ଧାତୁ ପଡୁଛି କି, କଷ୍ଠକାଠିନ୍ୟ ହେଉଛି କି ? ତେବେ ଆପଣାନ୍ତୁ ଏହି ଘୋରଇ ଉପଚାର ।

ବନ୍ଧୁଗନଣ ଆହାରରେ ଅସଞ୍ଜୋମତା କାରଣରୁ ହିଁ ବ୍ୟକ୍ତି କବ୍ଜ ବା କଷ୍ଠକାଠିନ୍ୟର ଶିକାର ହୋଇଥାଏ । ଏବଂ କବ୍ଜ ବା କଷ୍ଠକାଠିନ୍ୟ ଯୋଗୁଁ ହିଁ ସାରା ଦୁନିଆରେ ରୋଗ ସୃଷ୍ଟି ହୋଇଥାଏ । ଅର୍ଥାତ ସବୁ ରୋଗର ମୂଳ କାରଣ ହେଉଛି କଷ୍ଠକାଠିନ୍ୟ । ଏହା ହେବ ଦ୍ଵାରା ହିଁ ପରିସ୍ରାରେ ଏବଂ ଶୌଚ ଜୀବ ବେଳେ ଧାତୁ ଶକ୍ତି ବାହାରି ଯାଇ ଥାଏ । ଏବଂ ପାଇଲ୍ସ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ଆହାରରେ ସଞ୍ଜୋମତା ରକ୍ଷା କରନ୍ତି ତେବେ କୌଣସି ରୋଗ ହୁଏ ନାହିଁ । କିନ୍ତୁ ଏମିତି କୌଣସି ରୋଗ ନାହିଁ ଯାହା ପ୍ରାକୃତିକ ଚିକିସ୍ଛା ଦ୍ଵାରା ଉପସମ କରାଯାଇ ନପାରେ । ପ୍ରାକୃତିକ ଚିକିସ୍ଛା ସମସ୍ତଙ୍କ ପାଇଁ ବରଦାନ ସ୍ୱରୂପ । ତେଣୁ ସଂଯମ ପୂର୍ବକ ପ୍ରଥମେ କଷ୍ଠକାଠିନ୍ୟ ଦୂର କରନ୍ତୁ ତାପରେ ଆପଣ ସହଜରେ ନିଜ ବିର୍ଜ୍ୟ ଶକ୍ତିର ରକ୍ଷା କରି ପାରିବେ । ଆପଣଙ୍କ ସମସ୍ୟା ସହଜରେ ଦୂର କରି ପାରିବେ । ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ

google

୧॰ ରାତିରେ କୌଣସି ପାତ୍ରରେ ୧ ଲିଟର ପାଣି ରଖି ନିଅନ୍ତୁ । ଏହି ପାଣିକୁ ସୂର୍ଯ୍ୟ ଉଦୟ ପୂର୍ବରୁ ବାସୀ ମୁହଁରେ ପଈ ନିଅନ୍ତୁ । ପ୍ରତ୍ୟେକ ଦିନ ଏହିପରି ଅଭ୍ୟାସ କଲେ କବ୍ଜ ବା କଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ତଥା ଅନ୍ୟ ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ ।

୨॰ ରାତିରେ ପାଣି ସହିତ ୨ ରୁ ୫ ଗ୍ରାମ ତ୍ରିଫଳା ଚୂର୍ଣ୍ଣ ସେବନ କରନ୍ତୁ । ଏହା ଦ୍ଵାରା ମଧ୍ୟ କଷ୍ଠକାଠିନ୍ୟ ଦୂର ହୋଇଥାଏ ।

୩॰ ପ୍ରତିଦିନ ଗୋଟିଏ ହରଡା ଖାଇଲେ କଷ୍ଠକାଠିନ୍ୟ ଦୂର ହୋଇଥାଏ । କିମ୍ବା ୧ ରୁ ୫ ଗ୍ରାମ ହରଡ ଚୁରନ ଚୂର୍ଣ୍ଣକୁ ଗରମ ପାଣି ସହିତ ସେବନ କରିବା ଦ୍ଵାରା ମଧ୍ୟ କଷ୍ଠକାଠିନ୍ୟ ଦୂର ହୋଇଥାଏ ।

୪॰ ଗୋଟିଏ ଗ୍ଲାସ୍ ସାଧା ପାଣିରେ ଗୋଟିଏ ଲେମ୍ଭୁର ରସ ଏବଂ ୨ ରୁ ୩ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ଵାରା କବ୍ଜ ବା କଷ୍ଠକାଠିନ୍ୟ ଦୂର ହୋଇଥାଏ । ତେବେ ବନ୍ଧୁଗଣ ବିର୍ଜ୍ୟ ଶକ୍ତିର ସଞ୍ଜୋମ ଏବଂ ଧାତୁ ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ କବ୍ଜ ବା କଷ୍ଠକାଠିନ୍ୟକୁ ଦୂର କରନ୍ତୁ ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*