ରାତି ହେବା ମାତ୍ରେ ହିଁ ନିଶାରେ ଉଦବୃଦ୍ଧ ହୋଇରୁହନ୍ତି, ବଲିଉଡ଼ ଏହି ଅଭିନେତ୍ରୀମାନେ !

ବଲିଉଡ଼ରେ ନିଶା ସେବନକୁ ନେଇ ଅନେକ ଖୁଲାସା ହୋଇଛି । ଅନେକଗୁଡ଼ିଏ ଅଭିନେତ୍ରୀ ଏହି ମାମଲାରେ ସାମିଲ ଥିବାର ତଥ୍ୟ ମଧ୍ୟ ସଂଗୃହିତ ମଧ୍ୟ କରିଛି ଏନସିବି । ଏହି ଅଭିନେତ୍ରୀମାନଙ୍କ ପାଇଁ ମଦ, ସିଗାରେଟ ପିଇବା ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ, ଯେଉଁ ଅଭିନେତ୍ରୀମାନେ ଅଧିକାଂଶ ସମୟରେ ନିଶା ସେବନ କରିଥାନ୍ତି । ପାର୍ଟି ଉତ୍ସବରେ ଏହି ଅଭିନେତ୍ରୀମାନେ ମଦ ନିଶାରେ ପାଗଳ ହୋଇରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଏପରି ନଶାରେ ପାଗଳ ଥାଆନ୍ତି, ଏପରି କି ବିନା ନିଶାରେ ଏମାନେ ରହିପାରନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ବଲିଉଡ଼ରେ ଏପରି ଚାରିଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଶା ସେବନ ନକରି ରହିପାରନ୍ତି ନାହିଁ ଏବଂ ଏମାନେ ଅଧିକାଂଶ ସମୟ ନିଶାରେ ବୁଢି ରହିଥିବାର ଦେଖାଯାଏ ।

ସୁଶ୍ମିତା ସେନ୍ :

ବଲିଉଡ଼ଏ ଜଣାଶୁଣା ଅଭିନେତ୍ରୀ ସୁଶ୍ମିତା ସେନ୍ ନିଜ ସମୟର ଖୁବ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସୁଶ୍ମିତା ସେନଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ୍କ ହୋଇସାରିଛି । ଏହି ଅଭିନେତ୍ରୀମାନେ ବର୍ତ୍ତମାନ ସୁଦ୍ଧା ଅବିବାହିତା ଅଛନ୍ତି । ଚଳଚିତ୍ର ପରଦାରେ ଏହି ଅଭିନେତ୍ରୀଙ୍କ ଅଭିନୟକୁ ସମସ୍ତ ଦର୍ଶକ ଖୁବ ପସନ୍ଦ କରୁଥିଲେ । ଆପଣଙ୍କୁ ସୂଚାଇଦେଉଛୁ ଯେ ଏହି ଅଭିନେତ୍ରୀ ଜଣକ ମଦରେ ବିଭୋର ହୋଇରହିଥାନ୍ତି । ସେ ଅଧିକାଂଶ ସମୟରେ ପାର୍ଟି ଓ ଉତ୍ସବଗୁଡିକରେ ମଦ ପିଉଥିବାର ନଜର ମଧ୍ୟ ସାମ୍ନାକୁ ଆସିଛି । ତାଙ୍କୁ ଅନେକ ଥର ମଦ୍ୟପାନ କରୁଥିବାର ଦେଖାଯାଏ ।

ମନୀଷା କୋଈରାଲା :

ମନୀଷା କୋଈରାଲାଙ୍କୁ ତାଙ୍କ ଅଭିନୟ ପାଇଁ ବହୁତ ପସନ୍ଦ କରାଯାଉଥିଲା । ନିଜର ଅଭିନବ ଅଭିନୟ “ମନ୍” ଚଳଚ୍ଚିତ୍ର ମାଧ୍ୟମରେ ହଠାତ୍ ନାମ ଅର୍ଜନ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଆମୀର ଖାଁଙ୍କ ସହ ନଜର ଆସିଥିଲେ । ଆପଣଙ୍କୁ ସୁଚାଇ ଦେଉଛୁ ଯେ ମନୀଷା କୋଈରାଲାଙ୍କ ବିବାହିତ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ ତାଙ୍କ ବିବାହର ଅଳ୍ପ କେତେ ଦିନ ମଧ୍ୟରେ ଦାମ୍ପତ୍ୟ ଜୀବନ ଫାଟ ସୃଷ୍ଟି ହୋଇଥିଲା ଓ ବୈବାହିକ ଜୀବନରେ ଚିରଦିନ ପାଇଁ ଫାଟ ପଡିଯାଇଥିଲା । ଏହି କାରଣରୁ ମନୀଷା ମଦ ଓ ସିଗାରେଟ ପିଇବାର ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କୁ ଅଧିକାଂଶ ସମୟରେ ପାର୍ଟିଗୁଡିକରେ ନିଶାରେ ପାଗଳ ହୋଇଥିବାର ଦେଖିବାକୁ ମିଳିଥାଏ ।

କରିନା କପୂର :

ସୈଫ ଅଲି ଖାଁଙ୍କ ପତ୍ନୀ କରିନା କପୂର ପ୍ରତିଦିନ କୌଣସି ନା କୌଣସି କାରଣ ବଶତଃ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି ଏବଂ କରିନା କୌଣସି ନା କୌଣସି କାରଣରୁ ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି । ସେ ଅଧିକାଂଶ ସମୟରେ ଏପରି ଅବସ୍ଥାରେ ଦେଖାଯାନ୍ତି ।

ପୂଜା ଭଟ୍ଟ :

ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟଙ୍କୁ କିଏ ବା ନ ଜାଣେ ? ପୂଜା ଭଟ୍ଟ ଅଧିକ ପରିମାଣରେ ନିଶା ଦ୍ରବ୍ୟ ସେବନ କରନ୍ତି । କୁହାଯାଏ ଯେ ଏହି ଅଭିନେତ୍ରୀ ୨୪ ଘଣ୍ଟା ମଦ ନିଶାରେ ରୁହନ୍ତି । ଏହି କାରଣରୁ ବର୍ତ୍ତମାନ ତାଙ୍କର ଶାରୀରିକ ଅବସ୍ଥା ଅଧିକ ଅସୁସ୍ଥତାର କାରଣ ହେବାରେ ଲାଗିଛି ।

ଆମିଷା ପଟେଲ :

ଫିଲ୍ମ “କାହୋ ନା ପ୍ୟାର ହେ” ଚଳଚିତ୍ର ମାଧ୍ୟମରେ ବଲିଉଡକୁ ଡେବ୍ୟୁ କରିଥିବା ଅଭିନେତ୍ରୀ ଅମିଷା ପଟେଲ ନିଜ ଜବରଦସ୍ତ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । କିନ୍ତୁ ସମୟରେ ଚକ୍ରବିହ୍ୟୁରେ ସେହି ପ୍ରସିଦ୍ଧ ଅଭିନେତ୍ରୀ ଆଜି ମଦ୍ୟପାନରେ ନିଜ କ୍ୟାରିୟରକୁ ନଷ୍ଟ କରିଦେଇଛନ୍ତି । ତାଙ୍କୁ ଅନେକ ସମୟରେ ମଦ୍ୟପାନ କରି ସର୍ବସାଧାରଣ ସ୍ଥାନରେ ଲଜ୍ଜାଜନକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।

Be the first to comment

Leave a Reply

Your email address will not be published.


*