ସ୍ୱାମୀ ନିଜ ସ୍ତ୍ରୀକୁ କେବେ ମଧ୍ୟ ଉପହାର ସଦୃଶ ଏହି ଜିନିଷ ଗୁଡ଼ିକୁ ଦିଅନ୍ତୁ ନାହିଁ, ଆସିପାରେ ଅକାଳ ମୃତ୍ୟୁ !

ନିଜ ସ୍ତ୍ରୀକୁ କେବେମଧ୍ୟ ଉପହାର ରୂପେ ଏହି ୫ଟି ଜିନିଷ ଦିଅନ୍ତୁ ନାହିଁ । ଅନ୍ୟଥା ଆପଣ ନିଜ ସ୍ତ୍ରୀକୁ ବହୁତ ଶୀଘ୍ର ହରାଇ ପାରନ୍ତି । ଏହିକଥା ତ’ ସମସ୍ତେ ଜାଣିଛନ୍ତି ଯେ, ସ୍ତ୍ରୀମାନଙ୍କୁ ଖୁସି କରିବା ପାଇଁ ସ୍ୱାମୀ ଉପହାର ସଦୃଶ ଅନେକ ଜିନିଷ ଦେଇଥାନ୍ତି । ଯେଉଁଥି କାରଣରୁ ସେହି ଦୁହେଁଙ୍କ ସମ୍ପର୍କ ମଧ୍ୟ ମଜବୁତ ହୋଇଥାଏ । ତାହା ସହିତ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ମଧ୍ୟ ବଢ଼ିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରାୟ ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ଯେଉଁ ଉପହାର ଦେଇଥାନ୍ତି ତାହା ଶୁଭ ନା ଅଶୁଭ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ଯେ, ସ୍ୱାମୀ ନିଜ ସ୍ତ୍ରୀଙ୍କୁ କିଛି ଏଭଳି ଜିନିଷ ଗୁଡ଼ିକୁ ଉପହାର ରୂପେ ଦେଲେ ସ୍ତ୍ରୀର ଆୟୁଷ କମି ଯାଇଥାଏ । ତାହା ସହିତ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ମଧ୍ୟ ଗ୍ରହଣ କରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପହାର ବିଷୟରେ ଯାହାକି ସ୍ତ୍ରୀଙ୍କୁ ଦେବା ଆଦୌ ଭଲ ନୁହେଁ ।

୧) ତାଜମହଲ –

Google

ନିଜ ସ୍ତ୍ରୀକୁ ସ୍ୱାମୀ ଉପହାର ରୂପେ ତାଜମହଲ ଦେବା ଭଲ ନୁହେଁ ଓ ତାହାକୁ ଘରେ ମଧ୍ୟ ରଖିବା ଉଚିତ ନୁହେଁ । ତାଜମହଲକୁ ପ୍ରେମର ପ୍ରତୀକ ମାନିବା ସତ୍ତ୍ୱେ ଏହାକୁ ଘରେ ରଖିବା କିମ୍ବା ସ୍ତ୍ରୀକୁ ଉପହାର ରୂପେ ଦେବା ଅଶୁଭ ହୋଇଥାଏ । ତେଣୁ ଉପହାରରେ ସ୍ତ୍ରୀକୁ ତାଜମହଲ ଦେବା ଆଦୌ ଉଚିତ ନୁହେଁ ।

୨) ଧଳା ଗୋଲାପ –

Google

ଧଳା ଗୋଲାପ ମଧ୍ୟ ନିଜ ସ୍ତ୍ରୀକୁ ଉପହାର ରୂପେ କେବେ ମଧ୍ୟ ଦିଅନ୍ତୁ ନାହିଁ । ଧଳା ଗୋଲାପ ସ୍ତ୍ରୀକୁ ଦେବା ଫଳରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ପରସ୍ପର ପ୍ରେମ କମିଯିବ । ଧଳା ଗୋଲାପକୁ ପ୍ରେମର ଶ୍ରେଣୀରେ ରଖାଯାଇନାହିଁ । ଧଳା ଗୋଲାପ ହେଉ ବା ଅନ୍ୟ କୌଣସି ଧଳା ଫୁଲକୁ ନିଜ ସ୍ତ୍ରୀକୁ ଉପହାର ରୂପେ ଦିଅନ୍ତୁ ନାହିଁ । ଏଥିଯୋଗୁଁ ଆପଣଙ୍କ ସ୍ତ୍ରୀର ଆୟୁଷ କମିଯିବ ।

୩) ଜୋତା –

Google

ଗୋଟିଏ ସ୍ୱାମୀଙ୍କୁ କେବେବି ନିଜ ସ୍ତ୍ରୀକୁ ଉପହାର ରୂପେ ଜୋତା ଦେବା ଭଲ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଅଶୁଭ ବୋଲି କୁହାଯାଇଛି । ଯଦି ନିଜ ସ୍ୱାମୀଙ୍କ ସହିତ ସପିଙ୍ଗ କରିବାକୁ ଯାଉଛନ୍ତି, ତେବେ ଆପଣ ନିଜେ ହିଁ କିଣନ୍ତୁ ସ୍ୱାମୀ କିଣି ଆପଣଙ୍କୁ ଦେବା ଭଲନୁହେଁ ।

୪) ଧଳା ଶାଢ଼ୀ –

Google

ସ୍ୱାମୀ ସ୍ତ୍ରୀକୁ ସବୁବେଳେ ଏହି କଥାର ଧ୍ୟାନ ରହିବା ଦରକାର ଯେ, ବିବାହିତ ମହିଳାମାନେ ଧଳା ଶାଢ଼ୀ ପିନ୍ଧିବା ଆଦୌ ଭଲ ନୁହେଁ ଓ ସ୍ୱାମୀ ନିଜ ସ୍ତ୍ରୀକୁ ଧଳା ଶାଢ଼ୀକୁ ଉପହାର ରୂପେ ଦେବା ମଧ୍ୟ ଭଲ ନୁହେଁ । ଏଭଳି କରିଲେ ତାହା ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ । ତାହା ସହିତ ଏଭଳି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ ଦୁର୍ବଳ ହୋଇଯାଇଥାଏ ।

୫) ଧାରୁଆ ଜିନିଷ –

Google

ଗୋଟିଏ ସ୍ୱାମୀ ନିଜ ସ୍ତ୍ରୀକୁ ଧାରୁଆ ଜିନିଷ ଯେପରିକି ଛୁରୀ, କଇଁଛି, ଆଦି ଦେବା ଭଲ ନୁହେଁ । ଏଭଳି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ତାହା ସହିତ ଆପଣ ଦୁହେଁଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଅନୁଛେଦଟି ପସନ୍ଦ ଆସିଲେ ନିଜ ବନ୍ଧୁ ଓ ପରିବାର ବର୍ଗ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*