ଯେଉଁ ମହିଳାମାନଙ୍କର ଏହି ଗୁଣ ଅଛି ସେମାନଙ୍କ ସ୍ୱାମୀ ହୋଇଥାନ୍ତି ବହୁତ ଧନୀ । ସର୍ବଦା ଘରକୁ ଆଣନ୍ତି ଶୁଭଫଳ !

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ରୂପରେ ବିବେଚନା କରାଯାଏ । କୁହାଯାଏ ଯେ ଯେଉଁ ଘରେ ମହିଳାମାନେ ରୁହନ୍ତି ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । କୁହାଯାଏ ଯେ ଘରର ଭାଗ୍ୟ ବୋହୁ ଓ ଝିଅର ଭାଗ୍ୟ ସହିତ ଜଡିତ। କିନ୍ତୁ ଯେହେତୁ ସମସ୍ତେ ବିଶ୍ୱାସ କରନ୍ତି ଯେ ଝିଅମାନେ ପର ଧନ ହୋଇଥାନ୍ତି । ଦୁଇ ପରିବାରର ଭାଗ୍ୟ ଝିଅ ସହିତ ଜଡିତ ଅଟେ । ବିବାହ ପୂର୍ବରୁ ଝିଅଟି ତାଙ୍କ ପରିବାରର ସଦସ୍ୟ ଏବଂ ବିବାହ ପରେ ଶାଶୁଘରର ଯତ୍ନ ନାଇଥାଏ । ଗୋଟିଏ ଝିଅର ମୁଣ୍ଡରେ ଅନେକ ଦାଇତ୍ୱ ରହିଥାଏ। ତାଙ୍କର ଭାଗ୍ୟ ଶାଶୁଘରକୁ ପ୍ରଭାବିତ କରିଥାଏ। କିନ୍ତୁ ଝିଅର ଭାଗ୍ୟ ସ୍ୱାମୀ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଯଦି କୌଣସି ପୁଅ ଭଲ ଗୁଣର ଝିଅକୁ ବିବାହ କରେ, ତା’ହେଲେ ତାଙ୍କ ଭାଗ୍ୟର ତାଲା ଖୋଲିଯାଇଥାଏ । ତେବ ଯଦି ତାଙ୍କ ବିବାହ ଏକ ଭଲ ଗୁଣ ନଥିନ ଝିଅ ସହ ହୋଇଯାଏ ତେବେ ଭାବିନିଅନ୍ତୁ ଜୀବନଟି ବର୍ବାଦ । ଆଜି ଏହି ବିଷୟରେ ଆମେ ଆପଣଙ୍କୁ ଝିଅମାନଙ୍କରେ ଉପସ୍ଥିତ ଥିବା ଏପରି କିଛି ଗୁଣ ବିଷୟରେ କହିବାକୁ ଯାଉଛୁ ଯାହା ସ୍ୱାମୀଙ୍କ ଜୀବନରେ ଶୁଭଫଳ ଆଣିଥାଏ । ଚାଲନ୍ତୁ ଜାଣିବା ସେହି ଗୁଣଗୁଡ଼ିକ କଣ କଣ ।

ଏହି ଗୁଣ ଥିବା ମହିଳାମାନେ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ଅଟନ୍ତି :-

newstrend

କୁହାଯାଏ ଯେ ଯେଉଁ ମହିଳାମାନେ ପୂଜାପାଠ କରିବାକୁ ଭଲ ପାଆନ୍ତି ଏବଂ ଯାହାଙ୍କର ମନ ପୂଜାପାଠରେ ଅଧିକ ଲାଗିଥାଏ, ଏପରି ମହିଳାଙ୍କ ସ୍ୱାମୀଙ୍କ ପାଖରେ ଟଙ୍କା ଅଭାବ ହୁଏ ନାହିଁ । ଆହୁରି ମଧ୍ୟଯେ ସ୍ୱାମୀ ଯାହା କାମ କରନ୍ତି ସେଥିରେ ତାଙ୍କୁ ସଫଳତା ମିଳିଥାଏ । ସେମାନେ ବିବାହିତ ଜୀବନରେ ମଧ୍ୟ ଖୁସି ରହିଥାନ୍ତି ।

