ଜାଣନ୍ତୁ କେଉଁ ପ୍ରକାରର ହୋଇଥାଏ ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଚାଲିଚଳନ, ସ୍ଵଭାବ ଓ ଗୁଣ !

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁମାନେ ସୋମବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ସବୁବେଳେ ହସି ରହିଥାନ୍ତି ଓ ମିଠା କଥା କହିଥାନ୍ତି । ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ୯, ୨୧, ୨୭ ବର୍ଷ ବୟସରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏମାନଙ୍କ ସ୍ଵଭାବ ସର୍ବଦା ସମାନ ହୋଇଥାଏ । ଏମାନେ ଅତ୍ୟନ୍ତ ସାହସୀ ମଧ୍ୟ ଅଟନ୍ତି । ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ ପ୍ରକୃତିର, ଭୋଗବିଳାଷ ର ପ୍ରିୟ, ଧୀର ନୀତି, ପ୍ରିୟ ଭାସି, ପ୍ରିୟ କାର୍ଯ୍ୟରେ ଉତ୍ତେଜିତ, ନାରାୟଣପନ ତଥା ଶାନ୍ତ ଶିଷ୍ଠ ସ୍ୱଭାବର ମଧ୍ୟ ହୋଇଥାନ୍ତି ।

google

ସୋମବାର ଭଗବାନ ଶିବଙ୍କ ବାର ବୋଲି କୁହାଯାଏ । ଏମାନଙ୍କ ସ୍ମରଣ ଶକ୍ତି ବହୁତ ଭଲ ଥାଏ । କିନ୍ତୁ ବାରମ୍ବାର ଏମାନଙ୍କ ଚିନ୍ତାଧାରା ବଦଳି ଥାଏ । ଯେଉଁମାନେ ସହରରେ ଜନ୍ମ ହୋଇଥାନ୍ତି ସେମାନେ ସବୁ ହସ ଖୁସି ସ୍ୱଭାବର ଓ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ବହୁତ ଶାନ୍ତ ରେ ରହିଥାନ୍ତି ଓ ଭଲ କଥା ଗୁଡ଼ିକୁ ବହୁତ ପସନ୍ଦ କରନ୍ତି । ସୁଖ-ଦୁଃଖରେ ସାଥ୍ ଦେଇଥାନ୍ତି ।

google

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସେ ବାଲ୍ୟ କାଳରେ ଅସ୍ଥିର ଓ ଚଗଲା, ଯୌବନ କାଳରେ ସହିଷ୍ଣୁତା, ଧିରସ୍ଥିର ଗୁଣ ର ଅଟନ୍ତି । ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିର ଶୁଭଫଳ ଭ୍ରମଣ ସୁଖ, ଯଶ, ସମ୍ମାନ, ଆଦୃତି, ପ୍ରତିଷ୍ଠା, ଉଚ୍ଚ ଆକାଂକ୍ଷି, ପ୍ରୀତି ଲାଭ, ଅର୍ଥ ପ୍ରାପ୍ତି, କାର୍ଯ୍ୟ ସିଦ୍ଧି, ଆଧ୍ୟାତ୍ମିକତା, ପର ଉପକାର ଏବଂ ପ୍ରସନ୍ନତା ।
ତାଙ୍କର ଅଶୁଭ ଫଳ ହେଲା, ନାନା ପ୍ରକାରର କ୍ଷୟକ୍ଷତି, ଶରୀର ଅସୁସ୍ଥ ଜନିତ ପୀଡ଼ା, ପ୍ରତାରଣା, ରାଜଭୟ, ବିବାଦ, ମନାନ୍ତର, ବନ୍ଧୁ ବିଚ୍ଛେଦ, ଧନ ହାନି ।

Be the first to comment

Leave a Reply

Your email address will not be published.


*