ଏକ୍ତା କପୁରଙ୍କ ” ଗନ୍ଦି ବାତ୍ ” ସିଜନ୍ ୫ର ଅନ୍ତରଙ୍ଗ ଦୃଶ୍ୟ ହୋଇଛି ଲିକ୍, ରୋମାନ୍ସ ନାମରେ ଅତିକ୍ରମ କରିଛି ସମସ୍ତ ସୀମା ।

ଏକ ସମୟ ଥିଲା ଯେତେବେଳେ ଏକତା କପୁର ପାରିବାରିକ ଟିଭି ସିରିଏଲ ତିଆରି କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଉଭୟ ଫିଲ୍ମ ଏବଂ ୱେବ ସିରିଜ ନିର୍ମାଣ କରୁଛନ୍ତି । ୱେବ ସିରିଜ ପାଇଁ ସେ ଏଏଲଟି ବାଲାଜୀ ନାମକ ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । ଏହି ପ୍ରଡକ୍ସନ ହାଉସ ରେ ଅଧିକାଂଶ ଯୁବକ / ଯୁବତୀଙ୍କୁ ଟାର୍ଗେଟ କରି ଆଡ଼ଲଟ ଫିଲ୍ମ ତିଆରି କରାଯାଏ ।
ଏଥିରେ ତାଙ୍କର ” ଗନ୍ଦି ବାତ ” ସିରିଜ ବହୁତ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଏହି ସିରିଜର ପଞ୍ଚମ ସିଜନ ” ଗନ୍ଦି ବାତ ସିଜିନ ୫ ” ଆସୁଛି ।

ଲିକ୍ ହେଲା ଗନ୍ଦି ବାତ୍ ସିଜନ ୨ର ସିନ୍

” ଗନ୍ଦି ବାତ ସିଜିନ ୫ ” କୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ସେମାନେ ଏହି ଶୋ ‘ ର ଗୋଟେ ଝଲକ ପାଇବାକୁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଏହି ସିଜିନର ପ୍ରିମିୟର ପାଇଁ ଟିକିଏ ସମୟ ତ ଲାଗିବ କିନ୍ତୁ ସିଜିନ ର ସୁଟିଂର ଏକ ଭିଡିଓ ଅନଲାଇନରେ ଲିକ ହୋଇଛି । ଏହି ଭିଡିଓରେ ଅଭିନେତା ଲକ୍ଷ୍ୟ ହଣ୍ଡା ଓ ଅଭିନେତ୍ରୀ ଆଲୟା ସିଂ ଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।

ଏହି ଭିଡିଓରେ ଲକ୍ଷ୍ୟ ଓ ଆଲୟା ପରସ୍ପର ସହିତ ବେଡ୍ ଉପରେ ଇଣ୍ଟିମେଟ ହେଉଥିବା ଦେଖିବାକୁ ମିଳିଛି । ଏହି ସିନ୍ ବହୁତ ବୋଲ୍ଡ ଏବଂ ଆଡ଼ଲ୍ଟ ହୋଇଛି ।

ଅକ୍ଟୋବର ୮ ରୁ ଅଲଟ ବାଲାଜୀ ଆପରେ ” ଗନ୍ଦି ବାତ ସିଜିନ ୫ ” ଷ୍ଟ୍ରିମ ହେବ । ଏହି ସିଜିନ କୁ ଦେଖିବା ପାଇଁ ଆପଣ ଙ୍କୁ ଏହାର ସଦସ୍ୟତା ଗ୍ରହଣ କରିବାକୁ ପଡିବ । ସୋସିଆଲ ମିଡିଆରେ ଏହି ସିଜିନ ର ଟ୍ରେଲରକୁ ଅତନ୍ତ୍ୟ ପସନ୍ଦ କରାଯାଉଛି । ଏହା କହିବା ଉଚିତ ହେବ ଯେ ଏହା ପୂର୍ବରୁ ସମସ୍ତ ସିଜନ ଗୁଡିକୁ ମଧ୍ୟ ଅନେକଥର ଦେଖାଯାଇଛି କିନ୍ତୁ ଏହିପରି ବିଷୟବସ୍ତୁ ପରିବେଷଣ ପାଇଁ କିଛି ଲୋକ ଏକତା କପୁରଙ୍କୁ ମାଡ ମଧ୍ୟ ମାରିଥିଲେ ।

Be the first to comment

Leave a Reply

Your email address will not be published.


*