​ଯେଉଁ ମହିଳାମାନଙ୍କ ସ୍ଵଭାଵ ଶାନ୍ତ ହୋଇଥାଏ ଏବଂ ଯେଉଁମାନେ ନିଜର କ୍ରୋଧକୁ ନ ହରାଇ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିଥାନ୍ତି । ଏହି ମହିଳାଙ୍କ ସ୍ୱାମୀଙ୍କ ଜୀବନ ସୁଖ ମୟ ରହିଥାଏ । ଯେଉଁ ସ୍ୱାମୀର ପତ୍ନୀଙ୍କ ସ୍ୱାଭାବ ଏପରି ହୋଇଥାଏ ସେମାନଙ୍କ ଘରେ ସର୍ବଦା ସୁଖ ଶାନ୍ତି ରହିଥାଏ । ଆହୁରି ମଧ୍ୟ ଏପରି ଲୋକଙ୍କ ପ୍ରତି ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

newstrend

ମହିଳାମାନଙ୍କ ଠାରେ ଦୟା ଭାବ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପ୍ରକୃତି ଥିବା ମହିଳାମାନଙ୍କ ଘରେ ସର୍ବଦା ଖୁସିର ବତାବରଣ ରହିଥାଏ । ଯେଉଁ ମହିଳାମାନେ ଦାନ କରିଥାନ୍ତି ସେମାନଙ୍କର କୌଣସି ଜିନିଷର ଅଭାବ ରୁହେ ନାହିଁ । ଏହି ମହିଳାଙ୍କ ସହିତ ହଜାର ହଜାର ଲୋକଙ୍କ ଆଶୀର୍ବାଦ ସାମିଲ ଥାଏ । ଏଥିପାଇଁ ତାଙ୍କ ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ ଏବଂ ଅର୍ଥର ଅଭାବ ରାହୀନଥାଏ ।

newstrend

ଯେଉଁ ମହିଳାମାନେ ବୃଦ୍ଧା ମାନଙ୍କର ସେବା କରନ୍ତି ଏବଂ ସେମାନଙ୍କୁ ସମ୍ମାନ କରନ୍ତି, ସେମାନଙ୍କ ଘରେ କଦାପି ଟଙ୍କାର ଅଭାବ ହୋଇ ନଥାଏ। ସେମାନଙ୍କର ସ୍ୱାମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଆନ୍ତି ଏବଂ ସେମାନେ ନିଜ ଦାମ୍ପତ୍ୟ ଜୀବନରେ ଖୁସି ରୁହନ୍ତି ।

ଯଦି ତୁମର ଜୀବନରେ ଏହି ଗୁଣ ବର୍ତା ଥିବା ମହିଳା ଅଛନ୍ତି, ତେବେ ବୁଝିନିଆନ୍ତୁ ତୁମେ ବହୁତ ଭାଗ୍ୟବାନ ଅଟ । କିମ୍ବା ଯଦି ତୁମେ ଏପରି ଜଣେ ମହିଳାଙ୍କୁ ଭଲ ପାଉଛ, ଯାହାଙ୍କ ପାଖରେ ଏହି ଗୁଣ ସବୁ ଅଛି ତେବେ ବିଳମ୍ବ ନକରି ତାଙ୍କୁ ବିବାହ କରନ୍ତୁ। ଉପରୋକ୍ତ ଗୁଣ ଥିବା ମହିଳାମାନେ ନିଜ ପରିବାର ଏବଂ ସ୍ୱାମୀ ପାଇଁ ବହୁତ ଭାଗ୍ୟବାନ ବୋଲି ବିବେଚନା କରାଯାଏ ।

Be the first to comment

Leave a Reply

Your email address will not be published.


*