ଅର୍ଣ୍ଣବ ଗୋସ୍ଵାମୀ ହେଲେ ଗିରଫ ! ପୁଅକୁ ମଧ୍ୟ ମାରିଲେ, ଘୋଷାଡ଼ି ନେଇଗଲା ମୁମ୍ବାଇ ପୋଲିସ୍ !

ମୁମ୍ବାଇ ପୋଲିସ୍ ଆଜି ସକାଳେ ଅର୍ଣ୍ଣବ ଗୋସ୍ଵାମୀଙ୍କ ନିବାସ ସ୍ଥାନ ଯାଇ ଶାରୀରିକ ଆକ୍ରମଣ କରିଛନ୍ତି ଏବଂ ଏହା ପରେ ସେ ତାଙ୍କ ନିଜ ସହିତ ପୋଲିସ୍ ଗାଡ଼ିରେ ନେଇଗଲେ ଲକ୍ଷ୍ୟ କରିବା କଥା ଏହା ଯେ ଏହି ସମୟରେ ପୋଲିସ୍ ଉପରେ କୌଣସି ପ୍ରକାର ସମ୍ମନ, ଦସ୍ତାବିଜ କିମ୍ବା ଅଦାଲତର କାଗଜ ପତ୍ର ନଥିଲା ।

ମୁମ୍ବାଇ ପୋଲିସର ୧୨ରୁ ଅଧିକ ଜଣ ଅଧିକାରୀ ସକାଳ ୬:୩୦ ମିନିଟରେ ମୁମ୍ବାଇର ପରେଲ ଠାରେ ଅର୍ଣ୍ଣବଙ୍କ ନିବାସକୁ ପହଞ୍ଚିଲେ ଓ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ବ୍ଲକ୍ କରିଦେଲେ । ପୋଲିସ୍ ରିପବ୍ଲିକ୍ ମିଡ଼ିଆ ନେଟୱାର୍କର ସମ୍ପାଦକ ନିରଞ୍ଜନ ନାରାୟଣ ସ୍ୱାମୀ ଓ ସଞ୍ଜୟ ପାଠକକୁ ମଧ୍ୟ ଅର୍ଣ୍ଣବଙ୍କ ନିବାସରେ ପ୍ରବେଶ କରିବା ପାଇଁ ଅଟକାଇ ଦେଲେ ।

ମୁମ୍ବାଇ ପୋଲିସ୍ ଏନକାଉଣ୍ଟର ବିଶେଷଜ୍ଞ ଏପିଆଇ ସଚାନ ୱେଜ ରିପବ୍ଲିକକୁ ପୁଷ୍ଟି କରିଛନ୍ତି ଯେ ଅର୍ଣ୍ଣବ ଗୋସ୍ଵାମୀକୁ ଏପରି ଏକ ମାମଲାରେ ଗିରଫ କରାଯାଇଛି, ଯାହାର ଟିଆରପି ମାମଲାରେ କୌଣସି ଆଦାନପ୍ରଦାନ ନାହିଁ, ଯେଉଁଥିରେ ରିପବ୍ଲିକକୁ ଫସେଇବା ପାଇଁ ଚେଷ୍ଟା ଚାଲୁଛି । ମିଳିଥିବା ସୂଚନୁଯାୟୀ ବର୍ତ୍ତମାନ ତାଙ୍କୁ ରାୟଗଡ଼ ପୋଲିସ୍ ଷ୍ଟେସନ ନିଆଯାଇଛି ।

ଏନକାଉଣ୍ଟର ବିଶେଷଜ୍ଞ ପୋଲିସ ଅଧିକାରୀ କହିଥିଲେ ଯେ ଅର୍ଣ୍ଣବ ଗୋସ୍ଵାମୀକୁ ଏକ ମାମଲା ସମ୍ବନ୍ଧରେ ଗିରଫ କରାଯାଇଛି ।

ଲୋକମାନେ ଏହାକୁ ହିଟଲର ଶାସନ କହିଥିଲେ

Be the first to comment

Leave a Reply

Your email address will not be published.


*