ସବୁଦିନ ସ୍ଵାମୀ ନିଜ ଟିଫିନକୁ ଦେଇ ଦେଉଥିଲା ଭିକାରିକୁ, ସତ୍ୟତା ଜାଣିବା ପରେ ସ୍ତ୍ରୀ କରିଲେ ଏହିପରି କାର୍ଯ୍ୟ… ଯାହା କେହି ଭାବି ପାରିବେ ନାହିଁ ।

ସବୁଦିନ ସ୍ଵାମୀ ନିଜ ଟିଫିନକୁ ଦେଇ ଦେଉଥିଲା ଭିକାରିକୁ, ସତ୍ୟତା ଜାଣିବା ପରେ ସ୍ତ୍ରୀ କରିଲେ ଏହିପରି କାର୍ଯ୍ୟ… ଯାହା କେହି ଭାବି ପାରିବେ ନାହିଁ ।

ଦୁନିଆରେ ଏପରି କେତେକ ଘଟଣା ସମ୍ମୁଖକୁ ଆସିଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେଗୁଡ଼ିକ ବାସ୍ତବରେ ସତ୍ୟ ଅଟେ । ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ଏପରି ଏକ ଖବର ଆଣିଛୁ, ଯାହା ଆପଣମାନେ ବିଶ୍ଵାସ ହିଁ କରିପାରିବେ ନାହିଁ । ବୋଧହୁଏ ଆପଣ ନିଜ ଘରେ ଅନେକ ଥର ଦେଖିଥିବେ ଯେ ଆପଣଙ୍କ ମା, ଭଉଣୀ କିମ୍ବା ପତ୍ନୀ ଆପଣଙ୍କୁ ପ୍ରତିଦିନ ଏକ ପ୍ରକାରର ହିଁ ଭୋଜନ ଖାଇବା ପାଇଁ ଦେଇଥାନ୍ତି ଓ ଆପଣ ଚୁପଚାପ୍ ଖାଉଛନ୍ତି, ଏବଂ ପ୍ରାୟତଃ ଘରର ପୁଅମାନେ ବେଳେବେଳେ ଗୋଟିଏ ପ୍ରକାର ଖାଦ୍ୟ ସବୁଦିନ ସେବନ କରିବାକୁ ପସନ୍ଦ କରନ୍ତି ନାହିଁ । ଏହାକୁ କେନ୍ଦ୍ର କରି ପରିବାରରେ ପାଟିତୁଣ୍ଡ ହୋଇଥାଏ । ପରିଶେଷରେ ମାଆ କହିଥାଏ ଯେ, ବିବାହ କରି ବୋହୁ ନେଇ ଆସ ଓ ସେ ତୋତେ ସବୁଦିନ ନୂଆ ନୂଆ ଖାଦ୍ୟ ରୋଷେଇ କରି ପରଷିବ । ଅବଶ୍ୟ ଏହିପରି ସମସ୍ତଙ୍କ ସହିତ କେବେ ନା କେବେ ହୋଇଥାଏ । କିନ୍ତୁ ବାହାଘର ପରେ ଗୋଟିଏ ବ୍ୟକ୍ତିର ଅବସ୍ଥା କଣ ହୋଇଥାଏ ଏହା ଜଣେ ବ୍ୟକ୍ତି ହିଁ ବୁଝି ପାରିବ । କାରଣ ବାହାଘର ପରେ ବ୍ୟକ୍ତିର କାନ୍ଧ ଉପରେ ଘରର, ପରିବାରର ସମସ୍ତ ଦାୟିତ୍ଵ ଚାଲିଆସେ ।

Google

କିନ୍ତୁ ଏହି ଅନୁଛେଦରେ ଆମେ ଯେଉଁ ଘଟଣା କହିବାକୁ ଯାଉଛୁ, ସେହି ବ୍ୟକ୍ତି ସହ ଏପରି କିଛି ହୋଇନାହିଁ । ଘଟଣାଟି ଶୁଣିଲେ ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ଏହି ଘଟଣାଟି ଉତ୍ତର ପ୍ରଦେଶର ଅଟେ । ନିଜ ପତ୍ନୀକୁ କିଛି ନ କହି ମଧ୍ୟ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ହରାଇଛି । ଆସନ୍ତୁ ଜାଣିବା ପୁରା ଘଟଣାଟି କ’ଣ ଅଟେ ?

