ଲୋକପ୍ରିୟ ହେବାପାଇଁ ଏହି ୩ ମୁସଲମାନ ଅଭିନେତ୍ରୀ ମାନେ ହିନ୍ଦୁ ନାମର ସାହାରା ନେଲେ, ଅସଲି ନାମ ଜାଣିଲେ ଆପଣ ଚକିତ ହୋଇଯିବେ !

ବଲିଉଡ ରେ ଏଭଳି ଅନେକ ସୁପରଷ୍ଟାର ଅଛନ୍ତି, ଯେଉଁମାନେ ଚଳଚିତ୍ର ପରଦାରେ ନିଜ ଭଲ ଅଭିନୟ କରି ଅନେକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ବଲିଉଡରେ ଏଭଳି ଅଭିନେତ୍ରୀ ଅଛନ୍ତି ଯାହାର ଅଭିନୟ ଦେଖି ଲୋକମାନେ ତାଙ୍କର ଦିୱାନା ହୋଇଯାଆନ୍ତି । ସେ ଦୀପିକା ହେଉ ବା ଆଲିୟା ଭଟ୍ଟ ।

କିଛି ମୁସଲମାନ ଅଭିନେତ୍ରୀମାନେ ବଲିଉଡରେ ଲୋକପ୍ରିୟ ହାସିଲ କରିବାପାଇଁ ହିନ୍ଦୁ ଧର୍ମର ନାମକୁ ସାହାରା ନେଲେ ଓ ଏହି ଅଭିନେତ୍ରୀ ଏତେ ଫେମସ୍ ହେଲେ ଯେ, ଲୋକମାନେ ଏମାନଙ୍କ ଅଭିନୟର ଦିୱାନା ହୋଇଗଲେ । ଅଧିକାଂଶ ଲୋକମାନେ ଏହି ଅଭିନେତ୍ରୀ ମାନଙ୍କୁ ହିନ୍ଦୁ ବୋଲି ଭାବୁଛନ୍ତି, କିନ୍ତୁ ସେମାନେ ହିନ୍ଦୁ ନୁହଁ ବରଂ ମୁସଲିମ ଅଟନ୍ତି । ବଲିଉଡର ସେହି ୩ ଅଭିନେତ୍ରୀ ମାନେ କିଏ ଆସନ୍ତୁ ଜାଣିବା ।

୧) ମଧୁବାଲା –

Google

୬୦ ଦଶକରେ ନିଜ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ ମଧୁବାଲା ସେହି ସମୟରେ ବହୁତ ଅଧିକ ଲୋକପ୍ରିୟ ଥିଲେ । ରାଜ୍ କପୁର, ଦିଲୀପ କୁମାର ଓ ସୁନୀଲ ଦତ୍ତଙ୍କ ସହିତ ବହୁତ ଅଫେୟାର ଥିବା କଥା ଚର୍ଚ୍ଚା ହେଉଥିଲା । କହିବାକୁ ଗଲେ ମଧୁବାଲାଙ୍କ ନାମ ମୁମତାଜ୍ ବେଗମ ଥିଲା । ମଧୁବାଲା ବଲିଉଡରେ ଏଣ୍ଟ୍ରି ହେବା ତୁରନ୍ତ ନିଜ ନାମକୁ ବଦଳାଇ ଦେଇଥିଲେ । ମଧୁବାଲା ଦିଲ୍ଲୀର ଏକ ମୁସଲମାନ ଘରେ ଜନ୍ମ ହୋଇଥିଲେ । ମଧୁବାଲା ବଲିଉଡରେ ପ୍ରଥମେ ୧୯୭୪ର ଚଳଚିତ୍ର ” ନୀଳ କମଳ ” ନାମକ ଚଳଚିତ୍ରରେ ଅଭିନୟ କରିଥଲେ ଯେଉଁଠି ଯାହା ପରେ ମଧୁବାଲାକୁ ସମସ୍ତେ ଜାଣିବାକୁ ଲାଗିଲେ ।

୨) ରୀନା ରାୟ –

Google

ବଲିଉଡର ବହୁତ ଲୋକପ୍ରିୟ ଅଭିନେତା ଶତ୍ରୁଘନ ସିହ୍ନାଙ୍କ ସହ ପ୍ରେମ ଚାଲୁଅଛି ବୋଲି ସେହି ସମୟରେ ବହୁତ ଚର୍ଚିତରେ ରହୁଥିଲେ । ୧୯୫୭ ଜାନୁଆରୀ ୭ ତାରିଖ ଦିନ ଏକ ମୁସଲମାନ ଘରେ ଜନ୍ମ ହୋଇଥିଲେ । ରୀନା ରାୟଙ୍କ ଅସଲି ନାମ ହେଉଛି, ସାୟରା ଅଲ୍ଲୀ ଥିଲା । ସେ ବହୁତ ହିଟ୍ ଚଳଚିତ୍ରରେ ଅଭିନୟ କରିଥଲେ । ସେ ଏକ ପାକିସ୍ତାନ କ୍ରିକେଟର ଖେଳାଳି ସହ ବିବାହ ହୋଇଥିଲେ କିନ୍ତୁ ଅଳ୍ପ ସମୟ ପରେ ଛାଡ଼ପତ୍ର ଦେଇଥିଲେ ।

୩) ତବୁ –

Google

୯୦ ଦଶକର ସୁପରହିଟ୍ ଗୀତ ” ରୁକ୍ ରୁକ୍ ରୁକ୍ ଅରେ ବାବା ରୁକ୍ ” ରେ ଲୋକଙ୍କ ହୃଦୟରେ ଜାଗା କରିଥିବା ବାଲା ତମ୍ବୁର ଅସଲି ନାମ ତବସୁମ ଫାତିମା ଅଟେ । ତାଙ୍କର ଜନ୍ମ ୪ ନଭେମ୍ବର ୧୯୭୧ ରେ ଗୋଟିଏ ମୁସଲମାନ ଘରେ ହାଇଦ୍ରାବାଦ ରେ ଜନ୍ମ ହୋଇଥିଲେ । ସେ ଅନେକ ସୁପର ହିଟ୍ ଚଳଚିତ୍ରରେ ଅଭିନୟ କରିଥିଲେ । ଯାହାକି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।

Be the first to comment

Leave a Reply

Your email address will not be published.


*