ଅମରିଶ ପୂରୀଙ୍କ ଝିଅ ସୁନ୍ଦରତାର ମାମଲାରେ ଦିଅନ୍ତି ସବୁ ହିରୋଇନଙ୍କୁ ଟକ୍କର

ଅମରିଶ ପୂରୀଙ୍କ ଝିଅ ସୁନ୍ଦରତାର ମାମଲାରେ ଦିଅନ୍ତି ସବୁ ହିରୋଇନଙ୍କୁ ଟକ୍କର

ଅମରିଶ ପୂରୀଙ୍କ ଝିଅ ସୁନ୍ଦରତାର ମାମଲାରେ ଦିଅନ୍ତି ସବୁ ହିରୋଇନଙ୍କୁ ଟକ୍କର, ଜାଣନ୍ତୁ କଣ କାମ କରନ୍ତି ।

ବଲିଉଡରେ ବର୍ତ୍ତମାନ ପଯ୍ୟନ୍ତ ଅନେକ ତାରକା ଯେଉଁମାନେ ପରଦା ଉପରେ ଖଳନାୟକର ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ଅଭିନେତା ଅମରୀଶ ପୂରୀଙ୍କ ସ୍ଥାନ ଆଜି ପଯ୍ୟନ୍ତ କିଏ ମଧ୍ୟ ନେଇ ପାରିନାହାଁନ୍ତି । ଅମରୀଶ ପୂରୀ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ଅମରିଶ ପୂରୀ ଯେଉଁ ମଧ୍ୟ ଚରିତ୍ରରେ ଅଭିନୟ କରୁଥିଲେ ଦର୍ଶକଙ୍କୁ ସେହି ଚରିତ୍ର ଖୁବ ପସନ୍ଦ ହୋଇଥିଲା । ଏହି ଭଳି ଅମରୀଶ ପୂରୀଙ୍କ ଅନେକ ଗୁଣ ରହିଛି କିନ୍ତୁ ଆଜି ଆମେ ଅମରିଶ ପୂରୀଙ୍କ ବିଷୟରେ ନୁହେଁ ବରଂ ଅମରିଶ ପୂରୀଙ୍କ ଝିଅଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ସୂଚନା ପ୍ରଦାନ କରିବୁ ।

 

 

 

 

ଅମୀରିଶ ପୂରୀ ବଲିଉଡର ଜଣେ ପରିଚିତ ଅଭିନେତା ଯିଏ କି ସବୁ ଫିଲ୍ମରେ ଭିଲିଆନ ରୂପରେ ଅଭିନୟ କରିଥିଲେ । ଅମରିଶଙ୍କ ନେଗେଟିଭ ଚରିତ୍ରକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ କାରଣ ଅମରିଶଙ୍କ ଅଭିନୟ ଖୁବ ବିଚକ୍ଷଣ ଅଟେ । ବର୍ତ୍ତମାନ ଅମରୀଶ ପୂରୀ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ଯେବେ ମଧ୍ୟ ଭିଲିଆନ ଚରିତ୍ରର ବିଷୟ ଉଠେ ତେବେ ଅମରୀଶ ପୂରୀଙ୍କ ବିଷୟ ସର୍ବପ୍ରଥମେ ଚର୍ଚ୍ଚାକୁ ଆସେ । ଅମରୀଶ ପୂରୀଙ୍କ ଝିଅଙ୍କ ବିଷୟରେ ଯଦି ଆମେ ଆପଣଙ୍କୁ କହିବୁ ତେବେ ଅମରୀଷଙ୍କ ଝିଅ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି । ଅମରିଶଙ୍କ ଝିଅଙ୍କ ନାମ ନର୍ମତା ପୂରୀ ଅଟେ ଯିଏକି ବଲିଉଡ ଦୁନିଆରୁ ଅନେକ ଦୂରରେ ଅଛନ୍ତି ।

କିନ୍ତୁ ନର୍ମତା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରୁହନ୍ତି । ବର୍ତ୍ତମାନ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଦେଖି ଲୋକେ ଖୁବ୍ ପସନ୍ଦ କରିଛନ୍ତି କାରଣ ଫୋଟୋ ଗୁଡିକରେ ଅମରୀଶ ପୂରୀଙ୍କ ଝିଅ ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ପେଶାରେ ନର୍ମତା ଜଣେ ସଫ୍ଟୱେର ଇଞ୍ଜିିନିୟର ଅଟନ୍ତି

ନର୍ମତା ପୂରୀ ପେଶାରେ ଜଣେ ସଫ୍ଟୱେର ଇଞ୍ଜିିନିୟର ଅଟନ୍ତି । ସେ ଏବେ ନିଜ କାମରେ ବ୍ୟସ୍ତ ଅଛନ୍ତି । ନର୍ମତା ବିବାହିତ ଅଟନ୍ତି ଏବଂ ନର୍ମାତାଙ୍କ ପତି ଜଣେ ସଫଳ ବ୍ୟବସାୟୀ ଅଟନ୍ତି ।ନଜର ପକେଇବା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ତେବେ ଇଂଷ୍ଟାଗ୍ରାମରେ ତେବେ ନିଜ ଦ୍ଵାରା ନିର୍ମିତ ଡିଜାଇନ ପୋଷାକ ପିନ୍ଧି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନର୍ମତା ପୂରୀ ।

Leave a Reply

Your email address will not be published. Required fields are marked *