Google

ଆଜି ଆମେ ଆପଣଙ୍କୁ ଯେଉଁ ଘଟଣାଟି କହିବାକୁ ଯାଉଛୁ ତାହା ଏକ ସାମାନ୍ୟ ଘଟଣାରୁ ଆରମ୍ଭ ହୋଇ ପତ୍ନୀଙ୍କ ବିଚ୍ଛେଦରେ ଶେଷ ହେଉଛି । ବାସ୍ତବରେ ଘଟଣାଟି ଶ୍ରୀବସ୍ତବ ଓ ଆଶିଷଙ୍କ ମଧ୍ୟରେ । ଶ୍ରାବସ୍ତୀଙ୍କର ସ୍ଵାମୀ ଆଶିଷ ପ୍ରତିଦିନ ସକାଳୁ ସକାଳୁ ଟିଫିନ ନେଇ କାମକୁ ଚାଲି ଯାଉଥିଲେ । ଆଶିଷଙ୍କର ପତ୍ନୀ ତାଙ୍କୁ ସବୁଦିନ ଟିଫିନରେ ଗୋଟିଏ ପ୍ରକାରର ପାଣି କଖାରୁରେ ତିଆରି ତରକାରୀ ଦେଉଥିଲେ । ତଥାପି ଆଶିଷ କିଛି କହୁ ନ ଥିଲେ । ଏହା ପରେ ଶ୍ରାବସ୍ତୀ ନିଜ ସ୍ଵାମୀ ଉପରେ ସନ୍ଦେହ କଲେ । ଶ୍ରାବସ୍ତୀ ନିଜ ସ୍ଵାମୀକୁ ପାଖାପାଖି ୨୦ ଦିନ ହେବ ପାଣି କଖାରୁର ତରକାରି ଦେଉଥିଲେ କିନ୍ତୁ ଆଶିଷ ଅଫିସ ଯାଉଥିବା ସମୟରେ ସେହି ତରକାରି ଥିବା ଟିଫିନକୁ ଏକ ଭିକାରିକୁ ଦେଇ ଦେଉଥିଲେ । ଦିନେ ଶ୍ରାବସ୍ତୀ ଆଶିଷର ପିଛା କରିଲେ ଓ ସତ୍ୟତା ବିଷୟରେ ଜାଣି ପାରିଲେ ଓ ଶ୍ରାବସ୍ତୀ ଆଶିଷକୁ ସେହିଠାରେ ଧରିଲେ ।

ଏହା ପୂର୍ବରୁ ଆଶିଷ କିଛି କହିବେ ! ଭିକାରି ଜଣକ ଶ୍ରାବସ୍ତୀକୁ ଦେଖି ଦୁଇ ଚାରୋଟି ଶାୟରୀ କହିଦେଲେ । ଏହା ଶୁଣି ଶ୍ରାବସ୍ତୀଙ୍କୁ ଲାଗିଲା ଯେ, ତାଙ୍କୁ ତାଙ୍କର ଭଲ ପାଇବା ମିଳିଗଲା ଓ ସେହି ସମୟରେ ହିଁ ଶ୍ରାବସ୍ତୀ ଆଶିଷକୁ ଛାଡପତ୍ର ଦେବାକୁ ସ୍ଥିର କଲେ । ଭିକାରି ସହିତ ମନ୍ଦିରକୁ ଯାଇ ବିବାହ କରିନେଲେ । ବର୍ତ୍ତମାନ ସେହି ମନ୍ଦିର ସାମ୍ନାରେ ବସି ଦୁଇଜଣ ଭିକ ମାଗୁଛନ୍ତି । ସେଥିପାଇଁ କୁହାଯାଏ କି ଏହି ପୃଥିବୀରେ କିଛି ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *