ଯଦି ଆପଣଙ୍କ ପାଖରେ ମଧ୍ୟ ଅଛି ଏହିପରି ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା; ତେବେ ଗୋଟିଏ ମୁଦ୍ରା ପରିବର୍ତ୍ତେ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା…

ଭାରତରେ ବିମୁଦ୍ରିକରଣ ସମୟ ଆପଣଙ୍କର ନିଶ୍ଚୟ ମନେଥିବ । ସେହି ସମୟ ମଧ୍ୟରେ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରି ଦିଆଯାଇଥିଲା ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଯାଇଛି । ଲୋକମାନେ ବର୍ତ୍ତମାନ ଅନଲାଇନ୍ ଟ୍ରାନ୍ସଜାକ୍ସନ କରୁଛନ୍ତି । ବିଶେଷକରି ବର୍ତ୍ତମାନ ସମୟରେ ମୁଦ୍ରାର ବ୍ୟବହାର ବହୁତ କମ୍ ମାତ୍ରାରେ ହେଉଅଛି । ଏହି ମଧ୍ୟରେ ଏକ ବିଶେଷ ମୁଦ୍ରାର ଚାହିଦା ଅତ୍ୟନ୍ତ ବୃଦ୍ଧି ପାଇଯାଇଛି । ଯଦି ଆପଣଙ୍କ ପାଖରେ ଏହି ପ୍ରକାରର ମୁଦ୍ରା ରହିଛି, ତେବେ ଆପଣ ଗୋଟିଏ ଝଟକାରେ ଲକ୍ଷପତି ହୋଇପାରିବେ । ତାହା ହେଉଛି ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା । ଏହି ମୁଦ୍ରାର ବିକ୍ରି ଅନଲାଇନରେ ହେଉଅଛି । ଆପଣ ଏହାକୁ ବିକ୍ରିକରି ଲକ୍ଷପତି ହୋଇପାରିବେ । ଆସନ୍ତୁ ଆପଣଙ୍କୁ ସେହି ବିଷୟରେ ଜଣାଇବୁ ଏବଂ ଆପଣ ଏହାକୁ କେଉଁଠାରେ ବିକ୍ରି କରିବେ ।

ଯେଉଁଦିନ ଠାରୁ ବିଶ୍ୱରେ କରୋନା ବ୍ୟାପିଅଛି, ସେହିଦିନ ଠାରୁ ବେରୋଜଗାରୀ ଅତ୍ୟନ୍ତ ମାତ୍ରାରେ ବୃଦ୍ଧି ପାଇଯାଇଛି । ଅନେକ ଲୋକଙ୍କର ଚାକିରୀ ଚାଲିଯାଇଥିବା ବେଳେ ଆଉ କେତେଙ୍କର ଦରମା ଅଧା ହୋଇଯାଇଛି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ସହଜରେ ୧୦ ଲକ୍ଷ ରୋଜଗାର କରିବାର ଉପାୟ ବିଷୟରେ କହିବାକୁ ଯାଉଛୁ ।

ଲୋକମାନଙ୍କୁ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଅନେକ ସମୟ ଲାଗି ଯାଇଥାଏ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଟଙ୍କା ରୋଜଗାର କରିବାର ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ସହଜରେ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଏହି ସମୟରେ ମାର୍କେଟରେ ବିଶେଷ ପ୍ରକାରର ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରାର ଚାହିଦା ରହିଛି । ଏହି ମୁଦ୍ରାଗୁଡିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇପାରିବ । ଏହା ସେହି ମୁଦ୍ରା ଅଟେ, ଯେଉଁଥିରେ ମାତା ବୈଷ୍ଣଦେବୀଙ୍କର ଫୋଟ ରହିଥାଏ ।

ଏହି ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରାକୁ ୨୦୦୨ ମସିହାରେ ଜାରି କରାଯାଇଥିଲା । ଏହି ମୁଦ୍ରାଗୁଡିକର ଚାହିଦା ସାଂପ୍ରତିକ ସମୟରେ ବହୁତ ଅଧିକ ରହିଛି । ମାତା ବୈଷ୍ଣଦେବୀଙ୍କର ଫୋଟ ଥିବା ଯୋଗୁଁ ଭାରତର କେତେକ ଲୋକମାନେ ଏହାକୁ ଅତ୍ୟନ୍ତ ଭାଗ୍ୟବାନ ବୋଲି ମନେକରୁଛନ୍ତି ।

ଏଭଳି ପରିସ୍ଥିତିରେ ସେମାନେ ଏହି ମୁଦ୍ରାକୁ ୧୦ ଲକ୍ଷ ଟଙ୍କା ଦେଇ କିଣିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏହି ମୁଦ୍ରା ମିଳୁନାହିଁ । ଶୁଭ କାମନାର ସଙ୍କେତ ରୂପେ ବିବେଚନା କରାଯାଉଥିବା ଏହି ମୁଦ୍ରାକୁ କେତେକ ଧନୀ ସଂପ୍ରଦାୟର ଲୋକମାନେ ନିଜକୁ ଭାଗ୍ୟବାନ ବୋଲି ମନେକରି ନିଜ ପାଖରେ ରଖିଥାନ୍ତି ।

ଯଦି ଆପଣଙ୍କ ପାଖରେ ଏହିପରି ୫ ଟଙ୍କିଆ କିମ୍ବା ୧୦ ଟଙ୍କିଆ ମୁଦ୍ରା ଅଛି, ଯେଉଁଗୁଡିକ ପଛରେ ମାତ୍ର ବୈଷ୍ଣଦେବୀଙ୍କର ଫୋଟଚିତ୍ର ରହିଛି, ତେବେ ଆପଣ ଏହାକୁ ଇଣ୍ଡିଆମାର୍ଟ ସାଇଟରେ ବିକ୍ରି କରିପାରିବେ । ସେହି ସାଇଟରେ ଲୋକମାନେ ଏହିପରି ମୁଦ୍ରା ପାଇଁ ସର୍ଚ୍ଚ କରୁଛନ୍ତି ।

ବାସ୍ତବରେ ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପୁରୁଣା ଜିନିଷ ରଖିବାକୁ ବହୁତ ଭଲ ପାଆନ୍ତି । ଇଣ୍ଡିଆମାର୍ଟକୁ ଏହିପରି ଜିନିଷ ସର୍ଚ୍ଚ କରିବାକୁ ଅନେକ ଲୋକ ଆସନ୍ତି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଏହିପରି ମୁଦ୍ରା ଅଛି, ତେବେ ୧୦ ଲକ୍ଷ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବାର ପଥ ପରିଷ୍କାର ହୋଇପାରିବ ।

Be the first to comment

Leave a Reply

Your email address will not be published.


*