କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋ ତ ନାରଙ୍ଗୀ ରଙ୍ଗର ପରଦା…. ଚାଲନ୍ତୁ ଦେଖିବା ଭିତରୁ କିପରି ଦେଖାଯାଏ ମନୋଜ ତିୱାରୀଙ୍କ ଘର

ମନୋଜ ତିୱାରୀଙ୍କ ଘର: ମନୋଜ ତିୱାରୀ ଭୋଜପୁରୀ ମନୋଜରଞ୍ଜନ ଜଗତ ରୁ ଆସି ରାଜନୀତି ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗାୟକ ରୁ ନାୟକ ଏବଂ ଅଭିନେତା ରୁ ରାଜନେତା ପଲଟିଥିବା ମନୋଜ ତିୱାରୀ ବିଜେପି ରୁ ଟିକେଟ ପାଇ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ସେ ଦିଲ୍ଲୀ ପରି ରାଜ୍ୟର ଅଧ୍ୟକ୍ଷ ଭଳି ପଦକୁ ମଧ୍ୟ ସମ୍ଭାଳିଛନ୍ତି । ମନୋଜ ତିୱାରୀ ଏବେ ଦିଲ୍ଲୀ ରେ ହିଁ ରହୁଛନ୍ତି । ଚାଲନ୍ତୁ ଦେଖିବା ଭିତରୁ କିପରି ଦେଖାଯାଏ ମନୋଜ ତିୱାରୀଙ୍କ ଘର ।

ମନୋଜ ତିୱାରୀ ବାସ୍ତବରେ ବିହାରର କୈମୁର ଜିଲ୍ଲାର ଅଧିବାସୀ ।

ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପିର ପ୍ରାର୍ଥୀ ଭାବେ ଦ୍ଵିତୀୟ ଥର ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି ।

ମନୋଜ ତିୱାରୀ ଯେଉଁ ବଙ୍ଗଳାରେ ବାସ କରନ୍ତି, ସେ ବଙ୍ଗଳାଟି ସରକାରୀ ନିବାସ ଅଟେ ।

ମନୋଜ ତିୱାରୀ ନିଜ ଘରକୁ ଅତ୍ୟନ୍ତ ସୁନ୍ଦର ରୂପେ ସଜାଇଛନ୍ତି ।

ଘରର କାନ୍ଥରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖାଯାଏ ।

ମନୋଜ ତିୱାରୀ ଘରେ ନାରଙ୍ଗୀ ରଙ୍ଗର ପରଦା ଲଗାଇଛନ୍ତି ।

ମନୋଜ ତିୱାରୀଙ୍କ ଘରେ ଅତି ସୁନ୍ଦର ସୋଫା ମଧ୍ୟ ରହିଛି ।

ସଙ୍ଗୀତ ମନୋଜ ତିୱାରୀଙ୍କ ପ୍ରଥମ ପ୍ରେମ ଅଟେ ।

ସଙ୍ଗୀତ ପାଇଁ ମନୋଜ ତିୱାରୀ ନିଜ ଘରେ ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠାରେ ସେ ରିଆଜ କରନ୍ତି ।

ମନୋଜ ତିୱାରୀଙ୍କ ବଙ୍ଗଳାରେ ବଡ଼ ବଗିଚା ରହିଛି ।

ବଙ୍ଗଳାର ସେହି ବଗିଚାରେ ସେ ୱାର୍କଆଉଟ୍ କରନ୍ତି ।

ପ୍ରକାଶ ଥାଉକି, ମନୋଜ ତିୱାରୀଙ୍କ ଦିଲ୍ଲୀରେ ମଧ୍ୟ କେତେକ ନିବାସ ରହିଛି ।

ଦିଲ୍ଲୀ ବ୍ୟତୀତ ମୁମ୍ବାଇରେ ମଧ୍ୟ ତାଙ୍କର ଘର ରହିଛି ।

ମନୋଜ ତିୱାରୀ ନିଜ ନିର୍ବାଚନୀ ଆଫିଡେଭିଟରେ ତାଙ୍କ ପାଖରେ ୨୪ କୋଟିରୁ ଅଧିକ ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଇଛନ୍ତି ।

ମନୋଜ ତିୱାରୀଙ୍କ ଗାଡି ପ୍ରତି ମଧ୍ୟ ସୌକ ରହିଛି । ତାଙ୍କ ପାଖେ ‘ଅଡି’ ଠାରୁ ଆରମ୍ଭ କରି ‘ମରସିଡିଜ’ ପର୍ଯ୍ୟନ୍ତ ଗାଡି ରହିଛି ।

ମନୋଜ ତିୱାରୀଙ୍କ ଘର ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ନିଆଯାଇଛି ।

Be the first to comment

Leave a Reply

Your email address will not be published.


*