ରାତି ହେବା ମାତ୍ରେ ଡ୍ରିଙ୍କ କରନ୍ତି ଏହି ବଲିଉଡ଼ କଳାକାର ମାନେ !

ବଲିଉଡ଼ରେ ନିଶା ସେବନକୁ ନେଇ ଅନେକ ଖୁଲାସା ହୋଇଛି । ଅନେକଗୁଡ଼ିଏ ଅଭିନେତ୍ରୀ ଏହି ମାମଲାରେ ସାମିଲ ଅଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ପାଇଁ ମଦ ସେବନ କରିବା, ସିଗାରେଟ ଟାଣିବା ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯାହାଙ୍କୁ ଅଧିକାଂଶ ସମୟରେ ଏପରି ସବୁ ନିଶା ସେବନ କରିଥାନ୍ତି । ପାର୍ଟି ଉତ୍ସବରେ ଏହି ଅଭିନେତ୍ରୀ ମାନେ ମଦ ନିଶାରେ ପାଗଳ ହୋଇ ରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଏପରି ନଶାରେ ପାଗଳ ଥାଆନ୍ତି ଏବଂ ବିନା ନିଶାରେ ଏମାନେ ରହି ପାରନ୍ତି ନାହିଁ ।

ତେବେ ଆସନ୍ତୁ ଆପଣଙ୍କୁ ସୂଚାଇ ଦେଉଛୁ ଯେ, ବଲିଉଡ଼ର ଏପରି ଚାରିଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଶା ସେବନ ନକରି ରହିପାରନ୍ତି ନାହିଁ । ଏବଂ ଏମାନଙ୍କୁ ଅଧିକାଂଶ ସମୟରେ ନିଶାରେ ପାଗଳ ହୋଇଥିବାର ଦେଖାଯାଏ ।

ସୁଶ୍ମିତା ସେନ୍

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୁଶ୍ମିତା ସେନ୍ ନିଜ ସମୟର ଖୁବ୍ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସୁଶ୍ମିତା ସେନ୍ ବର୍ତ୍ତମାନ ୪୩ ବର୍ଷ ବୟସ୍କ ହୋଇ ସାରିଛନ୍ତି । ଏହି ଅଭିନେତ୍ରୀ ଏହି ବୟସରେ ମଧ୍ୟ ଅବିବାହିତା ଅଟନ୍ତି । ତାଙ୍କ ଅଭିନୟକୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ । ଆପଣଙ୍କୁ ସୂଚାଇଦେଉଛୁ ଯେ ଏହି ଅଭିନେତ୍ରୀ ଜଣକ ମଦରେ ବିଭୋର ହୋଇ ସାରିଛନ୍ତି । ସେ ଅଧିକାଂଶ ସମୟରେ ପାର୍ଟି ଓ ଉତ୍ସବ ମାନଙ୍କରେ ମଦ ପିଉଥିବାର ନଜର ଆସନ୍ତି । ତାଙ୍କୁ ଅନେକ ଥର ମଦ୍ୟପାନ କରୁଥିବାର ଦେଖାଯାଏ ।

ମନୀଷା କୋଈରାଲା

ମନୀଷା କୋଈରାଲାଙ୍କୁ ତାଙ୍କ ଅଭିନୟ ପାଇଁ ବହୁତ ପସନ୍ଦ କରାଗଲା । ଚଳଚ୍ଚିତ୍ର ମନ୍ ଠାରୁ ସେ ହଠାତ ଖୁବ୍ ନାମ ଅର୍ଜନ କଲେ, ଏହି ଚଳଚ୍ଚିତ୍ରରେ ସେ ଆମୀର ଖାନଙ୍କ ସହ ନଜର ଆସିଥିଲେ । ସୁଚାଇଦେଉଛୁ ଯେ ମନୀଷା କୋଈରାଲାଙ୍କ ବିବାହିତ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା ଏବଂ ତାଙ୍କ ବିବାହରେ ମଝିରେ ହିଁ ଭାଙ୍ଗିଗଲା ଏବଂ ଏହି କାରଣରୁ ମନୀଷା ମଦ ଓ ସିଗାରେଟର ଅଭ୍ୟାସ ହୋଇଗଲା । ତାଙ୍କୁ ଅଧିକାଂଶ ସମୟରେ ପାର୍ଟି ମାନଙ୍କରେ ନିଶାରେ ପାଗଳ ହୋଇଥିବାର ଦେଖାଯାଇଛି ।

କରିନା କପୂର

ସୈଫ ଅଲି ଖାନଙ୍କ ପତ୍ନୀ କରିନା କପୂର ପ୍ରତିଦିନ କିଛି ନା କିଛି କରି ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି । କରିନା କୌଣସି ନା କୌଣସି କାରଣରୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହୁଅନ୍ତି । ସେ ଅଧିକାଂଶ ସମୟରେ ଏପରି ଅବସ୍ଥାରେ ଦେଖାଯାଆନ୍ତି ।

ପୂଜା ଭଟ୍ଟ

ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟଙ୍କୁ କିଏ ଅବା ନଜାଣେ । ପୂଜା ଭଟ୍ଟ ଅଧିକ ପରିମାଣରେ ନିଶା ଦ୍ରବ୍ୟ ସେବନ କରନ୍ତି । କୁହାଯାଏ ଯେ ଏହି ଅଭିନେତ୍ରୀ ୨୪ ଘଣ୍ଟା ମଦ ନିଶାରେ ରୁହନ୍ତି । ଏହି କାରଣରୁ ତାଙ୍କର ବର୍ତ୍ତମାନ ତାଙ୍କର ଅବସ୍ଥା ଅଧିକ ଖରାପ ହୋଇଯାଇଛି ।

Be the first to comment

Leave a Reply

Your email address will not be published.


*