥିଲେ ଐଶ୍ୱର୍ଯ୍ୟା ରାୟ , ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା

ମିସ୍ ୱାର୍ଲଡ଼ ଐଶ୍ୱର୍ଯ୍ୟା ରାୟ, ବଚ୍ଚନ ପରିବାରର ବୋହୂ ଅଟନ୍ତି । ଅମିତାଭ ବଚ୍ଚନଙ୍କ ଭଳି ଐଶ୍ୱର୍ଯ୍ୟା ରାୟ ମଧ୍ୟ ବଲିଉଡ଼ ଜଗତରେ ନିଜ ନାମ କମାଇଛନ୍ତି । ଦୁହିଁଙ୍କର ସାକ୍ଷାତ ପ୍ରାୟତଃ ଟିଭି ଶୋ, ପାର୍ଟି ଏବଂ ଆୱାର୍ଡ ଶୋ’ରେ ହୋଇଥାଏ । ଉଭୟେ ଅନେକ ସ୍ଥାନରେ ପରସ୍ପର ସହ କଥାବାର୍ତ୍ତା ମଧ୍ୟ କରିଥାନ୍ତି । ଦୁହିଁଙ୍କର ଏକ ଫୋଟ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଐଶ୍ୱର୍ଯ୍ୟା ରାୟ ଅମିତାଭଙ୍କୁ ଚୁମ୍ବନ ଦେଉଛନ୍ତି ବୋଲି ଏହି ଫୋଟକୁ ନେଇ ଦାବି କରାଯାଉଛି । ଏହି ଚୁମ୍ବନକୁ ଦେଖି ଏଥିପାଇଁ ଲୋକମାନେ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି କାରଣ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବୋହୂ-ଶଶୁରଙ୍କର ସମ୍ପର୍କ ରହିଛି ।

ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନଙ୍କ ଏହି ଫୋଟ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କଥା କହୁଛନ୍ତି । ତେବେ ଯେଉଁଭଳି ଭାବରେ ଏହି ଫୋଟକୁ ଦେଖି କୁହାଯାଉଛି, ବାସ୍ତବରେ ଏହା ସେଭଳି ନୁହେଁ । ଏହି ଫୋଟ ଏକ ଆୱାର୍ଡ ଶୋ ର ଅଟେ, ଯେଉଁଠାରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟଙ୍କୁ ଆୱାର୍ଡ ପ୍ରଦାନ କରୁଛନ୍ତି । ଏହି ସମୟ ମଧ୍ୟରେ ଐଶ୍ୱର୍ଯ୍ୟା, ଅମିତାଭଙ୍କୁ କୋଳାଗ୍ରତ କରୁଛନ୍ତି । ତେବେ ଫୋଟକୁ ଦେଖି ଲାଗୁଅଛି ଯେ, ଐଶ୍ୱର୍ଯ୍ୟା ରାୟ ଅମିତାଭଙ୍କୁ ଚୁମ୍ବନ ଦେଉଛନ୍ତି।

ଉଭୟଙ୍କର ଭାଇରାଲ ଫୋଟ ଅନେକ ବର୍ଷ ପୁରୁଣା ଅଟେ । ସୂଚନା ଅନୁଯାୟୀ, ଆୱାର୍ଡ ଶୋ ରେ ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଅମିତାଭ ଉଭୟଙ୍କୁ ଆୱାର୍ଡ ମିଳିଥିଲା, ସେହି ସମୟରେ ଐଶ୍ୱର୍ଯ୍ୟା ଅନେକ ମାତ୍ରାରେ ଖୁସି ଦେଖା ଯାଉଥିଲେ ଏବଂ ଏହି ଆୱାର୍ଡ଼ ପାଇଁ ସେ ତାଙ୍କ ଶଶୁରଙ୍କୁ କୋଳାଗ୍ରତ କରି ସମ୍ବର୍ଦ୍ଧନା ଜଣାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ସେ ଯେତେବେଳେ କୋଳାଗ୍ରତ କରିବାକୁ ଯାଉଥିଲେ, ସେତେବେଳେ ତାଙ୍କର ଏହି ଫୋଟ ଅଧାରେ କ୍ୟାମେରାରେ ଉଠି ଯାଇଥିଲା । କହିରଖୁଛୁ ଯେ ବର୍ତ୍ତମାନ ସମୟରେ ଅମିତାଭ ବଚ୍ଚନ କେବିସି ଶୋ କୁ ହୋଷ୍ଟ କରୁଛନ୍ତି। ଯେଉଁଥିପାଇଁ ସେ ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

Be the first to comment

Leave a Reply

Your email address will not be published.


*