ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନର ମୁନୀର ମାଁ ବାସ୍ତବ ଜୀବନରେ ଦେଖାଯାଆନ୍ତି ଖୁବ୍ ସୁନ୍ଦର ଏବଂ ହୋଟ୍ ! ଦେଖନ୍ତୁ ଫଟୋଗୁଡ଼ିକ…

ବଲିଉଡ଼ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ହୁଅନ୍ତୁ କିମ୍ବା ଟିଭି ଶୋ’ରେ କାମ କରୁଥିବା ଅଭିନେତ୍ରୀ ହୁଅନ୍ତୁ ସେମାନେ ନିଜ ସୁନ୍ଦରତା ଓ ବୋଲ୍ଡନେସ୍ କାରଣରୁ ପ୍ରତିଦିନ ଖବରରେ ରୁହନ୍ତି । ଆପଣଙ୍କୁ ସୋସିଆଲ ମିଡ଼ିଆରେ ପ୍ରତିଦିନ ଗୋଟିଏ ଗୋଟିଏ ସୁନ୍ଦର ଚେହେରା ଦେଖିବାକୁ ମିଳିଯାଏ । ସୋସିଆଲ ମିଡ଼ିଆ ଆଜିକାର ସମୟର ଏପରି ଏକ ମାଧ୍ୟମ ହୋଇଯାଇଛି, ଯାହା କାହାକୁ ମଧ୍ୟ ରାତାରାତି କଳାକାର କରିଦିଏ । ସମସ୍ତ ସୁନ୍ଦରୀ ଅଭିନେତ୍ରୀ ନିଜ ଫଟୋଗୁଡିକ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୋସିଆଲ ମିଡ଼ିଆରେ ସେୟାର କରନ୍ତି, ତେଣୁ ଏମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ସହିତ ଜଡ଼ିତ ରୁହନ୍ତି ।

ବଲିଉଡ଼ ଜଗତରେ ପ୍ରତିଦିନ କିଛି ନା କିଛି ନୂଆଁ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ । ଆମ ସମସ୍ତଙ୍କୁ ବଲିଉଡ଼ ଚଳଚ୍ଚିତ୍ର ଦେଖିବାକୁ ଖୁବ୍ ପସନ୍ଦ ଲାଗେ । ଯଦି ଆପଣ ମଧ୍ୟ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ତେବେ ଆପଣ ସଲମାନ ଖାନଙ୍କ ସୁପରହିଟ୍ ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହି ଚଳଚ୍ଚିତ୍ରକୁ ଆଜି ମଧ୍ୟ ଲୋକମାନେ ସ୍ମରଣ କରନ୍ତି… କାରଣ ଏହି ଚଳଚ୍ଚିତ୍ର ବଲିଉଡ଼ର ଦବଙ୍ଗ ଅର୍ଥାତ ସଲମାନ ଖାନଙ୍କ ଅଟେ । ସେହିପରି ସଲମାନ ଖାନ୍ ସମସ୍ତ ଚଳଚ୍ଚିତ୍ର ତାଙ୍କ ନାମରେ ହିଁ ହିଟ୍ ହୋଇଯାଏ । ସେପରି ହିଁ ଏହି ଚଳଚ୍ଚିତ୍ର ମଧ୍ୟ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସଲମାନ ଖାନ୍ ବ୍ୟତୀତ ଦ୍ୱିତୀୟ ସ୍ଥାନରେ ଯେଉଁ କଳାକାରଙ୍କ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ମୁନୀ…… ମୁନୀ ଅର୍ଥାତ ହର୍ଷିତା ମଲହୋତ୍ରା କମ୍ ବୟସରେ ହିଁ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିଥିଲେ ।

ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରରୁ ହର୍ଷିତା ପ୍ରସିଦ୍ଧ ଓ ଲୋକପ୍ରିୟ ହୋଇଥିଲେ ଏବଂ ତାଙ୍କ ସହିତ ତାଙ୍କ ମାଁ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲେ । ଏହା ତ ଥିଲା ଚଳଚ୍ଚିତ୍ରର କଥା କିନ୍ତୁ ଆଜି ଆମେ ଆପଣଙ୍କୁ ବାସ୍ତବ ଜୀବନରେ ମୁନିଙ୍କ ମାଁ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ପ୍ରକୃତ ଫଟୋ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖି ଆପଣଙ୍କ ଚକିତ ହୋଇ ରହିଯିବେ । ମୁନିଙ୍କ ମାଁ ବାସ୍ତବ ଜୀବନରେ ଏତେ ହଟ୍ ଦେଖାଯାଆନ୍ତି ଯେ ଆପଣ ଏହା ଅନୁମାନ ମଧ୍ୟ କରିପାରିବେ ନାହିଁ । ବାସ୍ତବରେ ଆମେ ଚଳଚ୍ଚିତ୍ରରେ ଯେଉଁ ଚରିତ୍ରକୁ ଯେପରି ଚରିତ୍ରରେ ଅଭିନୟ କରିଥିବାର ଦେଖୁ ଆମ ମସ୍ତିଷ୍କରେ ତାହାର ସେଭଳି ପ୍ରତିକୃତି ସୃଷ୍ଟି ହୋଇଯାଏ ।

ଆମେ ମୁନୀର ମାଁଙ୍କୁ ଚଳଚ୍ଚିତ୍ରରେ ବୟସ୍କ ଓ ପାକିସ୍ତାନୀ ଷ୍ଟାଇଲରେ ଦେଖିଥିଲୁ କିନ୍ତୁ ବାସ୍ତବ ଜୀବନରେ ତାଙ୍କୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ମୁନୀଙ୍କ ମାଁଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି ଅଭିନେତ୍ରୀଙ୍କ ବାସ୍ତବ ନାମ ମେହେର ବୀଜ୍ ଅଟେ । ମେହେର ବୀଜ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଆକର୍ଷକ ନଜର ଆସିଛନ୍ତି କିନ୍ତୁ ବଜରଙ୍ଗୀ ଭାଇଜାନରୁ ତାଙ୍କ ନାମ ଖବରରେ ଆସି ଯାଇଥିଲା । ମୁନୀର ମାଁଙ୍କ ଚରିତ୍ରରେ ଅଭିନୟ କରୁଥିବା ମେହେର ବୀଜ୍ ବାସ୍ତବରେ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ମେହେରଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା ଏବଂ ସେ ବର୍ତ୍ତମାନ ୩୧ ବର୍ଷ ବୟସ୍କା ହୋଇ ଯାଇଛନ୍ତି । ସେ ଆଜି ମଧ୍ୟ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି । ଚଳଚ୍ଚିତ୍ରରେ ସେ ଏକ ସରଳ ଅଭିନେତ୍ରୀ ରୂପେ ନଜର ଆସନ୍ତି, କିନ୍ତୁ ବାସ୍ତବ ଜୀବନରେ ସେ ସେତିକି ହିଁ ଚୁଲ୍ ବୁଲି ଓ ହସମୁଖ ଝିଅ ଅଟନ୍ତି । ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ରେ ସେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।

ଏହା ପରେ ସେ ଆମୀର ଖାନଙ୍କ ସହିତ ତାଙ୍କର ଲେଟେଷ୍ଟ ଚଳଚ୍ଚିତ୍ର ‘ସିକ୍ରେଟ୍ ସୁପରଷ୍ଟାର’ରେ ମଧ୍ୟ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ଏମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଜାୟରା ବାସୀମ୍ ଅର୍ଥାତ ଇଂଶିଆଙ୍କ ମାଁ ହୋଇଥିଲେ । ମେହେର ବୀଜଙ୍କୁ ତାଙ୍କର ଦକ୍ଷତା ଯୋଗୁଁ ସିକ୍ରେଟ୍ ସୁପରଷ୍ଟାର ପାଇଁ ୨ ଥର ତାଙ୍କୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*