ଟଙ୍କା ପାଇଁ ଏହି କଳାକାର ମାନେ ନିଜ ପ୍ରକୃତ ପ୍ରେମ ସହ କଲେ ଛଳନା !

ଟେଲିଭିଜନର ପ୍ରସିଦ୍ଧ ଶୋ’ରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜର ପ୍ରକୃତ ପ୍ରେମକୁ ଛାଡ଼ି ଦେଇଛନ୍ତି କିନ୍ତୁ ଏପରି କେଉଁ ଟିଭି କଳାକାର ଅଛନ୍ତି ଯେଉଁମାନେ ଟଙ୍କା ପାଇଁ ନିଜ ପ୍ରକୃତ ପ୍ରେମକୁ ଛାଡ଼ି ଦେଇଥିଲେ, ଗ୍ଲେମର ଜଗତରେ ଆଜି ଫିଲ୍ମୀ ଓ ଟିଭି କଳାକାର ଏହା ଭୁଲି ଯାଉଛନ୍ତି ଯେ, ପ୍ରେମ କଣ ଅଟେ, ଯାହାକୁ ମିଳୁଛି ତାହା ପାଇଁ ଏକ ମୂଲ୍ୟବାନ ଉପହାର କିଛି ଲୋକଙ୍କ ପାଇଁ ଏହି ସମ୍ପର୍କର କୌଣସି ମହତ୍ତ୍ୱ ରହିନଥାଏ । ଭଗବାନ ସମସ୍ତଙ୍କୁ ପ୍ରକୃତ ପ୍ରେମ ଦେଇନଥାନ୍ତି, କିନ୍ତୁ ଏହି କଳାକାର ମାନଙ୍କ ପାଇଁ ଜୀବନରେ ପ୍ରେମ ଏକ ଖେଳ ଅଟେ । ଆଜି ଆମେ ଏପରି କିଛି କଳାକାରଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଅନ୍ୟ କିଏ ମିଳିଯିବା ପରେ ନିଜ ପ୍ରକୃତ ପ୍ରେମକୁ ଛାଡ଼ି ଦେଇଥିଲେ ।

କରନ୍ ସିଂହ ଗ୍ରୋବର

ଟେଲିଭିଜନ ଶୋ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି କରନ ସିଂହ ଗ୍ରୋବର । ଯିଏ ଗୋଟିଏ ନୁହେଁ ବରଂ ୩ଟି ବିବାହ କରିଛନ୍ତି । ସବୁଠାରୁ ପ୍ରଥମେ ସେ ଶ୍ରଦ୍ଧା ନିଗମକୁ ବିବାହ କରିଥିଲେ ପରେ ତାକୁ ଛାଡ଼ପତ୍ର ଦେଇ ନିଜ ଟିଭି ସିରିଏଲ ଅଭିନେତ୍ରୀ ଜେନିଫର ୱିନଗେଣ୍ଟକୁ ଛାଡପତ୍ର ଦେଇ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିନେଲେ, ଯେଉଁମାନଙ୍କ ମଧ୍ୟରୁ ସେ ଦୁଇଜଣଙ୍କୁ ଛାଡପତ୍ର ଦେଇ ବର୍ତ୍ତମାନ ବିପାଶା ବସୁଙ୍କ ସହିତ ବର୍ତ୍ତମାନ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

ଏଜାଜ୍ ଖାନ୍

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଏଜାଜ୍ ଖାନ୍ ମଧ୍ୟ ଆଉ କାହାକୁ ବିବାହ କରିନେଲେ । ସେ ଟିଭି ସିରିଏଲରେ ଓ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦର୍ଶକ ମାନଙ୍କ ମଧ୍ୟରେ ତାଙ୍କୁ ଟିଭି ଶୋ ଜରିଆରେ ବହୁତ ପସନ୍ଦ କରାଗଲା, କିନ୍ତୁ ତାଙ୍କ ଅଫେୟାର ଟିଭିର ଜଣାଶୁଣା ଅଭିନେତ୍ରୀ ଅନିତା ହସନନ୍ଦାନୀ ସହିତ ଥିଲା । କିଛି ସମୟ ପରେ ଏଜାଜ୍ ଅନିତାକୁ ଛାଡ଼ିଦେଲେ ଓ ଆଉ କାହାକୁ ବିବାହ କରିଥିଲେ ।

ଶରଦ ମଲହୋତ୍ରା

ଶରଦ ମଲହୋତ୍ରା ଓ ଦିବ୍ୟାଙ୍କା ତ୍ରିପାଠୀଙ୍କ ବହୁତ ସୁନ୍ଦର ଯୋଡ଼ି ମଧ୍ୟରେ ଏକ ଥିଲା । କିନ୍ତୁ ଏମାନଙ୍କ ଯୋଡ଼ି ମଧ୍ୟ ଅଲଗା ହୋଇଯାଇଛି । ଦିବ୍ୟାଙ୍କା ତ୍ରିପାଠୀଙ୍କ ବିବାହ ହୋଇସାରିଛି, ସେପକ୍ଷରେ ଲୋକଙ୍କ ପ୍ରେମ ଟିଭି ଶୋ “ବନୁ ମେ ତେରୀ ଦୁଲହନ୍” ସେଟରୁ ଆରମ୍ଭ ହୋଇଥିଲା । ଦିବ୍ୟାଙ୍କାଙ୍କ ସହିତ ସମ୍ପର୍କରେ ରହି ମଧ୍ୟ ପୂଜାଙ୍କୁ ଡେଟ୍ କରୁଥିଲେ । ଶରଦ ଦୁହିଁଙ୍କ ସହିତ ଛଳନା କରି ରିପସି ଭାଟିୟାଙ୍କ ସହ ବିବାହ କରିନେଲେ ।

ଅବିନାଶ ସଚଦେବ

ଜି ଟିଭିର ପ୍ରସିଦ୍ଧ ଧାରାବାହିକ ଛୋଟୀ ବୋହୂରେ ଅବିନାଶ ସଚଦେବ ଓ ଅଭିନେତ୍ରୀ ରୁବିନାଙ୍କ ଯୋଡି ଖୁବ୍ ଭଲ ଥିଲା । ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ଏଥିରୁ ପୁରା ମିଡ଼ିଆ ପରିଚିତ ଥିଲେ । କିନ୍ତୁ ଅବିନାଶ ରୁବିନାଙ୍କ ସହିତ ଛଳନା କରି ଅନ୍ୟ କାହାକୁ ବାହା ହୋଇଗଲେ ।

Be the first to comment

Leave a Reply

Your email address will not be published.


*