ସାହାସି କୁକୁର ନିଜ ଜୀବନକୁ ବାଜି ଲଗାଇ ରକ୍ଷା କରିଲା ଶିଶୁଟିର ଜୀଵନ, ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ, ଭିଡ଼ିଓ ଦେଖନ୍ତୁ…..

ଆପଣ ନିଶ୍ଚିତ ଭାବେ ଅନେକ ଚଳଚ୍ଚିତ୍ର ମାନଙ୍କରେ ଦେଖିଥିବେ କି ଏହିପରି ମଧ୍ୟ ଅନେକ ପ୍ରାଣୀ ରହିଥାନ୍ତି ଯେଉଁମାନେ ମନୁଷ୍ୟର ଭଲ ବନ୍ଧୁ ହୋଇଯାଆନ୍ତି । ପଶୁ ଯେତେ ବିପଦଜନକ ହେଉନା କାହିଁକି ପରନ୍ତୁ ସେମାନଙ୍କୁ ଯେଉଁଠାରେ ସ୍ନେହ-ପ୍ରେମ ମିଳିଥାଏ ସେମାନେ ସେଠାରେ ରହିଯାଇଥାନ୍ତି । ସେମାନେ ତାଙ୍କ ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣ ମାନେ “ତେରୀ ମେହେରବାନିୟା” ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖିଥିବେ । ଆପଣଙ୍କ ଜ୍ଞାତ ଥିବ କି ସେହି ଚଳଚ୍ଚିତ୍ରରେ ଗୋଟିଏ କୁକୁର ଥିଲା ଯିଏକି ଜ୍ୟାକି ଶ୍ରାଫଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିଲା ।

କୁକୁର ମାନେ ବିଶ୍ୱସ୍ତ ସହିତ ସାହସୀ ମଧ୍ୟ ହୋଇଥାନ୍ତି

ଯଦି ପଶୁମାନଙ୍କ ବିଷୟରେ କୁହାଯାଏ ତେବେ କୁକୁର ସର୍ବଦା ମନୁଷ୍ୟ ମାନଙ୍କ ପ୍ରତି ବିଶ୍ୱସ୍ତ ରହିଆସିଛି । ବୋଧ ହୁଏ ଏହି କାରଣ ହେତୁ ହିଁ ଗୃହପାଳିତ ପଶୁ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ କୁକୁରମାନେ ହିଁ ଦୃଶ୍ୟମାନ ହୋଇଥାନ୍ତି । କୁକୁର ମାନଙ୍କ ବିଷୟରେ କୁହାଯାଇଥାଏ କି କୁକୁରମାନେ କେବଳ ବିଶ୍ୱସ୍ତ ହେବା ସହିତ ବହୁତ ସାହସୀ ମଧ୍ୟ ହୋଇଥାନ୍ତି । ସେମାନେ ସମୟ ସମୟରେ ନିଜର ସାହସର ପରିଚୟ ଦେଇଥାନ୍ତି । କୁକୁର ମାନେ କେତେ ମାତ୍ରାରେ ବିଶ୍ୱସ୍ତ ହୋଇଥାନ୍ତି ତାହାର ଅନୁମାନ ଆପଣ ଏହି ଭିଡିଓ ଦେଖି ଜାଣିପାରିବେ ।

ଅନେକ ଭିଡ଼ିଓକୁ ମିଶାଇ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଛି

ନିକଟ ଅତୀତରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନେକ ଗୃହପାଳିତ ପଶୁଙ୍କ ଭିଡିଓ ରହିବା ସହିତ ଗୋଟିର କୁକୁରର ମଧ୍ୟ ଭିଡିଓ ରହିଛି ଯାହା ଜଣେ ମାଲିକଙ୍କ ପାଇଁ ଏହିପରି କିଛି କରିଥାଏ, ଯାହା କୌଣସି ମଣିଷ ମଧ୍ୟ ବୋଧହୁଏ ତତ୍ପରତା ସହକାରେ କରିନଥାଏ । ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇ ପାରୁଛି କି କିଛି ଚୋର ଚୋରି କରିବା ପାଇଁ ଗୋଟିଏ ଘରେ ପଶିଥାନ୍ତି । ସେମାନେ ଚୋରି କରିବା ସମୟରେ ଦୁଇଟି କୁକୁର ସେଠାରେ ପହଞ୍ଚନ୍ତି । କୁକୁରମାନେ ଚୋରକୁ ଚୋରି କରିବାକୁ ପ୍ରତିରୋଧ କରନ୍ତି ।

କୁକୁରମାନେ ଚୋରମାନଙ୍କୁ ପଳାୟନ କରିବାକୁ ବାଧ୍ୟ କରନ୍ତି

ଚୋରମାନେ ମଧ୍ୟ ନିଜ ସହିତ ବନ୍ଧୁକ ନେଇଥାନ୍ତି, ଯାହା ଦ୍ୱାରା ସେମାନେ କୁକୁରକୁ ଭୟଭୀତ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ କୁକୁରମାନେ ସାହସୀ ହୋଇଥାନ୍ତି, ସେମାନେ ଭୟ କରନ୍ତି ନାହିଁ । ଶେଷରେ କୁକୁରମାନଙ୍କ ସାହସିକତା ସାମ୍ନାରେ ଚୋରମାନଙ୍କୁ ହାର ମାନିବାକୁ ପଡିଥାଏ । ଏହି ଭିଡିଓ କେଉଁ ସ୍ଥାନର ଅଟେ, ସେହି ବିଷୟରେ ଜଣା ପଡ଼ି ନାହିଁ । କିନ୍ତୁ ଏହି ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ କି କୁକୁରମାନେ ସବୁଠାରୁ ବିଶ୍ୱସ୍ତ ଏବଂ ସାହସୀ ପ୍ରାଣୀ ଅଟନ୍ତି ।

ଭିଡ଼ିଓ ଦେଖନ୍ତୁ

Be the first to comment

Leave a Reply

Your email address will not be published.


*