କାଜୋଲଙ୍କ ଚଳଚିତ୍ର “କଭି ଖୁସି କଭି ଗମ୍”ରେ ଅଭିନୟ କରିଥିବା ଛୋଟ ଝିଅଟି ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

କଭି ଖୁସି କଭି ଗମ୍ ସେହି ସମୟରେ ଏକ ବହୁତ ବଡ଼ ହିଟ୍ ଚଳଚିତ୍ର ଥିଲା । ଯାହାକୁ ଘରର ପରିବାର ସମସ୍ତେ ମିଶି ଦେଖିପାରିବେ । ଏହି ଚଳଚିତ୍ର ବହୁତ ଲୋକଙ୍କୁ ପସନ୍ଦ ଲାଗିଥିଲା ଏବଂ ଏହି ଚଳଚିତ୍ରକୁ ଆଜି ମଧ୍ୟ ଲୋକମାନେ ଦେଖିବାକୁ ବହୁତ ପସନ୍ଦ କରନ୍ତି । କଭି ଖୁସି କଭି ଗମ୍ ଚଳଚିତ୍ରରେ କାଜୋଲଙ୍କ ଛୋଟ ଭଉଣୀ ରୂପେ ଅଭିନୟ କରିଥିବା ମାନ୍ବିକା ରାଜ୍ ଏବେ ବହୁତ ବଡ଼ ହୋଇଗଲେ ଓ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି । କହିବାକୁ ଗଲେ କଭି ଖୁସି କଭି ଗମ୍ ଚଳଚିତ୍ର ପରେ ସେ ଅନ୍ୟ କୌଣସି ଚଳଚିତ୍ରରେ ଅଭିନୟ କରିବା ଆମେ କେହିବି ଦେଖିବାକୁ ପାଇ ନଥିଲୁ । ୨୩ ବର୍ଷର ମାନ୍ବିକା ରାଜ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଡ଼ିଆ ମାନଙ୍କ ଅନୁସାରେ ମାନ୍ବିକା ରାଜ୍ ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବାକୁ ଯାଉଛନ୍ତି ।

Google

ଅଳ୍ପ ଦିନ ପୂର୍ବେ ଜିମ୍ ବାହାରେ ମାନ୍ବିକା ରାଜଙ୍କୁ ଦେଖିବାକୁ ମିଳିଥିଲା । ସେତେବେଳେ ମାନ୍ବିକା ରାଜ୍ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ମିଡ଼ିଆ ମାନଙ୍କ କେମେରାକୁ ହସି କରି ନିଜ ପୋଜ୍ ଦେଇଥିଲେ । ମାନ୍ବିକା ରାଜଙ୍କ ଫୋଟ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ୍ ହେଉ ଅଛି । କିନ୍ତୁ ମୋଡେଲିଙ୍ଗରେ ସେ ନିଜର ନାମ ବହୁତ ଅର୍ଜନ କରିଛନ୍ତି । ମାନ୍ବିକା ରାଜ୍ ସୋସିଆଲ ମିଡ଼ିଆରେ ସବୁବେଳେ ବହୁତ ଏକ୍ଟିବ୍ ହୋଇ ରହନ୍ତି ।

ନିଜ ଫୋଟ ଗୁଡ଼ିକୁ ନିଜ ମିତ୍ରମାନଙ୍କ ସହ ସେୟାର କରନ୍ତି । ତାଙ୍କ ଲୂକ୍ ଏବଂ ସୁନ୍ଦରତାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏବେ ସେ କେବଳ ନିଜର ଲୁକ୍ ଓ ସୁନ୍ଦରତା ଯୋଗୁଁ ଭାରତର ଅନେକ ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହା ସବୁ ବଲିଉଡରେ ପ୍ରବେଶ ନ କରି ଏତେ ନାମ ଅର୍ଜନ କରି ସାରିଲେ । ତେଣୁ ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିଲେ ବୋଧ ହୁଏ ସମସ୍ତଙ୍କୁ ପଛରେ ପକାଇ ପାରନ୍ତି ।

Be the first to comment

Leave a Reply

Your email address will not be published.


*