ଏହା ହେଉଛି କ୍ରିକେଟର୍ ସେନ୍ ୱାଟସନଙ୍କ ସ୍ଵିଡନୀ ସ୍ଥିତ ୩୬ କୋଟି ଟଙ୍କାର ବିଳାସପୂର୍ଣ ଘରର ୧୫ଟି ସୁନ୍ଦର ଫୋଟ… ! ଫୋଟ ଦେଖି ଆପଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପୂର୍ବ ଅଷ୍ଟ୍ରେଲିଆ କ୍ରିକେଟର୍ ଏବଂ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଷ୍ଟାର ଅଲରାଉଣ୍ଡର୍ ସେନ୍ ୱାଟସନ୍ କିଛିଦିନ ପୂର୍ବରୁ “ଆଇପିଏଲ୍”ରୁ ଅବସର ନେଇ ସାରିଛନ୍ତି । ୩୯ ବର୍ଷୀୟ ୱାଟସନ୍ ଆନ୍ତର୍ଜାତୀୟ କ୍ରିକେଟ ଜଗତରୁ ପୂର୍ବ ହିଁ ଅବସର ନେଇ ସାରିଛନ୍ତି, କିନ୍ତୁ ସେ ସାରା ବିଶ୍ୱରେ ଟି-୨୦ କ୍ରିକେଟ୍ ଖେଳିଛନ୍ତି ।

ସେନ୍ ୱାଟସନ୍ ଅଷ୍ଟ୍ରେଲିଆ କ୍ରିକେଟର୍ କ୍ୟାପଟେନ୍ ମଧ୍ୟ ରହିସାରିଛନ୍ତି । ୧୨ ବର୍ଷର ଆଇପିଏଲ୍ କ୍ୟାରିଅରରେ ୱାଟସନ୍ ‘ଚେନ୍ନାଇ ସୁପର କିଙ୍ଗ୍ସ’ ବ୍ୟତୀତ ‘ରାଜସ୍ଥାନ ରୋୟାଲ୍ସ’ ଓ ‘ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର’ ପାଇଁ ମଧ୍ୟ ଖେଳିଛନ୍ତି । ଆଇପିଏଲରେ ୱାଟସନକୁ ସର୍ବଦା ଜଣେ ପ୍ରମୁଖ ଅଲରାଉଣ୍ଡର୍ ଭାବରେ ବେଶ୍ ଜଣାଶୁଣା । ଅକ୍ସନରେ ମଧ୍ୟ ତାଙ୍କୁ ବଡ଼ ନିଲାମ ଡାକି କିଣା ଯାଇଥାଏ ।

ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ କ୍ରିକେଟର୍ ମାନଙ୍କ ମଧ୍ୟରେ ସେନ୍ ୱାଟସନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ରିକି ପୋଟିଙ୍ଗଙ୍କ ପରେ ସେ ଅଷ୍ଟ୍ରେଲିଆର ଦ୍ଵିତୀୟ ସର୍ବୋତ୍ତମ ଧନୀ କ୍ରିକେଟର୍ ଅଟନ୍ତି । ସେନ୍ ୱାଟସନଙ୍କ ମୋଟ ସମ୍ପତ୍ତି ପାଖାପାଖି ୨୫ ମିଲିୟନ ଡଲାର (୧୮୬ କୋଟି ଟଙ୍କା) ଅଟେ । ୱାଟସନଙ୍କୁ ଖେଳ ପାଇଁ ନୁହେଁ ବରଂ ନିଜର ବିଳାସପୂର୍ଣ ଜୀବନ ଶୈଳୀ ପାଇଁ ବେଶ ଜଣାଶୁଣା ।

ଆସନ୍ତୁ ଜାଣିବା ସେନ୍ ୱାଟସନଙ୍କ ଜୀବନ ଶୈଳୀ କିପରି :-

ସ୍ଵିଡନୀରେ ରହିଛି ୩୬ କୋଟିର ଘର :-

ସେନ୍ ୱାଟସନ୍ ଅଷ୍ଟ୍ରେଲିଆର ସବୁଠାରୁ ସୁନ୍ଦର ସହର ସ୍ଵିଡନୀରେ ୫୩ କୋଟି ଟଙ୍କା ମୁଲ୍ୟର ବିଳାସପୂର୍ଣ ଘରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସେ ଏହାକୁ ବିକ୍ରି କରି ୩୬ କୋଟି ଟଙ୍କା ମୁଲ୍ୟର ଘରେ ରହୁଛନ୍ତି ।

ବାର୍ଷିକ ୨୫ କୋଟି ଟଙ୍କା ରୋଜଗାର କରନ୍ତି :-

ସେନ୍ ୱାଟସନ କ୍ରିକେଟ୍ ଉପରେ ବିଜ୍ଞାପନରେ ବାର୍ଷିକ ୨୫ କୋଟି ଟଙ୍କା ରୋଜଗାର କରନ୍ତି । ଆଇପିଏଲରେ ତାଙ୍କୁ ସିଏସକେ (CSK) ଠାରୁ ୪ କୋଟି ଟଙ୍କାର ଦରମା ମିଳିଥାଏ । ତାଙ୍କ ଗ୍ୟାରେଜରେ ପାଖାପାଖି ୭ କୋଟି ଟଙ୍କା ମୁଲ୍ୟର ଅନେକ ମୂଲ୍ୟବାନ କାର୍ ରହିଛି ।

ଏହା ହେଉଛି ସେନ୍ ୱାଟସନଙ୍କ ବିଳାସପୂର୍ଣ ଘରର ୧୫ଟି ସୁନ୍ଦର ଫୋଟ :-

୧)

୨)

୩)

୪)

୫)

୬)

୭)

୮)

୯)

୧୦)

୧୧)

Be the first to comment

Leave a Reply

Your email address will not be published.


*