ଯାହା ବି ହେଇଯାଉ ଏହି ୩ଟି ରାଶିର ଲୋକ ସୁନାର ମୁଦି ପିନ୍ଧନ୍ତୁ ନାହିଁ ନେହେଲେ ହୋଇଯିବେ ବର୍ବାଦ !

ବନ୍ଧୁଗଣ ଆଜି ଆମେ ଜାଣିବା ଏମିତି ୩ଟି ରାଶି ବିଷୟରେ ଯେଉଁ ମାନେ ସୁନାର ମୁଦି ପିନ୍ଧିବା ଭଲ ନୁହେଁ । ଯସ୍ୟ ଆପଣଙ୍କ ରାଶିରେ ନଥାଏ ଆପଣ ପିନ୍ଧିଛନ୍ତି ତାହେଲେ ହୋଇ ଯାଆନ୍ତୁ ସାବଧାନ । ବର୍ବାଦ ହୋଇ ପାରନ୍ତି ଆପଣ । ରାଶି ଅନୁସାରେ ବସ୍ତ୍ର ଆଉ ରତ୍ନ ବା ଗହଣା ପିନ୍ଧା ଯାଏ । ଏମିତି ହିନ୍ଦୁ ଧର୍ମରେ ମାନା ଯାଏ । ଆମେ ସମସ୍ତେ ଜାଣିଛୁ କି ସୁନା ଗୋଟିଏ ଦାମୀ ଧାତୁ ଅଟେ । ଆଉ ତାହାକୁ ଧାରଣ କରିବା ସମସ୍ତଙ୍କ ସ୍ଵପ୍ନ ହୋଇଥାଏ । କିନ୍ତୁ ବନ୍ଧୁଗଣ କିଛି ରାଶିର ଜାତକ ମାନଙ୍କୁ ସୁନାର ମୁଦି ଭୁଲରେ ମଧ୍ୟ ପିନ୍ଧିବା ଉଚିତ ନୁହେଁ । ନେଚେତ ସେମାନଙ୍କୁ ବହୁତ କ୍ଷତି ହୋଇପାରେ । ଆଉ ଏମିତିକି ମୃତ୍ୟୁ ମଧ୍ୟ ହୋଇପାରେ । ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଠାରେ ସକରାତ୍ମକ ଊର୍ଜା ରହୁ ତେବେ ଶୀଘ୍ର ଆପଣ ସୁନାର ମୁଦି ବାହାର କରି ଦିଅନ୍ତୁ । କାରଣ ଆଜି ଆମେ ଆପଣଙ୍କୁ ସେହି ୩ଟି ରାଶି ବିଷୟରେ କହିବୁ ଯେଉଁ ମାନଙ୍କୁ ସୁନାର ମୁଦି ଧାରଣ କରିବାର ନାହିଁ । ତେବେ ଆସନ୍ତୁ ଜାଣିବା

google

ବନ୍ଧୁଗଣ ମେଷ ରାଶି, ଧନୁ ରାଶି ଓ କନ୍ୟା ରାଶି ଏହି ତିନୋଟି ରାଶିର ଗ୍ରହରେ ଏମିତି କୁହାଯାଇଛି କି ଏମାନଙ୍କ ଆଙ୍ଗୁଠିରେ ସୁନାର ମୁଦି ଭୁଲରେ ମଧ୍ୟ ନଥିବା ଦରକାର । ଆଉ ଜଫି ଏମାନେ ସୁନାର ମୁଦି ପିନ୍ଧିବେ ଏହି ଲୋକ ମାନଙ୍କୁ ନିଜ ଜୀବନରେ କେବେ ମଧ୍ୟ ସଫଳତା ମିଳିବ ନାହିଁ । ଆଉ ଏମିତି ଲୋକ ମାନଙ୍କ ଜୀବନକୁ ସଙ୍କଟ ଆସିଥାଏ । ଆଉ ସବୁବେଳେ ଏମାନଙ୍କୁ ଦୁଖଃ ମିଳିଥାଏ । କୁହାଯାଏ କି ଏହି ତିନୋଟି ରାଶିର ଲୋକଙ୍କ ଉପରେ ସୁନାର ମୁଦି ବହୁତ ଖରାପ ପ୍ରଭାବ ଢାଳି ଥାଏ । ଆଉ ଏମାନେ ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ । ଏହି ତିନୋଟି ରାଶିର ଲୋକମାନଙ୍କୁ ସୁନାର ମୁଦି ପିନ୍ଧିବା ଦ୍ଵାରା ଜୀବନରେ କେବଳ ଦୁଖଃ କଷ୍ଟ ହିଁ ଆସିଥାଏ । ଆଉ ବର୍ବାଦ ହୋଇଯାଆନ୍ତି । ସେଥିପାଇଁ ବନ୍ଧୁଗଣ ଯଦି ଆପଣଙ୍କ ରାଶି ଏହି ମଧ୍ୟରୁ ଅଛି ତାହେକେ ଆପଣ ଭୁଲରେ ମଧ୍ୟ ସୁନାର ମୁଦି ପିନ୍ଧନ୍ତୁ ନାହିଁ ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*